ରିଲିଜ୍‌ ହେବା କ୍ଷଣି ଭାଇରାଲ୍‌ ହେଲା ‘ସଞ୍ଜୁ’ର ଟିଜର

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ରିଲିଜ୍‌ ହେବା କ୍ଷଣି ଏହା ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି।ସୁନ୍ଦର ମେକ୍‌ଅପ୍‌ ସାଙ୍ଗକୁ ରଣବୀରଙ୍କ ଲୁକ୍‌ ଫିଲ୍ମରେ ଅସଲି ସଞ୍ଜୟ ଦତ୍ତଙ୍କ ଭ୍ରମ ସୃଷ୍ଟି କରୁଛି। ମାତ୍ର ୮୫ ସେକେଣ୍ଡର ଏହି ଭିଡିଓରେ ରଣବୀର, ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀର ସମସ୍ତ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି। ସଞ୍ଜୁ […]

sanjay

sanjay

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 11:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ 'ସଞ୍ଜୁ'ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ରିଲିଜ୍‌ ହେବା କ୍ଷଣି ଏହା ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି।sanjayସୁନ୍ଦର ମେକ୍‌ଅପ୍‌ ସାଙ୍ଗକୁ ରଣବୀରଙ୍କ ଲୁକ୍‌ ଫିଲ୍ମରେ ଅସଲି ସଞ୍ଜୟ ଦତ୍ତଙ୍କ ଭ୍ରମ ସୃଷ୍ଟି କରୁଛି।

sanjayମାତ୍ର ୮୫ ସେକେଣ୍ଡର ଏହି ଭିଡିଓରେ ରଣବୀର, ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀର ସମସ୍ତ ବିବାଦୀୟ ଘଟଣାକୁ ବର୍ଣ୍ଣନା କରିଛନ୍ତି।

sanjayସଞ୍ଜୁ କିପରି ଡ୍ରଗ୍ସ ନିଶାରେ ଅସୁସ୍ଥ ହୋଇପଡ଼ିଥିଲେ, କିପରି ସେ ଜେଲ୍‌ ଗଲେ ତାହା ସୁନ୍ଦର ଭାବେ ଦର୍ଶା ଯାଇଛି। ଏପରିକି ବସ୍‌ ଟିକେଟ୍‌ ପାଇଁ ତାଙ୍କୁ ଭିକ ମାଗିବାକୁ ପଡ଼ିଥିଲା ବୋଲି ମଧ୍ୟ ଏହି ଭିଡ଼ିଓରେ ଦର୍ଶାଯାଇଛି।

sanjayଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ୧୯୯୩ ମସିହା ମୁମ୍ବାଇ ବ୍ଲାଷ୍ଟରେ ସଞ୍ଜୁ ବାବା କିପରି ଛନ୍ଦି ହୋଇଗଲେ। ଅଣ୍ଡର ୱାର୍ଡ ସହିତ ତାଙ୍କର ସମ୍ପର୍କକୁ ଏହି ବାୟୋପିକ୍‌ରେ ଦର୍ଶାଯାଇଛି।

sanjayଏହି ସିନେମାଟି ୨୯ ଜୁନ ୨୦୧୮ରେ ବଡ଼ ପରଦାରେ ମୁକ୍ତିଲାଭ କରିବ। ସିନେମାକୁ ନେଇ ଏବେଠାରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

sanjayଏଥିରେ ସଞ୍ଜୁ ବାବାଙ୍କ ବିଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ରଣବୀର କପୁର। ଯାହା ଦର୍ଶକଙ୍କ ଖୁବ ପସନ୍ଦ ଆସୁଛି। ଫଟୋରେ ଦେଖନ୍ତୁ ରଣବୀରଙ୍କ ୭ଟି ସଞ୍ଜୁ ଅବତାର।

sanjay

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story