ମା’ଙ୍କ ଜନ୍ମ ସ୍ଥାନରେ ସମ୍ମାନିତ ହୋଇଥିବାରୁ ମୁଁ ବହୁତ ଖୁସି: ଶାହାରୁଖ

ମୁମ୍ବାଇ: ମୌଲାନା ଆଜାଦ୍‌ ରାଷ୍ଟ୍ରୀୟ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଷଷ୍ଠ ଦୀକ୍ଷାନ୍ତ ସମାରୋହରେ ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କୁ ଡକ୍ଟରେଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ଶାହାରୁଖ ନିଜେ ଖୁବ୍‌ ଖୁସି ଥିବା କଥା କହିଛନ୍ତି। ଖାସ୍‌ କରି ତାଙ୍କ ମା’ଙ୍କ ଜନ୍ମ ସ୍ଥାନରେ ତାଙ୍କୁ ସମ୍ମାନିତ କରାଯାଇଥିବା କାରଣରୁ ତାଙ୍କ ମା’ ଖୁବ୍ ଖୁସି ଅନୁଭବ କରୁଥିବେ ବୋଲି ଶାହାରୁଖ ସମାରୋହରେ କହିଛନ୍ତି। ଶାହାରୁଖଙ୍କୁ ପୂର୍ବରୁ ମଧ୍ୟ ଡକ୍ଟରେଟ୍‌ ସମ୍ମାନରେ ସମ୍ମାନିତ […]

shah-rukh-khan

shah-rukh-khan

Rakesh Mallick
  • Published: Monday, 26 December 2016
  • Updated: 26 December 2016, 03:48 PM IST

ମୁମ୍ବାଇ: ମୌଲାନା ଆଜାଦ୍‌ ରାଷ୍ଟ୍ରୀୟ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଷଷ୍ଠ ଦୀକ୍ଷାନ୍ତ ସମାରୋହରେ ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କୁ ଡକ୍ଟରେଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ସମ୍ମାନରେ ସମ୍ମାନିତ ହେବା ପରେ ଶାହାରୁଖ ନିଜେ ଖୁବ୍‌ ଖୁସି ଥିବା କଥା କହିଛନ୍ତି। ଖାସ୍‌ କରି ତାଙ୍କ ମା’ଙ୍କ ଜନ୍ମ ସ୍ଥାନରେ ତାଙ୍କୁ ସମ୍ମାନିତ କରାଯାଇଥିବା କାରଣରୁ ତାଙ୍କ ମା’ ଖୁବ୍ ଖୁସି ଅନୁଭବ କରୁଥିବେ ବୋଲି ଶାହାରୁଖ ସମାରୋହରେ କହିଛନ୍ତି।

ଶାହାରୁଖଙ୍କୁ ପୂର୍ବରୁ ମଧ୍ୟ ଡକ୍ଟରେଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଗତବର୍ଷ ତାଙ୍କୁ ଲଣ୍ଡନର ଇଡେନ୍‌ବର୍ଗ ୟୁନିଭରସିଟିରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story