ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଉ ଜଣେ ଷ୍ଟାରଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସମ୍ପର୍କୀୟଙ୍କୁ ପରଦାକୁ ଆଣିବା ଏକ ପରମ୍ପରା ପାଲଟିଗଲାଣି। କେତେବେଳେ କେଉଁ ଷ୍ଟାରଙ୍କର ଭାଇ ଆସିଲାଣି ତ କେତେବେଳେ ଭଉଣୀ, ପୁଣି କେତେ ବେଳେ ପୁଅ କିମ୍ବା ଝିଅ। କେବଳ ଏତିକି ନୁହେଁ, ଷ୍ଟାରମାନେ ତାଙ୍କ ଝିଆରୀ, ପୁତୁରା ଓ ଅନ୍ୟ ସମ୍ପର୍କୀୟଙ୍କୁ ଏହି ଲାଇନକୁ ଆଣିଛନ୍ତି। ଏବେ ଆଉ ଏକ ନୂଆ ଚେହେରା ସାମ୍ନାକୁ ଆସିବାକୁ ଯାଉଛନ୍ତି। ବଲିଉଡ ସୁନ୍ଦରୀ ୟାମୀ ଗୌତମ୍‌ଙ୍କ ସାନ ଭଉଣୀ ସୁରିଲି ଜସରାଜ ସିଂ ବହୁତ […]

surili

surili

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 01:01 PM IST

Sports

Latest News

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସମ୍ପର୍କୀୟଙ୍କୁ ପରଦାକୁ ଆଣିବା ଏକ ପରମ୍ପରା ପାଲଟିଗଲାଣି। କେତେବେଳେ କେଉଁ ଷ୍ଟାରଙ୍କର ଭାଇ ଆସିଲାