ରିଲିଜ ହେଲା ଫାଣ୍ଟମର ଟ୍ରେଲର

ମୁମ୍ୱାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ଫାଣ୍ଟମର ଟ୍ରେଲର। କବୀର ଖାଁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଲିଡ ରୋଲରେ ଅଛନ୍ତି ସୈଫ୍ଅଲ୍ଲୀ ଖାଁ ଓ କ୍ୟାଟ୍ରିନା କୈଫ୍। ଆତଙ୍କବାଦ ପୃଷ୍ଠଭୂମିରେ ନିର୍ମାଣ ହୋଇଛି ଏହି ଫିଲ୍ମ। ୨୬ ନଭେମ୍ୱର ମୁମ୍ୱାଇର ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଚିତ୍ର ଦେଖିବାକୁ ମିଳିବ ଏହି ଫିଲ୍ମରେ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ ଚକ୍ରବର୍ତ୍ତୀ। ଆସନ୍ତା ଅଗଷ୍ଟ ୨୮ରେ ଏହା ରିଲିଜ ହେବ।

Phantom

Phantom

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 02:55 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story