ଯଦି ଆଶାଙ୍କୁ ବାହା ହେବ ତେବେ ମୋ ଶବ ଉପରେ ହିଁ ହେବ, ଆର ଡି ବର୍ମନଙ୍କୁ ଏମିତି କାହିଁକି କହିଥିଲେ ତାଙ୍କ ମା’

ମୁମ୍ବାଇ: ପ୍ରସିଦ୍ଧ ସଂଗୀତଜ୍ଞ  ରାହୁଲ ଦେବ ବର୍ମନ ଓରଫ୍‌ ପଚଂମ ଦା। ଏହି ଆରଡି ବର୍ମନଙ୍କ  କଥା ମନେ ପଡ଼ିଲେ ତାଙ୍କ ପତ୍ନୀ ଆଶା ଭୋସ୍‌ଲେଁ ଆଖିରେ ଲୁହ ଆସିଯାଏ।  ବଲିଉଡର ଚର୍ଚ୍ଚିତ ଗାୟିକା ଆଶା ଭୋସ୍‌ଲେଁଙ୍କୁ  ପତ୍ନୀ ରୂପରେ ପାଇ ଆରଡି ବର୍ମନଙ୍କୁ  ଅନେକ କଷ୍ଟ ସହିବାକୁ ପଡ଼ିଥିଲା।  ଆଶାଙ୍କୁ ବିବାହ କରିବା ଲାଗି ଯେତେବେଳେ ଆରଡି ବର୍ମନ ତାଙ୍କ ମା‘ଙ୍କୁ  ଅନୁମତି ମାଗିଥିଲେ ସେ ଏଥିରେ ରାଜି ହୋଇ ନ ଥିଲେ। ସେହି ସମୟରେ […]

r-d-burman-and-asha-bhosle-first-met-while-recording-yeh-ladki-zara-si-deewani-lagti-hai-201606-1467009341

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 01:39 PM IST

ମୁମ୍ବାଇ: ପ୍ରସିଦ୍ଧ ସଂଗୀତଜ୍ଞ  ରାହୁଲ ଦେବ ବର୍ମନ ଓରଫ୍‌ ପଚଂମ ଦା। ଏହି ଆରଡି ବର୍ମନଙ୍କ  କଥା ମନେ ପଡ଼ିଲେ ତାଙ୍କ ପତ୍ନୀ ଆଶା ଭୋସ୍‌ଲେଁ ଆଖିରେ ଲୁହ ଆସିଯାଏ।  ବଲିଉଡର ଚର୍ଚ୍ଚିତ ଗାୟିକା ଆଶା ଭୋସ୍‌ଲେଁଙ୍କୁ  ପତ୍ନୀ ରୂପରେ ପାଇ ଆରଡି ବର୍ମନଙ୍କୁ  ଅନେକ କଷ୍ଟ ସହିବାକୁ ପଡ଼ିଥିଲା।  ଆଶାଙ୍କୁ ବିବାହ କରିବା ଲାଗି ଯେତେବେଳେ ଆରଡି ବର୍ମନ ତାଙ୍କ ମା‘ଙ୍କୁ  ଅନୁମତି ମାଗିଥିଲେ ସେ ଏଥିରେ ରାଜି ହୋଇ ନ ଥିଲେ। ସେହି ସମୟରେ  ତାଙ୍କ ମା’ ଆରଡି ବର୍ମନଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। କହିଥିଲେ ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି ସେ ପର୍ଯ୍ୟନ୍ତ ତୁମେ ଅଶାଙ୍କୁ ବିବାହ କରିପାରିବ ନାହିଁ। ଯଦି ବିବାହ କରିବ ମୋ ଶବ ଉପରେ ବିବାହ କରିବ।

