ରେକର୍ଡ ଭାଙ୍ଗିଲା ‘ରଇସ’ର ଟ୍ରେଲର

ମୁମ୍ବାଇ: ଶାହାରୁଖଙ୍କ ‘ରଇସ’ ର ଟ୍ରେଲର ରିଲିଜର ଗୋଟେ ଦିନରେ ରେକର୍ଡ ତିଆରି କରିଛି। ଏହାର ଟ୍ରେଲରକୁ ଫେସବୁକ୍‌, ୟୁଟ୍ୟୁବ୍‌ ଏବଂ ଇନଷ୍ଟାଗ୍ରାମରେ ୨୪ଘଣ୍ଟା ମଧ୍ୟରେ ୨କୋଟିରୁ ଅଧିକ ଲୋକ ଦେଖିଛନ୍ତି। ବଲିଉଡର କୌଣସି ଏକ ଫିଲ୍ମକୁ ପ୍ରଥମଥର ପାଇଁ ଏତେ ମାତ୍ରାରେ ଦର୍ଶକ ଗୋଟେ ଦିନରେ ଦେଖିଛନ୍ତି। ଫିଲ୍ମର କାହାଣୀ ଅବଦୁଲ ଲତିଫଙ୍କ ଜୀବନି ଉପରେ ଆଧାରିତ। ଏଥିରେ ଶାହାରୁଖ ଅବ୍ଦୁଲ୍‌ ଲତିଫ୍‌ଙ୍କ ଭୂମିକାରେ ନଜର ଆସିବେ। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଦେଖିବାକୁ ପାଇଁ […]

raees

raees

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 04:49 PM IST

Sports

Latest News

ମୁମ୍ବାଇ: ଶାହାରୁଖଙ୍କ ‘ରଇସ’ ର ଟ୍ରେଲର ରିଲିଜର ଗୋଟେ ଦିନରେ ରେକର୍ଡ ତିଆରି କରିଛି। ଏହାର ଟ୍ରେଲରକୁ ଫେସବୁକ୍‌, ୟୁଟ୍ୟୁବ୍‌ ଏବଂ ଇନଷ୍ଟାଗ୍ରାମରେ ୨୪ଘଣ୍ଟା ମଧ୍ୟରେ ୨କୋଟିରୁ ଅଧିକ ଲୋକ ଦେଖିଛନ୍ତି।

ବଲିଉଡର କୌଣସି ଏକ ଫିଲ୍ମକୁ ପ୍ରଥମଥର ପାଇଁ ଏତେ ମାତ୍ରାରେ ଦର୍ଶକ ଗୋଟେ ଦିନରେ ଦେଖିଛନ୍ତି। ଫିଲ୍ମର କାହାଣୀ ଅବଦୁଲ ଲତିଫଙ୍କ ଜୀବନି ଉପରେ ଆଧାରିତ। ଏଥିରେ ଶାହାରୁଖ ଅବ୍ଦୁଲ୍‌ ଲତିଫ୍‌ଙ୍କ ଭୂମିକାରେ ନଜର ଆସିବେ। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଦେଖିବାକୁ ପାଇଁ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos