ଫିଲ୍ମ ପାଇଁ ଏମାନେ ବଦଳାଇଥିଲେ ନାଁ।

ଫିଲ୍ମ ଦୁନିଆରେ ଏପରି ଅନେକ ‌ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟର ପାଇଁ ନିଜ ନାଁ ମଧ୍ୟ ବଦଳାଇ ଦେଇଛନ୍ତି। ୯୦ଦଶକର ଅଭିନେତ୍ରୀ ଜୟପ୍ରଦା, ଅଭିନେତା ଜିତେନ୍ଦ୍ରଙ୍କଠୁ ଆରମ୍ଭ କରି ସଲମାନ, ଆମୀର, ଶିଳ୍ପା ଓ ପ୍ରିତି ଜିଣ୍ଟାଙ୍କ ପର୍ଯ୍ୟନ୍ତ, ସମସ୍ତେ ଫିଲ୍ମି କ୍ୟାରିୟର ପାଇଁ ନିଜ ନାଁ ବଦଳାଇଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ପ୍ରକୃତ ନାଁ ସମ୍ପର୍କରେ। ଅଜୟ ଦେବଗନ୍- ଅଜୟଙ୍କ ପ୍ରକୃତ ନାଁ ହେଉଛି ‘ବିଶାଲ ଦେବଗନ’ ଅଜୟ […]

ffffffffffffffffffffff

ffffffffffffffffffffff

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 04:14 PM IST

Sports

Latest News

ଫିଲ୍ମ ଦୁନିଆରେ ଏପରି ଅନେକ ‌ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟର ପାଇଁ ନିଜ ନାଁ ମଧ୍ୟ ବଦଳାଇ ଦେଇଛନ୍ତି। ୯୦ଦଶକର ଅଭିନେତ୍ରୀ ଜୟପ୍ରଦା, ଅଭିନେତା ଜିତେନ୍ଦ୍ରଙ୍କଠୁ ଆରମ୍ଭ କରି ସଲମାନ, ଆମୀର, ଶିଳ୍ପା ଓ ପ୍ରିତି ଜିଣ୍ଟାଙ୍କ ପର୍ଯ୍ୟନ୍ତ, ସମସ୍ତେ ଫିଲ୍ମି କ୍ୟାରିୟର ପାଇଁ ନିଜ ନାଁ ବଦଳାଇଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ପ୍ରକୃତ ନାଁ ସମ୍ପର୍କରେ।

ଅଜୟ ଦେବଗନ୍- ଅଜୟଙ୍କ ପ୍ରକୃତ ନାଁ ହେଉଛି ‘ବିଶାଲ ଦେବଗନ’ ଅଜୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିବା ପୂର୍ବରୁ ନିଜ ନାଁ ବଦଳାଇ ଦେଇଥିଲେ।

ଶିଳ୍ପା ସେଟ୍ଟୀ- ଶିଳ୍ପାଙ୍କ ପ୍ରକୃତ ନାଁ ହେଉଛି ‘ଅଶ୍ୱିନୀ ସେଟ୍ଟୀ’। ସେ ୧୯୯୩ ମସିହାରେ ଫିଲ୍ମ ‘ବାଜିଗର’ରେ ଡେବ୍ୟୁ କରିଥିଲେ।

ରେଖା- ରେଖାଙ୍କ ପ୍ରକୃତ ନାଁ ହେଉଛି ‘ଭାନୁରେଖା ଗଣେଶନ୍’। ସେ ୧୯୭୦ ମସିହାରେ ଫିଲ୍ମ ‘ସାୱନ ଭାଦୋଁ’ରେ ଡେବ୍ୟୁ କରିଥିଲେ।

ସଲମାନ ଖାନ୍- ସଲମାନଙ୍କ ପ୍ରକୃତ ନାଁ ହେଉଛି ‘ଅବଦୁଲ ରାସିଦ୍ ସଲିମ ସଲମାନ ଖାନ୍’। ସଲମାନ ୧୯୮୮ ମସିହାରେ ଫିଲ୍ମ ‘ବିବି ହୋ ତୋ ଐସି’ରେ ଡେବ୍ୟୁ କରିଥିଲେ।

ପ୍ରୀତି ଝିଣ୍ଟା- ପ୍ରୀତିଙ୍କର ପ୍ରକୃତ ନାଁ ହେଲା ‘ପ୍ରୀତମ ସିଂ ଜିଣ୍ଟା’। ପ୍ରୀତି ୧୯୯୮ ମସିହାରେ ଫିଲ୍ମ ‘ଦିଲ୍ ସେ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।

ଆମୀର ଖାନ୍- ଆମୀରଙ୍କର ପ୍ରକୃତ ନାଁ ‘ମହମ୍ମଦ ଆମୀର ହୁସେନ୍ ଖାନ୍’। ଆମୀର ୧୯୮୪ ମସିହାରେ ଫିଲ୍ମ ‘ହୋଲି’ରେ ଡେବ୍ୟୁ କରିଥିଲେ। କିନ୍ତୁ ‘କୟାମତ ସେ କୟାମତ ତକ୍’ ହେଉଛି ତାଙ୍କର ପ୍ରଥମ ମେନସ୍ଟ୍ରିମ୍ ଫିଲ୍ମ। ଏହି ଫିଲ୍ମରେ ସେ ଲିଡ ରୋଲରେ ଭିନୟ କରିଥିଲେ।

ଜିତେନ୍ଦ୍ର- ଜିତେନ୍ଦ୍ରଙ୍କ ପ୍ରକୃତ ନାଁ ହେଉଛି ‘ରବି କପୁର’। ସେ ୧୯୬୪ ମସିହାରେ ଫିଲ୍ମ ‘ଗୀତ ଗାତା ପଥରୋଁ ନେ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।

ଜୟପ୍ରଦା- ଜୟପ୍ରଦାଙ୍କ ପ୍ରକୃତ ନାଁ ହେଉଛି ‘ଲଲୀତା ରାନୀ’। ସେ ୧୯୭୨ ମସିହାରେ ‘ଆପନା ଦେଶ’ ଫିଲ୍ମରୁ ଡେବ୍ୟୁ କରିଥିଲେ।

ମଧୁବାଲା- ବଲିଉଡର ସବୁଠୁ ସୁନ୍ଦର ନାୟିକାଙ୍କ ମଧ୍ୟରେ ମଧୂବାଲା ଜଣେ। ତାଙ୍କର ପ୍ରକୃତ ନାଁ ହେଉଛି ‘ମୁମ୍‌ତାଜ ଜାହଁଆ ବେଗମ୍ ଦେହଲ୍ହି’। ସେ ୧୯୪୨ ମସିହାରେ ଫିଲ୍ମ ‘ବସନ୍ତ’ରୁ କ୍ୟାରିୟର ଆରମ୍ଭ କରିଥିଲେ।

ମୀନା କୁମାରୀ- ମୀନା କୁମାରୀଙ୍କ ପ୍ରକୃତ ନାଁ ହେଉଛି ‘ମହଜବୀ ବାନୋ’। ୧୯୪୨ ମସିହାରେ ଫିଲ୍ମ ‘ବଚୋ କା ଖେଲ୍‌’ରେ ସେ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story