ଉତ୍ତରାଖଣ୍ଡରେ ଶାହିଦ୍‌ ଓ ଶ୍ରଦ୍ଧା: ୫ ତାରକା ହୋଟେଲ ନୁହେଁ, ଏଠାରେ ରହୁଛନ୍ତି

ମୁମ୍ୱାଇ: ସାଧାରଣତଃ ଫିଲ୍ମ ଷ୍ଟାରମାନେ ସୁଟିଂ ପାଇଁ ଯୁଆଡେ ବି ଯାଆନ୍ତି ତାଙ୍କ ଖାଇବା ଓ ରହିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏମିତିକି ୫ ତାରକା ହୋଟେଲ ଗୁଡ଼ିକରେ ସେମାନଙ୍କ ପାଇ ବୁକିଂ କରାଯାଏ। ହେଲେ ବଲିଉଡ୍‌ ଷ୍ଟାର ଶାହିଦ୍‌ କପୁର ଓ ଶ୍ରଦ୍ଧା କପୁରଙ୍କ କ୍ଷେତ୍ରରେ କିଛି ଭିନ୍ନତା ଦେଖିବାକୁ ମିଳିଛି। ଏବେ ସେମାନେ ତାଙ୍କ ଆଗାମୀ ଫିଲ୍ମ ‘ବତୀ ଗୁଲ୍‌ ମିଟର ଚାଲୁ’ ପାଇଁ ଉତ୍ତରାଖଣ୍ଡର ଟେହରୀରେ ସୁଟିଂ କରୁଛନ୍ତି। ସେଠାରେ ଫିଲ୍ମର […]

film

film

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 09:33 AM IST

Sports

Latest News

ମୁମ୍ୱାଇ: ସାଧାରଣତଃ ଫିଲ୍ମ ଷ୍ଟାରମାନେ ସୁଟିଂ ପାଇଁ ଯୁଆଡେ ବି ଯାଆନ୍ତି ତାଙ୍କ ଖାଇବା ଓ ରହିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏମିତିକି ୫ ତାରକା ହୋଟେଲ ଗୁଡ଼ିକରେ ସେମାନଙ୍କ ପାଇ ବୁକିଂ କରାଯାଏ। ହେଲେ ବଲିଉଡ୍‌ ଷ୍ଟାର ଶାହିଦ୍‌ କପୁର ଓ ଶ୍ରଦ୍ଧା କପୁରଙ୍କ କ୍ଷେତ୍ରରେ କିଛି ଭିନ୍ନତା ଦେଖିବାକୁ ମିଳିଛି। ଏବେ ସେମାନେ ତାଙ୍କ ଆଗାମୀ ଫିଲ୍ମ ‘ବତୀ ଗୁଲ୍‌ ମିଟର ଚାଲୁ’ ପାଇଁ ଉତ୍ତରାଖଣ୍ଡର ଟେହରୀରେ ସୁଟିଂ କରୁଛନ୍ତି। ସେଠାରେ ଫିଲ୍ମର ପୂରା କାଷ୍ଟ ଓ କ୍ରୁ ଏକ ଘରେ ରହୁଛନ୍ତି।

ସୂଚନା ଅନୁସାରେ, ଏହି ଫିଲ୍ମର ପୂରା ଟିମ୍ ରହିବା ପାଇଁ ପ୍ରଡ୍ୟୁସର ୧୦ଟି ଘର ଭଡ଼ାରେ ନେଇଛନ୍ତି।  ପ୍ରଥମେ ପ୍ରଡ୍ୟୁସର ୫ ତାରକା ହୋଟେଲରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭଲ ହୋଟେଲ ଗୁଡ଼ିକ ଡେରାଡୁନ୍  ପାଖରେ ଥିଲା। ଏହି ହୋଟେଲ ଗୁଡ଼ିକରେ ଟିମ୍‌ ରହିଲେ ସୁଟିଂ ଲୋକେସନକୁ ଆସିବାକୁ ପ୍ରତିଦିନ ୩ ଘଣ୍ଟା ଲାଗିଥାନ୍ତା। ଏହି କାରଣରୁ ଶାହିଦ୍ ଓ ପ୍ରଡ୍ୟୁସର ଏହି ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରଦ୍ଧା କପୁର ମଧ୍ୟ ଏହି କଥାରେ ରାଜି ହୋଇଛନ୍ତି।

ଉକ୍ତ ଫିଲ୍ମରେ ଶାହିଦଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ଶାହିଦ୍‌ଙ୍କ ଲାଷ୍ଟ ଫିଲ୍ମ‘ ପଦ୍ମାବତ୍‌’ ଥିଲା। ଯାହା ସୁପର ହିଟ୍‌ ହୋଇଛି। ଭାରତରେ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story