ଦେଖନ୍ତୁ ରାତାରାତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ପ୍ରିୟାଙ୍କ କିଛି ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହେବ ମଲୟାଲମ ଫିଲ୍ମ ‘ଓରୁ ଅଦାର ଲଭ୍’। ତେବେ ତା’ପୂର୍ବରୁ ଫିଲ୍ମଟି ସାରା ଦେଶରେ ଚର୍ଚ୍ଚିତ ହୋଇପଡ଼ିଛି। ଏହି ଫିଲ୍ମର ଏକ ଗୀତରେ ଥିବା ପ୍ରାୟ ୩୦ ସେକେଣ୍ଡର ସିନ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିଥିବା ପ୍ରିୟା ପ୍ରକାଶ ୱାରିୟରଙ୍କ ଏକ ଆଖି ମରା ସିନ୍‌ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚିତ […]

pppp

pppp

Rakesh Mallick
  • Published: Tuesday, 13 February 2018
  • Updated: 11 January 2021, 11:12 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହେବ ମଲୟାଲମ ଫିଲ୍ମ ‘ଓରୁ ଅଦାର ଲଭ୍’। ତେବେ ତା’ପୂର୍ବରୁ ଫିଲ୍ମଟି ସାରା ଦେଶରେ ଚର୍ଚ୍ଚିତ ହୋଇପଡ଼ିଛି। ଏହି ଫିଲ୍ମର ଏକ ଗୀତରେ ଥିବା ପ୍ରାୟ ୩୦ ସେକେଣ୍ଡର ସିନ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିଥିବା ପ୍ରିୟା ପ୍ରକାଶ ୱାରିୟରଙ୍କ ଏକ ଆଖି ମରା ସିନ୍‌ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚିତ ହୋଇଥିବା ଏହି ହିରୋଇନ୍‌ଙ୍କ ଆଉ କିଛି ଫଟୋ ଦେଖନ୍ତୁ।

34511prakash13

ପ୍ରିୟା ପ୍ରକାଶ ୱାରିୟରଙ୍କ ବୟସ ୧୮ ବର୍ଷ। କେରଳର ତ୍ରିଶୂରରେ ସେ ରହନ୍ତି। ସେ ଏବେ ବିମଲା କଲେଜରେ ବି.କମ୍ କରୁଛନ୍ତି।

ଦେଖନ୍ତୁ ପ୍ରିୟାଙ୍କ ସେହି ସ୍ପେଶିଆଲ୍ ମୋମେଣ୍ଟ-ଆଖି ମାରି ହିଟ୍‌; ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି ଏହି ଯୁବତୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos