ଇଣ୍ଟେରିୟର ଡିଜାଇନ୍‌ ପାଇଁ ଗୌରୀଙ୍କୁ ଧନ୍ୟବାଦ ଦେଲେ ରିଷି କପୁର

ମୁମ୍ବାଇ: ଅଭିନେତା ରିଷି କପୁର ଗୌରୀ ଖାନ୍‌ଙ୍କୁ ରଣବୀରଙ୍କ ଘର ସଜ୍ଜାକୁ ନେଇ ଟ୍ୱିଟରରେ ଧନ୍ୟବାଦ ଜଣାଇଛନ୍ତି। ବାସ୍ତୁର ସଠିକ୍‌ ବ୍ୟବହାର କରି ଗୌରୀ ଖାନ୍‌, ରଣବୀରଙ୍କ ରୁମ୍‌କୁ ଏକ ସୁନ୍ଦର ଘରରେ ପରିଣତ କରିଥିବା କଥ। ରିଷି କହିଛନ୍ତି। ଗୌରୀଙ୍କ ଏପରି ସୁନ୍ଦର ପ୍ରୟାସରେ ସେ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ନିତୁ ଖୁବ୍‌ ଖୁସି ଥିବା କଥା ରିଷି କପୁର ଟ୍ୱିଟ୍‌ କରିଛନ୍ତି। ଅଭିନେତା ହ୍ରିତିକଙ୍କ ପତ୍ନୀ ସୁଜାନ ଖାନ୍‌ଙ୍କ ସହ ଗୌରୀ ଇଣ୍ଟେରିୟର […]

rishi-kapoor

rishi-kapoor

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 01:31 PM IST

Sports

Latest News

ମୁମ୍ବାଇ: ଅଭିନେତା ରିଷି କପୁର ଗୌରୀ ଖାନ୍‌ଙ୍କୁ ରଣବୀରଙ୍କ ଘର ସଜ୍ଜାକୁ ନେଇ ଟ୍ୱିଟରରେ ଧନ୍ୟବାଦ ଜଣାଇଛନ୍ତି। ବାସ୍ତୁର ସଠିକ୍‌ ବ୍ୟବହାର କରି ଗୌରୀ ଖାନ୍‌, ରଣବୀରଙ୍କ ରୁମ୍‌କୁ ଏକ ସୁନ୍ଦର ଘରରେ ପରିଣତ କରିଥିବା କଥ। ରିଷି କହିଛନ୍ତି।

ଗୌରୀଙ୍କ ଏପରି ସୁନ୍ଦର ପ୍ରୟାସରେ ସେ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ନିତୁ ଖୁବ୍‌ ଖୁସି ଥିବା କଥା ରିଷି କପୁର ଟ୍ୱିଟ୍‌ କରିଛନ୍ତି। ଅଭିନେତା ହ୍ରିତିକଙ୍କ ପତ୍ନୀ ସୁଜାନ ଖାନ୍‌ଙ୍କ ସହ ଗୌରୀ ଇଣ୍ଟେରିୟର ଡିଜାଇନିଂର କାମ ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, ଗୌରୀ ‘ଡିଜାଇନ୍‌ ସେଲ’ ନାମକ ଏକ ଇଣ୍ଟେରିଅର ଷ୍ଟୋର ମଧ୍ୟ ଖୋଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story