ଏହି ଅଭିନେତାଙ୍କ ସହ ହେମାମାଳିନୀଙ୍କ ଆଫାୟାର୍‌ ଥିଲା, ଜାଣନ୍ତୁ କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଇତିହାସରେ ସୁପର୍‌ ଡୁପର୍‌ ହିଟ୍‌ ଫିଲ୍ମ ‘ଶୋଲେ’ର ସ୍ମୃତି ଏବେ ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି। ଏହି ଫିଲ୍ମରେ ଠାକୁର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତାଙ୍କୁ କିଏ ବା ଭୁଲି ପାରିବ। ଦୁଇ ହାତ କଟି ଯାଇଥିଲେ ସୁଦ୍ଧା ସେ ଦୁର୍ଦ୍ଦାନ୍ତ ଡକାୟତ ଗବ୍ବର ସିଂହକୁ ଶେଷରେ ହତ୍ୟା କରି ତାଙ୍କ ପ୍ରିୟଜନଙ୍କ ଗଣହତ୍ୟାର ପ୍ରତିଶୋଧ ନେଇଥିଲେ। ସେ ଦୃଶ୍ୟ ଏବେ ବି ଅଭୁଲା ହୋଇ ରହିଛି। ହଁ, ଆମେ […]

hema

hema

Rakesh Mallick
  • Published: Monday, 09 July 2018
  • Updated: 09 July 2018, 03:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଇତିହାସରେ ସୁପର୍‌ ଡୁପର୍‌ ହିଟ୍‌ ଫିଲ୍ମ 'ଶୋଲେ'ର ସ୍ମୃତି ଏବେ ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି। ଏହି ଫିଲ୍ମରେ ଠାକୁର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତାଙ୍କୁ କିଏ ବା ଭୁଲି ପାରିବ। ଦୁଇ ହାତ କଟି ଯାଇଥିଲେ ସୁଦ୍ଧା ସେ ଦୁର୍ଦ୍ଦାନ୍ତ ଡକାୟତ ଗବ୍ବର ସିଂହକୁ ଶେଷରେ ହତ୍ୟା କରି ତାଙ୍କ ପ୍ରିୟଜନଙ୍କ ଗଣହତ୍ୟାର ପ୍ରତିଶୋଧ ନେଇଥିଲେ। ସେ ଦୃଶ୍ୟ ଏବେ ବି ଅଭୁଲା ହୋଇ ରହିଛି। ହଁ, ଆମେ କହୁଛୁ ଲୋକପ୍ରିୟ ଓ ସର୍ବଗୁଣସମ୍ପନ୍ନ ଅଭିନେତା ସଞ୍ଜୀବ କୁମାରଙ୍କ କଥା।

sanjeebkumar

ବହୁତ କମ୍‌ ଲୋକଙ୍କୁ ଜଣାଥିବ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ଜେଠାଲାଲ୍‌ ଜରିୱାଲା। ସେ ୧୯୩୮ ମସିହା ଜୁଲାଇ ୯ରେ ଗୁଜରାଟର ସୁରଟରେ ଜନ୍ମ ହୋଇଥିଲେ। ପ୍ରଥମେ ଥିଏଟର୍‌ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ସଞ୍ଜୀବ ୨୨ ବର୍ଷରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିବାରେ ନିପୁଣ ଥିଲେ।

୧୯୭୦ରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର 'ଖିଲୌନା'ରେ ସଞ୍ଜୀବଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ହୋଇଥିଲା। ଚଳଚ୍ଚିତ୍ରଟି ସୁପର୍‌ହିଟ ହୋଇଥିଲା ଏବଂ ସେ ରାତାରାତି ସୁପର୍‌ଷ୍ଟାର୍‌ ହୋଇ ଯାଇଥିଲେ। ସେହି ବର୍ଷ ରିଲିଜ୍‌ ହୋଇଥିଲା ଚଳଚ୍ଚିତ୍ର 'ଦସ୍ତକ୍‌'। ଯାହା ପାଇଁ ସଞ୍ଜୀବ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇଥିଲେ।

sanjeebkumar1

ପରଦାରେ ଅନେକ ସମୟ ଗମ୍ଭୀର ଅଭିନୟ କରୁଥିବା ସଞ୍ଜୀବ ପ୍ରକୃତ ଜୀବନରେ ବହୁତ ଖୁସି ମିଜାଜ୍‌ର ଲୋକ ଥିଲେ। ସଞ୍ଜୀବଙ୍କ ଡ୍ରିମ୍‌ ଗାର୍ଲ ଥିଲେ ହେମାମାଳିନୀ। ଯାହାକୁ ସେ ଜୀବନ ଦେଇ ଭଲ ପାଉଥିଲେ। ହେମା ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏହା ମଧ୍ୟରେ ହେମାଙ୍କ ଜୀବନରେ ଆସିଯାଇ ଥିଲେ ଧର୍ମେନ୍ଦ୍ର। ପରେ ହେମାମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇ ସଞ୍ଜୀବ କୁମାରଙ୍କ ବିବାହ ପ୍ରସ୍ତାବକୁ ମନା କରି ଦେଇଥିଲେ।

sanjeevkumar

ହେମା ବିବାହ କରିବାକୁ ମନା କରିବା ପରେ ସଞ୍ଜୀବ ମଧ୍ୟ ସାରା ଜୀବନ ଅବିବାହିତ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ସଞ୍ଜୀବଙ୍କର ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ସହିତ ଆଫୟାର୍‌ ଥିଲା। କିନ୍ତୁ ସଞ୍ଜୀବ ସୁଲକ୍ଷଣାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଶେଷରେ ସୁଲକ୍ଷଣା ମଧ୍ୟ ସାରା ଜୀବନ ଅବିବାହିତ ରହିଥିଲେ। ସଞ୍ଜୀବ ପିଲାବେଳୁ ହୃତ୍‌ପିଣ୍ଡ ଜନିତ ରୋଗରେ ପୀଡ଼ିତ ଥିଲେ। ୪୭ ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story