ସଲମାନ ଦୋଷୀ ନୁହେଁ, ଯିଏ ଅପରାଧୀ ତାକୁ ଧର

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। କିନ୍ତୁ ଅଭିନେତ୍ରୀ ସିମି ଗେର୍‌ୱେଲ୍‌ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି, “ମୋର ସଲମାନଙ୍କ ଉପରେ ପୂରା ବିଶ୍ୱାସ ଓ ଭରସା ରହିଛି। ସଲମାନ କେବେ ବି କେଉଁ ଜୀବଜନ୍ତୁଙ୍କ ଶିକାର କରିପାରିବେ ନାହିଁ।” ସେ ନିଜ ଟ୍ୱିଟ୍‌ରେ ସଲମାନଙ୍କୁ ସପୋର୍ଟ କରି ପ୍ରକୃତ ଦୋଷୀକୁ ଦଣ୍ଡ ଦେବାକୁ ଆବେଦନ କରିଛନ୍ତି। https://twitter.com/Simi_Garewal/status/981686042334978048 […]

simi

simi

Rakesh Mallick
  • Published: Friday, 06 April 2018
  • Updated: 06 April 2018, 09:27 PM IST

Sports

Latest News

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। କିନ୍ତୁ ଅଭିନେତ୍ରୀ ସିମି ଗେର୍‌ୱେଲ୍‌ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି, “ମୋର ସଲମାନଙ୍କ ଉପରେ ପୂରା ବିଶ୍ୱାସ ଓ ଭରସା ରହିଛି। ସଲମାନ କେବେ ବି କେଉଁ ଜୀବଜନ୍ତୁଙ୍କ ଶିକାର କରିପାରିବେ ନାହିଁ।” ସେ ନିଜ ଟ୍ୱିଟ୍‌ରେ ସଲମାନଙ୍କୁ ସପୋର୍ଟ କରି ପ୍ରକୃତ ଦୋଷୀକୁ ଦଣ୍ଡ ଦେବାକୁ ଆବେଦନ କରିଛନ୍ତି।

ସେ ଟ୍ୱିଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି- “ଗୋଟିଏ କଥାରେ ମୁଁ ସବୁବେଳେ ଆସ୍ୱସ୍ଥ ଯେ, ସଲମାନ କେବେବି କେଉଁ ପ୍ରାଣୀଙ୍କୁ ହାନୀ ପହଞ୍ଚାଇ ପାରିବେ ନାହିଁ। ସେ ଜୀବଜନ୍ତୁଙ୍କୁ ଖୁବ୍‌ ଭଲ ପାଆନ୍ତି। ଏହି ମାମଲାରେ ପ୍ରକୃତ ଦୋଷୀର ଖୁଲାସା ହେବା କଥା। ଅନ୍ୟ କେଉଁ ଦୋଷୀ ପାଇଁ ସଲମାନଙ୍କୁ ୨୦ ବର୍ଷ ହେବ ଦୋଷୀ ମନିବା ଉଚିତ ନୁହେଁ।”

ଯଦି ସିମିଙ୍କ କଥା ସତ ତେବେ ଦୋଷୀ କିଏ? ସଲମାନ ଯଦି ନିର୍ଦ୍ଦୋଷ ତେବେ କିଏ ଏଭଳି ଅପରାଧ କରି ଖସି ଯାଇଛି? କ’ଣ ପୋଲିସ୍‌ ତାଙ୍କୁ ଧରିପାରିବ? ସିମ୍ମିଙ୍କ ଟ୍ୱିଟ୍‌ରୁ ଏମିତି ଅନେକ କିଛି ପ୍ରଶ୍ନ ଉଠୁଛି। ସିମ୍ମିଙ୍କ ଟ୍ୱିଟପରେ ଆହୁରି ଅନେକ ସେଲିବ୍ରିଟି ସଲମାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି।

https://twitter.com/Varun_dvn/status/981973176404946944

https://twitter.com/ManishPaul03/status/982117729837531138

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story