ଷ୍ଟାର ଭାଇଭଉଣୀ: ହେଲେ ଏମାନେ ବିଫଳ

ମୁମ୍ବାଇ: କଥାରେ ଅଛି ବଡ଼ଗଛ ଛାଇରେ ଛୋଟ ଗଛ ଉଧାଇ ନଥାଏ। କାରଣ ସେମାନଙ୍କ ଦେହରେ ଖରା ବାଜେ ନାହିଁ। ଠିକ୍‌ ସେହିଭଳି କଥା ବଲିଉଡ ପାଇଁ ବି ଲାଗୁ ହୋଇଥାଏ। ବଲିଉଡ୍‌ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏପରି ସଫଳତାରେ ଅନୁପ୍ରାଣିତ ହୋଇ ସେମାନଙ୍କ ଭାଇଭଉଣୀମାନେ ମଧ୍ୟ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ହେଲେ ସେମାନଙ୍କୁ ମିଳିଛି କେବଳ ବିଫଳତା ହିଁ ବିଫଳତା। […]

Shamita-Shetty

Shamita-Shetty

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 12:40 PM IST

Sports

Latest News

ମୁମ୍ବାଇ: କଥାରେ ଅଛି ବଡ଼ଗଛ ଛାଇରେ ଛୋଟ ଗଛ ଉଧାଇ ନଥାଏ। କାରଣ ସେମାନଙ୍କ ଦେହରେ ଖରା ବାଜେ ନାହିଁ। ଠିକ୍‌ ସେହିଭଳି କଥା ବଲିଉଡ ପାଇଁ ବି ଲାଗୁ ହୋଇଥାଏ। ବଲିଉଡ୍‌ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏପରି ସଫଳତାରେ ଅନୁପ୍ରାଣିତ ହୋଇ ସେମାନଙ୍କ ଭାଇଭଉଣୀମାନେ ମଧ୍ୟ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ହେଲେ ସେମାନଙ୍କୁ ମିଳିଛି କେବଳ ବିଫଳତା ହିଁ ବିଫଳତା। ସେମାନେ ନିଜ ଷ୍ଟାର ଭାଇ ଭଉଣୀ ଛାଇ ତଳେ ରହି ଆଗକୁ ଯାଇପାରି ନାହାନ୍ତି ଏମିତିକି କିଛି କଳାକାର ଫିଲ୍ମ ଦୁନିଅକା ଅଲବିଦା ମଧ୍ୟ କରିଦେଇଛନ୍ତି। ଆସନ୍ତୁ ଜାଣିବା ଏମିତି କିଛି ସଫଳ କଳାକାରଙ୍କ ଅସଫଳ ଭାଇଭଉଣୀଙ୍କ ସମ୍ପର୍କରେ।

 ସୋହେଲ ଖାନ୍‌:  ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ଶ୍ରେଷ୍ଟ ଅଭିନେତାଙ୍କ ଭିତରେ ଜଣେ। କିନ୍ତୁ ତାଙ୍କ ଭାଇ ସୋହେଲ ଖାନ୍‌ଙ୍କ କ୍ୟାରିୟର ସେତେଟା ଭଲ ନାହିଁ। ସେ ‘ମୈନେ ଦିଲ୍‌ ତୁଝକୋ ଦିଆ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ ବି ସେତେଟା ସଫଳତା ପାଇନାହାଁନ୍ତି। ସୋହେଲ ଜଣେ କଳାକାର ସହ  ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ମଧ୍ୟ।

aamir-faisalଫୈଜଲ ଖାନ୍‌: ବଲିଉଡ୍‌ର ପର୍‌ଫେକ୍ଟ ଭାବେ ଆମୀର ବେଶ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଦଃଖର କଥା ତାଙ୍କ ଭାଇ ଫଏଜଲ ଖାନ୍‌  ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିଲେ ନାହିଁ। ସେ ଫିଲ୍ମ ‘ମଦହୋଶ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଅଳ୍ପ କିଛି ଫିଲ୍ମରେ ଅଭିନୟ କରି ସେ ଫିଲ୍ମ ଦୁନିଆରୁ ଅବସର ନେଇଯାଥିଲେ।

dimpleସିମ୍ପଲ କପାଡିଆ: ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ପାଇଥିବା ଡିମ୍ପଲ କପାଡିଆଙ୍କ ଭଉଣୀ ସିମ୍ପଲ କପାଡିଆ। ଡିମ୍ପଲଙ୍କ ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ। କିନ୍ତୁ ତାଙ୍କ ଭଉଣୀ ସିମ୍ପଲ ୧୨ରୁ ଅଧିକ ଫିଲ୍ମରେ କାମ କରି ସେତେଟା ସଫଳତା ପାଇନଥିଲେ। ୨୦୦୯ରେ କର୍କଟ ରୋଗରୁ ତାଙ୍କର ମୃତ୍ୟୁ ହୋଇଥିଲା।

malaika-amrita (1)ଅମୃତା ଅରୋଡା: ମଲାଇକା ଅଭିନୟ ନହେଲେ ବି ଡ୍ୟାନ୍ସ ଦୁନିଆରେ ଖୁବ୍‌ ନାଁ କମେଛନ୍ତି। କିନ୍ତୁ ଅମୃତା ସଫଳ ହୋଇ ପାରି ନାହାନ୍ତି। ସେ ଫିଲ୍ମ ‘ଦିଲ୍ଲୀ କୁ ସର୍ଦ୍ଦି’ରେ ଏକ ଆଇଟମ ନମ୍ବର କରିଥିଲେ ହେଲେ ଏଥିରେ  ସେତେଟା ସଫଳତା ପାଇନାହାନ୍ତି।

