୩୫ କୋଟି ଟଙ୍କାରେ ଫ୍ଲାଟ୍ କିଣିଲେ ରଣବୀର

ranbir

ranbirମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ମୁମ୍ବାଇରେ ଏକ ଆଲିଶାନ୍ ଫ୍ଲାଟ୍ କିଣିଛନ୍ତି। ଏହାର ମୂଲ୍ୟ ହେଉଛି ୩୫ କୋଟି। ବାସ୍ତୁ ପାଲି ହିଲ୍‌ର ସପ୍ତମ ମହଲାରେ ରହିଛି ଏହି ଫ୍ଲାଟ୍। ଏହାର ଆୟତନ ୨୪୬୦ ବର୍ଗଫୁଟ୍। ବର୍ଗଫୁଟ୍ ହିସାବରେ ଏହା ହେଉଛି ମୁମ୍ବାଇର ସବୁଠୁ ଦାମୀ ଫ୍ଲାଟ୍। ଏହି ଫ୍ଲାଟ୍‌ଟି କପୁର ଖାନ୍‌ଦାନର ବଙ୍ଗଳା ପାଖରେ ରହିଛି।

ସୂଚନାଯୋଗ୍ୟ, କଟ୍ରିନା କୈଫଙ୍କ ସହିତ ବ୍ରେକ୍‌ ଅପ୍ ପରେ ରଣବୀର ଏକ ନୂଆ ଫ୍ଲାଟ୍ ସନ୍ଧାନରେ ଥିଲେ।

Previous ArticleNext Article

Send this to a friend