ସଞ୍ଜୟଙ୍କୁ କାହିଁକି ଧୋକେବାଜ କହିଲେ ରଣବୀର ?

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌କୁ ନେଇ ରଣବୀର କପୁର ଏବେ ବହୁତ ବ୍ୟସ୍ତ। ସଞ୍ଜୟଙ୍କ ପରି ଦେଖାଯିବାକୁ ସେ ମସଲ୍ସ ମଧ୍ୟ ବନାଇ ନେଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଛି। ହେଲେ ଏହି ସମୟରେ ସଞ୍ଜୟଙ୍କୁ ନେଇ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସାକ୍ଷାତକାରରେ ସେ ସଞ୍ଜୟ ଦତ୍ତଙ୍କୁ ଧୋକେବାଜ ବୋଲି କହିଛନ୍ତି। ସେ କହିଛନ୍ତି, ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ସାଧୁ ଭାବେ ଉପସ୍ଥାପିତ କରାଯିବ ନାହିଁ […]

sanjay-dutt

sanjay-dutt

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 04:24 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌କୁ ନେଇ ରଣବୀର କପୁର ଏବେ ବହୁତ ବ୍ୟସ୍ତ। ସଞ୍ଜୟଙ୍କ ପରି ଦେଖାଯିବାକୁ ସେ ମସଲ୍ସ ମଧ୍ୟ ବନାଇ ନେଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଛି। ହେଲେ ଏହି ସମୟରେ ସଞ୍ଜୟଙ୍କୁ ନେଇ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସାକ୍ଷାତକାରରେ ସେ ସଞ୍ଜୟ ଦତ୍ତଙ୍କୁ ଧୋକେବାଜ ବୋଲି କହିଛନ୍ତି।

ସେ କହିଛନ୍ତି, ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ସାଧୁ ଭାବେ ଉପସ୍ଥାପିତ କରାଯିବ ନାହିଁ କି ତାଙ୍କୁ ଗାନ୍ଧୀଜୀଙ୍କ ପରି ଦେଖାଯିବ ନାହିଁ। ଫିଲ୍ମରେ ତାଙ୍କୁ ଧୋକେବାଜ ଭାବେ ଉପସ୍ଥାପନ କରାଯିବ।

ସେ ଆହୁରି କହିଛନ୍ତି- “ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଛବି ସୁଧାରିବାକୁ କୌଣସି ପ୍ରୟାସ କରାଯାଇନାହିଁ। ତାଙ୍କ ସହ ବହୁତ ଗୁଡିଏ ବିବାଦ ଯୋଡି ହୋଇ ରହିଛି ଓ ଏସବୁ ଘଟଣା ଫିଲ୍ମରେ ସ୍ଥାନ ପାଇଛି।”

ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ହେଉଥିବା ଏହି ଫିଲ୍ମର ଟାଇଟଲ ମଧ୍ୟ ସ୍ଥିର ହୋଇନାହିଁ। ଏହାର କୌଣସି ଫଟୋ ବି ଏପର୍ଯ୍ୟନ୍ତ ଆସିନାହିଁ। ଏହାସତ୍ତ୍ୱେ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story