silpaଶମିତା ସେଟ୍ଟୀ: ନିଜ ଠୁମକାରେ ୟୁପି ଓ ବିହାରର ହୃଦୟ ଚୋରାଉଥିବା ଶିଳ୍ପା ଖୁବ୍ ଲୋକପ୍ରିୟ। ତାଙ୍କ ଭଉଣୀ ହେଉଛନ୍ତି ଶମିତା। ‘ମହୋବ୍ବତେଁ’ ଭଳି ସୁପରହିଟ୍‌ଫିଲ୍ମ ରେ କାମ କରି ମଧ୍ୟ ସେ ସେତେଟା ସଫଳତା ପାଇନାହାଁନ୍ତି।

sanjayaସଞ୍ଜୟ କପୁର: ଅନୀଲ କପୁରଙ୍କୁ ‘ଝାକାଶ’ ଅଭିନେତା କୁହାଯାଏ। ଆଜି ବି ସେ ଏଭରଗ୍ରିନ। କିନ୍ତୁ ତାଙ୍କ ଭାଇ ସଞ୍ଜୟ କପୁରଙ୍କ ଭାଗ୍ୟ ସେମିତି ନୁହେଁ। ସଞ୍ଜୟ ‘ସିର୍ଫ ତୁମ୍‌’ ଓ ‘ରାଜା’ ଭଳି ଫିଲ୍ମ ରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳି ନଥିଲା। ନିକଟରେ ତାଙ୍କୁ ସାହିଦ୍‌ କପୁରଙ୍କ ଫିଲ୍ମ ‘ଶାନ୍‌ଦାର’ରେ ଦେଖିବାକୁ ମିଳିଥିଲା।

 saifଶୋହା ଅଲ୍ଲୀ ଖାନ୍‌:  ଡେରିରେ ହେଉ ପଛେ ସୈଫ୍‌ଅ ଲ୍ଲୀ ଖାନ୍‌ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଥିଲେ।  କିନ୍ତୁ ତାଙ୍କ ଭଉଣୀ ଶୋହାଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ସ୍ୱପ୍ନ ହୋଇରହିଛି। ‘ରଙ୍ଗ ଦେ ବସନ୍ତି’ରେ ତାଙ୍କ ଲୁକ୍‌ ପାଇଁ ଖୁବ୍‌ ପ୍ରଶଂସା ମିଳିଥିଲା। କିନ୍ତୁ ଆଗକୁ ସେ ସେତେଟା କମାଲ ଦେଖେଇ ପାରିନାହାନ୍ତି।

sonakshiଲଭ୍‌ ସିହ୍ନା: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା  ଅଳ୍ପ ସମୟରେ ବେଶ୍‌ ସଫଳତା ପାଇଛନ୍ତି।। କିନ୍ତୁ ତାଙ୍କ ଭାଇ ଲଭ୍‌ଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ ହେଉ ହେଉ ଯେମିତି ଶେଷ ହୋଇଯାଇଛି। ଲଭ୍‌ଙ୍କ ପ୍ରଥମ ଫିଲ୍ମ ‘ସଦିୟାଁ’ ହଲକୁ କେତେବେଳେ ଆସିଲା ଓ କେତେବେଳେ ଚାଲିଗଲା ଦର୍ଶକେ ଜାଣିବି ପାରିଲେ ନାହିଁ।

kajolତନିଷା ମୁଖାର୍ଜି: ବଲିଉଡ୍‌ର ‘ସିମ୍‌ରନ୍‌’ ତଥା କାଜୋଲ ଆଜି ଫରଦାକୁ ଆସିଲେ ଦର୍ଶକଙ୍କ ତାଳି ଓ ସିଟିରେ ଫିଲ୍ମ ହଲ୍‌ କମ୍ପି ଉଠେ। ସେ ଖୁବ୍‌ ଲୋକପ୍ରିୟ ହୋଇଥିଲେ ବି ତାଙ୍କ ଭଉଣୀ  ତନିଷା ସେତେଟା ଲୋକପ୍ରିୟ ହୋଇପାରି ନାହାନ୍ତି।  ‘ନିଲ୍‌ ଏଣ୍ଡ୍‌ ନିକ୍କୀ’ ଓ ‘ୱନ୍‌ ଟୁ ଥ୍ରୀ’ ଭଳି ଫିଲ୍ମ କାମ କରିଥିବା ତନିଷା ଏବେ ଇଣ୍ଡଷ୍ଟ୍ରିରୁ ବହୁ ଦୂରରେ।

asmitଅସ୍ମିତ  ପଟେଲ୍‌: ଅମିଷା ପଟେଲଙ୍କ ଫିଲ୍ମ  ‘କହୋନା ପ୍ୟାର୍‌ ହୈ’ ସୁପରହିଟ୍‌ ହୋଇଥିଲା। ତାପରେ ଅମିଷା ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ। କିନ୍ତୁ ତାଙ୍କ ଭାଇ ଅସ୍ମୀତ ପଟେଲ  ଟିଭି ଓ ଫିଲ୍ମରେ ଅଭିନୟ କରିଥିଲେ ବି କିଛି ଖାସ୍‌ ସଫଳତା ପାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story