ବାହା ହେବେ ରୁବିନା

ମୁମ୍ବାଇ: ଟିଭି ସିରିଏଲ ‘ଶକ୍ତି: ଅସ୍ତିତ୍ୱକେ ଏହେଶାସ’ରେ କିନ୍ନରର ଭୂମିକାରେ ଅଭିନୟ କରୁଥିବା ‘ରୁବିନା ଦିଲାଇକ’ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ବୟଫ୍ରେଣ୍ଡ ଅଭିନବ ଶୁକ୍ଲାଙ୍କୁ ବାହା ହେବେ। ଦୁହେଁ ୪ ବର୍ଷ ହେଲା ପରସ୍ପରଙ୍କୁ ଡେଟ କରୁଛନ୍ତି। ୪ ବର୍ଷର ପ୍ରେମ ସମ୍ପର୍କକୁ ସେମାନେ ଏକ ନୂଆ ରୂପ ଓ ରଙ୍ଗ ଦେବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ସେମାନେ ଚଳିତ ବର୍ଷ ଜୁନ୍ ସାମରେ ବାହା ହେବେ। ଏକ ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ଦେଇଥିବା […]

Rubina-Dilaik copy

Rubina-Dilaik copy

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 12:40 PM IST

ମୁମ୍ବାଇ: ଟିଭି ସିରିଏଲ ‘ଶକ୍ତି: ଅସ୍ତିତ୍ୱକେ ଏହେଶାସ’ରେ କିନ୍ନରର ଭୂମିକାରେ ଅଭିନୟ କରୁଥିବା ‘ରୁବିନା ଦିଲାଇକ’ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ବୟଫ୍ରେଣ୍ଡ ଅଭିନବ ଶୁକ୍ଲାଙ୍କୁ ବାହା ହେବେ। ଦୁହେଁ ୪ ବର୍ଷ ହେଲା ପରସ୍ପରଙ୍କୁ ଡେଟ କରୁଛନ୍ତି। ୪ ବର୍ଷର ପ୍ରେମ ସମ୍ପର୍କକୁ ସେମାନେ ଏକ ନୂଆ ରୂପ ଓ ରଙ୍ଗ ଦେବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ସେମାନେ ଚଳିତ ବର୍ଷ ଜୁନ୍ ସାମରେ ବାହା ହେବେ।

ଏକ ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରୁବିନା କିଥିଲେ, ‘ହଁ, ଆମେ ଆମ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଛୁ। ଆମେ ୪ ବର୍ଷ ହେଲା ପରସ୍ପରକୁ ଡେଟ କରୁଥିଲୁ। ଆମେ ପରସ୍ପର ସହ ସାରା ଜୀବନ ରହିବାକୁ ଚାହୁଁଛୁ।’ ଅଭିନବ କହିଥିଲେ, ‘ହଁ ଆମେ ବାହା ହେଉଛୁ। ଆମେ ଜୁନ ମାସରେ ବାହା ହେବୁ କିନ୍ତୁ ତାରିଖ ଏପର୍ଯ୍ୟନ୍ତ ଠିକ୍ ହୋଇନାହିଁ’। ଆମ ପରିବାର ଲୋକେ ମଧ୍ୟ ଏ ବାହାଘର ପାଇଁ ରାଜି ହୋଇସାରିଛନ୍ତି।’

ଏମାନଙ୍କ ବାହାଘର ହିମାଚଳ ଓ ପଞ୍ଜାବୀ ପରମ୍ପରାରେ ହେବ। ରୁବିନା ଓ ଅଭିନବ ପରସ୍ପରଙ୍କୁ ଗଣପତି ଉତ୍ସବରେ ପ୍ରଥମ ଥର ଭେଟିଥିଲେ। ଏହାପରେ ସେମାନେ ଏକାଠି ‘ଛୋଟି ବୋହୂ’ ସିରିଏଲରେ କାମ କଲେ। ଏହି ସିରିଏଲର ସୁଟିଂ ସେଟ୍‌ରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ରୁବିନା ‘ଛୋଟି ବୋହୂ’ , ‘ଶାଶ୍ ବିନା ଶଶୁରାଲ’, ‘ପୁନର୍ବିବାହ’, ‘ଦେବୋ କେ ଦେବ ମହାଦେବ’ ଓ ‘ଜିନି ଔର ଜୁଜୁ’ ପରି ସିରି‌ଏଲରେ କାମ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story