ବିଜେପିରେ ମିଶିଲେ ସାଜିଦ୍-ୱାଜିଦ୍‌

ମୁମ୍ବାଇ: ବଲିଉଡ ସଙ୍ଗୀତ୍‌କାର ସାଜିଦ୍‌ ଏବଂ ୱାଜିଦ୍‌ ଅଲ୍ଲୀ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅସରରେ ବିଜେପିର ଯୁବ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ସଙ୍ଗୀତକାର ଭାଇ ବିଜେପି ପାର୍ଟିରେ ଯୋଗ ଦେଇଥିଲେ। ସାଜିଦ୍‌-ୱାଜିଦ୍‌ ‘ଦବଙ୍ଗ’, ‘ୱାଣ୍ଟେଡ୍‌’, ‘ତେରି ମେରି କାହାନୀ’, ‘ଏକ ଥା ଟାଇଗର’, ‘ମେ ତେରା ହିରୋ’, ‘ହିରୋପନ୍ତୀ’ ପ୍ରମୁଖ ଫିଲ୍ମରେ କାମ କରିଛନ୍ତି।

sajid-wajid

sajid-wajid

Rakesh Mallick
  • Published: Monday, 26 December 2016
  • Updated: 26 December 2016, 01:01 PM IST

ମୁମ୍ବାଇ: ବଲିଉଡ ସଙ୍ଗୀତ୍‌କାର ସାଜିଦ୍‌ ଏବଂ ୱାଜିଦ୍‌ ଅଲ୍ଲୀ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅସରରେ ବିଜେପିର ଯୁବ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ସଙ୍ଗୀତକାର ଭାଇ ବିଜେପି ପାର୍ଟିରେ ଯୋଗ ଦେଇଥିଲେ।

ସାଜିଦ୍‌-ୱାଜିଦ୍‌ ‘ଦବଙ୍ଗ’, ‘ୱାଣ୍ଟେଡ୍‌’, ‘ତେରି ମେରି କାହାନୀ’, ‘ଏକ ଥା ଟାଇଗର’, ‘ମେ ତେରା ହିରୋ’, ‘ହିରୋପନ୍ତୀ’ ପ୍ରମୁଖ ଫିଲ୍ମରେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story