ଓଡ଼ିଆ ଆଲବମ୍‌ରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ, ସାଥ୍ ଦେଉଛନ୍ତି ଦୀପିକା   

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲିଉଡ୍‌ରୁ ଓଲିଉଡ୍‌।  କଲରସ୍‌ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବାଳିକା ବଧୂ’ରେ ଶିବରାଜ ଶେଖର ଭୂମିକାରେ ଅଭିନୟ କରିଥିବା ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବେ ଓଲିଉଡ୍‌ରେ କାମ କରିବାକୁ ମନବଳାଇଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଆପଣ ଏକ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ପାଇବେ। ଯାହାର ନାଁ ରହିଛି ‘ଜିନା ଜରୁରୀ ହୈ’। ଏଥିରେ ତାଙ୍କୁ  ସାଥ୍‌ ଦେବେ ଓଲିଉଡ୍‌ ଅଭିନେତ୍ରୀ ଦୀପିକା ତ୍ରିପାଠୀ। ଏହି ମ୍ୟୁଜିକ୍‌ ଭିଡିଓର କୋରିଓଗ୍ରାଫ୍ କରିବେ ଓଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର […]

sid 3

sid 3

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 02:40 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲିଉଡ୍‌ରୁ ଓଲିଉଡ୍‌।  କଲରସ୍‌ ଚ୍ୟାନେଲରେ ପ୍ରସାରିତ ଧାରାବାହିକ 'ବାଳିକା ବଧୂ'ରେ ଶିବରାଜ ଶେଖର ଭୂମିକାରେ ଅଭିନୟ କରିଥିବା ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବେ ଓଲିଉଡ୍‌ରେ କାମ କରିବାକୁ ମନବଳାଇଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଆପଣ ଏକ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ପାଇବେ। ଯାହାର ନାଁ ରହିଛି 'ଜିନା ଜରୁରୀ ହୈ'। ଏଥିରେ ତାଙ୍କୁ  ସାଥ୍‌ ଦେବେ ଓଲିଉଡ୍‌ ଅଭିନେତ୍ରୀ ଦୀପିକା ତ୍ରିପାଠୀ। ଏହି ମ୍ୟୁଜିକ୍‌ ଭିଡିଓର କୋରିଓଗ୍ରାଫ୍ କରିବେ ଓଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ବିଦୁ। ମ୍ୟୁଜିକ୍‌ ଭିଡିଓର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ବାରିକ୍‌।

ତେବେ ପ୍ରଥମଥର ପାଇଁ ସିଦ୍ଧାର୍ଥ ଓଡିଶାରେ କାମ କରିବା ପାଇଁ ଯାଉଛନ୍ତି। ତେବେ ଭାଷା ଯାହା ହେଉନା କାହିଁକି ନିଜ ଦକ୍ଷତା ଦେଖାଇବାକୁ ଗୁରୁତ୍ୱ ଦେଉଥିବା ସିଦ୍ଧାର୍ଥ ଏହି ମ୍ୟୁଜିକ ଭିଡିଓରେ କାମ କରିବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ସେପଟେ ପ୍ରଥମ ଥର ପାଇଁ ଜଣେ ବଲିଉଡ୍‌ ଷ୍ଟାରଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ସ୍ୱପ୍ନ ସତ ହେବାକୁ ଯାଉଛି ବୋଲି କହିଛନ୍ତି ଅଭିନେତ୍ରୀ ଦୀପିକା ।

ସିଦ୍ଧାର୍ଥ 'ବାଳିକା ବଧୂ' ସିରିଏଲ୍‌ ସହ ଫିଲ୍ମ 'ବଦ୍ରି ନାଥ୍‌ କି ଦୁଲ୍‌ହନିଆ', 'ବିଜ୍‌ନେସ୍‌ ବାଏ କଜାଖ'ରେ  ଅଭିନୟ କରି ନିଜର ଯାଦୁ ଦେଖାଇସାରିଛନ୍ତି।  ଏଥି ସହ ବିଭିନ୍ନ ପ୍ରକାର ରିଆଲିଟି ଶୋ ତଥା 'ଖତରୋ ଙ୍କି ଖୀଲାଡି', 'ଝଲକ୍‌ ଦିଖ୍‌ ଲାଜା'ରେ ଆପଣ ସିଦ୍ଧାର୍ଥଙ୍କୁ  ଦେଖିଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story