ମୋ ପୁଅକୁ କାହିଁକି ନଷ୍ଟ କରୁଛ: ସଞ୍ଜୟଙ୍କୁ ପ୍ରଶ୍ନ କଲେ ରିଷି

ମୁମ୍ବାଇ: ଫିଲ୍ମ ‘ସଞ୍ଜୁ’ରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ସଞ୍ଜୟ ଦତ୍ତ ଓ ରଣବୀର କପୁରଙ୍କ ସଂପର୍କ ଖୁବ୍‌ ପୁରୁଣା। ରଣବୀର କପୁର ପିଲାବେଳୁ ସଞ୍ଜୟଙ୍କୁ ନିଜ ଆଦର୍ଶ ମାନନ୍ତି। କିନ୍ତୁ ରିଷିଙ୍କୁ ବୋଧେ ଏସବୁ ପସନ୍ଦ ନଥିଲା। କାହିଁକି ନା ରିପୋର୍ଟ ମୁତାବକ ରିଷି କହିଥିଲେ ଯେ, ମୋ ପୁଅକୁ ନଷ୍ଟ କରିବା ବନ୍ଦ କର। ତେବେ ଚାଲନ୍ତୁ ଜାଣିବା କେଉଁ କାରଣ ପାଇଁ […]

ranbir

ranbir

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 01:15 PM IST

Sports

Latest News

ମୁମ୍ବାଇ: ଫିଲ୍ମ ‘ସଞ୍ଜୁ’ରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ସଞ୍ଜୟ ଦତ୍ତ ଓ ରଣବୀର କପୁରଙ୍କ ସଂପର୍କ ଖୁବ୍‌ ପୁରୁଣା। ରଣବୀର କପୁର ପିଲାବେଳୁ ସଞ୍ଜୟଙ୍କୁ ନିଜ ଆଦର୍ଶ ମାନନ୍ତି। କିନ୍ତୁ ରିଷିଙ୍କୁ ବୋଧେ ଏସବୁ ପସନ୍ଦ ନଥିଲା। କାହିଁକି ନା ରିପୋର୍ଟ ମୁତାବକ ରିଷି କହିଥିଲେ ଯେ, ମୋ ପୁଅକୁ ନଷ୍ଟ କରିବା ବନ୍ଦ କର। ତେବେ ଚାଲନ୍ତୁ ଜାଣିବା କେଉଁ କାରଣ ପାଇଁ ରିଷି ଏମିତି ରାଗିଗଲେ।

ଏକ ସାକ୍ଷତକାରରେ ରଣବୀର କହିଥିଲେ, ‘‘ମୁଁ ପ୍ରଥମଥର ତାଙ୍କୁ କାଶ୍ମୀରରେ ଦେଖିଥିଲି। ସେ ବାପା (ରିଷି କପୁର)ଙ୍କ ସହ ଫିଲ୍ମ ‘ସାହିବା’(୧୯୯୩)ର ସୁଟିଂ କରୁଥିଲେ। ମୁଁ ତାଙ୍କ ପ୍ରତି ଖୁବ୍‌ ପ୍ରଭାବିତ ଥିଲି। ତାଙ୍କ ଲମ୍ବା ଚଉଡ଼ା ଶରୀର, ଯାହାର କେଶ ଲମ୍ବା ଆଉ କାନରେ କାନ ଫୁଲ ଦେଖି ମୁଁ ତାଙ୍କର ପୂରା ଫ୍ୟାନ୍‌ ହୋଇଯାଇଥିଲି। ସେ ସମୟରେ ସଲମାନ୍‌ ଖାନ୍‌ଙ୍କ ପୋଷ୍ଟରକୁ ମୋ ଭଉଣୀ ରିଦ୍ଦିମା ନିଜ ଆଲମାରୀ ଲଗାଉଥିବା ବେଳେ  ମୁଁ ସଞ୍ଜୟଙ୍କ ପୋଷ୍ଟର ଲଗାଉଥିଲି।’

ରଣବୀର ଆହୁରି କହିଥିଲେ ଯେ,  ସେ ସଞ୍ଜୟଙ୍କ ପରିବାରର ବହୁତ ନିକଟତର। ସେ ତାଙ୍କୁ ନିଜ ଛୋଟ ଭାଇ ପରି ଦେଖନ୍ତି। ରଣବୀରଙ୍କ ଜନ୍ମଦିନରେ ସଞ୍ଜୟ ତାଙ୍କୁ ଏକ ହାର୍ଲେ ଡେବିଡ୍‌ସନ୍‌ ମୋଟର ବାଇକ୍‌ ଦେଇଥିଲେ। ରାତିରେ ନିଜ ଫରାରିରେ ରଣବୀରଙ୍କୁ ବୁଲେଇବାକୁ ମଧ୍ୟ ନିଅନ୍ତି।  କିନ୍ତୁ ଏସବୁ କଥା ରିଷିଙ୍କୁ କିଛି ଜଣା ନଥିଲା। ଯେତେବେଳେ ବାପା ରିଷିଙ୍କୁ ଜଣା ପଡ଼ିଲା ଯେ, ସଞ୍ଜୟ ତାଙ୍କୁ ହାର୍ଲେ ଡେବିଡ୍‌ସନ୍‌ ଉପହାରରେ ଦେଇଛନ୍ତି, ସେ ପୂରା ଫିଡ଼ିକି ଯାଇଥିଲେ। ତା’ପରେ ସେ ସଞ୍ଜୟଙ୍କୁ ଡାକି କହିଥିଲେ, ‘ମୋ ପୁଅକୁ ନଷ୍ଟ କରିବା ବନ୍ଦ କର।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story