ମା’ଙ୍କ କଥା ଶୁଣି ନିରାଶ ହୋଇ ଫେରି ଆସିଥିଲେ ଆରଡି ବର୍ମନ। ପରେ ଏକ  ଲମ୍ବା ସମୟ ଅପେକ୍ଷା ପରେ ଆର୍‌ ଡି ବର୍ମନ ଓ ଆଶାଙ୍କ ବିବାହ ସମ୍ଭବ ହୋଇପାରିଲା।  କିନ୍ତୁ ସେତେବେଳକୁ ବର୍ମନଙ୍କ ମା ବଞ୍ଚିଥିଲେ  ମଧ୍ୟ କାହାକୁ ଚିହ୍ନିବା ଅବସ୍ଥାରେ ନଥିଲେ।

ଆର ଡି ବର୍ମନ ପ୍ରଥମେ ୧୯୬୬ରେ ରୀତା ପଟେଲ୍‌ଙ୍କୁ ବିବାହ କରିଥିଲେ।  ମାତ୍ର ୫ ବର୍ଷ ପରେ ଏହି ବିବାହ ବିଚ୍ଛେଦ ହୋଇଥିଲା।  ବୋଧ ହୁଏ ଏହି କାରଣରୁ ତାଙ୍କ ଦ୍ୱିତୀୟ ବିବାହ ଚାହୁଁ ନଥିଲେ ତାଙ୍କ ମା’। ସେଇଥି ପାଇଁ ତାଙ୍କୁ ବାରଣ କରୁଥିଲେ। ତଥାପି ୧୯୮୦ରେ ଅଶାଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ।

ଆର୍‌ ଡି ବର୍ମନ ପ୍ରସିଦ୍ଧ ସଂଗୀତକାର ସଚିନ୍‌ ଦେବ ବର୍ମନଙ୍କ ପୁଅ ଥିଲେ। ଆର୍‌ଡି ୧୯୫୬ରେ ୨୩ ବର୍ଷର ଆଶା ଭୋସ୍‌ଲେଁଙ୍କୁ ପ୍ରଥମ ଥର ଲାଗି ଦେଖିଥିଲେ। ‘ତିସ୍‌ରି ମଞ୍ଜିଲ୍‌’ରେ ପ୍ରଥମେ ଏକାଠି କାମ କରିଥିଲେ ଦୁହେଁ ।  ଆରଡି ବର୍ମନଙ୍କ ସଂଗୀତ ଓ ଆଶାଙ୍କ ସ୍ୱର ଫିଲ୍ମ ଦୁନିଆର ମ୍ୟୁଜିକ୍‌ରେ ବହୁତ କିଛି ବଦଳାଇ ଦେଇଥିଲା।

ଆଶା ଲଗାତାର ଭାବେ ଆର୍‌ ଡି ବର୍ମନଙ୍କ  ଗୀତ ଗାଇବାକୁ ଲାଗିଲେ। ଏହି ସଂଗୀତ ହିଁ ଦୁହେଁଙ୍କୁ  ଏକାଠି କରିଦେଇଥିଲେ। ଧୀରେ ଧୀରେ ଏମାନଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାକୁ ବସିଲା।

ଗୀତ ଛଡା ଭଲ ରୋଷେଇ କରିବାରେ ମାହିର ଥିଲେ ଆର୍‌ଡି ବର୍ମନ ଓ ଆଶା।  ବେଳେବେଳେ ଦୁହିଁଙ୍କ ମଧ୍ୟରେ କିଏ ଭଲ ଅଧିକ ରୋଷେଇ କରିପାରେ ତାକୁ ସର୍ତ୍ତ  ରହୁଥିଲା। ପରେ ବର୍ମନଙ୍କ ଆର୍ଥକ ଅବସ୍ଥା ବିଗିଡ଼ି ଯିବାକୁ ବସିଲା।  ଆର୍ଥକ ସଙ୍କଟରେ  ଆରଡି ବର୍ମନ ସବୁ ବେଳେ ବିଚଳିତ ଅବସ୍ଥାରେ ରହୁଥିଲେ।  ମାନସିକ ଅଶାନ୍ତି ଲାଗି ରହିବା ସହ  ୫୪ ବର୍ଷ ବୟସରେ  ୧୯୯୪ରେ ହୃଦଘାତରେ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story