ସ୍କୁଲ୍‌ ଗେଟ୍‌-ଟୁଗେଦରରେ ହେଲା ଭେଟ: ୧୦ବର୍ଷ ପର୍ଯ୍ୟନ୍ତ ଚାଲିଲା ଡେଟିଂ, ପଢନ୍ତୁ ଶ୍ରେୟାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ସିଙ୍ଗର ଶ୍ରେୟା ଘୋସାଲଙ୍କର ଆଜି ୩୪ତମ ଜନ୍ମଦିନ। ୧୨ ମାର୍ଚ୍ଚ ୧୯୮୪ରେ ରାଜସ୍ଥାନର ରାୱତଭଟ୍ଟାରେ ତାଙ୍କ ଜନ୍ମ ହୋଇଥିଲା। ପିଲାଦିନୁ ତାଙ୍କର ସଙ୍ଗୀତ ପ୍ରତି ବେଶ୍ ଦୁର୍ବଳତା ଥିଲା। ୪ବର୍ଷ ବୟସରେ ସେ ଗୀତ ଶିଖିବା ଆରମ୍ଭ କରିଥିଲେ। ଟିଭି ସୋ’ ‘ସା ରେ ଗା ମା ପା’ ଜିତିବା ପରେ ତାଙ୍କୁ ବଡ ବ୍ରେକ୍‌ ମିଳିଥିଲା। ସବୁବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଚୁପ୍‌ ରୁହନ୍ତି ଶ୍ରେୟା। ତେଣୁ ତାଙ୍କ ବ୍ୟକ୍ତିଗତ ଜୀବନ […]

maxresdefault (1)

maxresdefault (1)

Rakesh Mallick
  • Published: Monday, 12 March 2018
  • Updated: 12 March 2018, 06:17 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ସିଙ୍ଗର ଶ୍ରେୟା ଘୋସାଲଙ୍କର ଆଜି ୩୪ତମ ଜନ୍ମଦିନ। ୧୨ ମାର୍ଚ୍ଚ ୧୯୮୪ରେ ରାଜସ୍ଥାନର ରାୱତଭଟ୍ଟାରେ ତାଙ୍କ ଜନ୍ମ ହୋଇଥିଲା। ପିଲାଦିନୁ ତାଙ୍କର ସଙ୍ଗୀତ ପ୍ରତି ବେଶ୍ ଦୁର୍ବଳତା ଥିଲା। ୪ବର୍ଷ ବୟସରେ ସେ ଗୀତ ଶିଖିବା ଆରମ୍ଭ କରିଥିଲେ। ଟିଭି ସୋ’ ‘ସା ରେ ଗା ମା ପା’ ଜିତିବା ପରେ ତାଙ୍କୁ ବଡ ବ୍ରେକ୍‌ ମିଳିଥିଲା। ସବୁବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଚୁପ୍‌ ରୁହନ୍ତି ଶ୍ରେୟା। ତେଣୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କମ୍‌ ଲୋକ ଜାଣନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରମ ସମ୍ପର୍କ ବିଷୟରେ ଜାଣିବା।

ଶ୍ରେୟା ୨୦୧୫ରେ ଶିଲାଦିତ୍ୟ ମୁଖୋପାଧ୍ୟୟଙ୍କୁ ବଙ୍ଗଳା ରୀତିନୀତି ରେ ବିବାହ କରିଥିଲେ। ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଶ୍ରେୟା ବିବାହ କରିଥିଲେ। ସ୍କୁଲ ଗେଟ୍‌-ଟୁଗେଦରରେ ତାଙ୍କର ଭେଟ ହୋଇଥିଲା ଶିଲାଦିତ୍ୟଙ୍କ ସହ।

ଗେଟ୍-ଟୁଗେଦରରେ କିଛି କଥାବାର୍ତ୍ତା ହୋଇଥିଲା। ତାପରେ ଶିଲାଦିତ୍ୟଙ୍କ ପ୍ରତି ଶ୍ରେୟାଙ୍କ ଦୁର୍ବଳତା ଅସିଥିଲା । ତାପରେ ଆରମ୍ଭ ହେଲା ପ୍ରେମ । ପ୍ରେମ ବିବାହକୁ ପରିବର୍ତ୍ତିତ ହେଲା। ଏବେ ଦୁହେଁ ବେସ୍‌ ଖୁସିରେ ଅଛନ୍ତି। ଶ୍ରେୟାଙ୍କର ୧୦ବର୍ଷ ପର୍ଯ୍ୟନ୍ତ ଭଲପାଇବା ଚାଲିଥିଲେ ମଧ୍ୟ କେହି ତାର ସୁରାକ ପାଇ ନଥିଲେ। ମିଡିଆଠୁ ବେସ୍‌ ଦୂରରେ ସେ ତାଙ୍କର ପ୍ରେମ ସମ୍ପର୍କକୁ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story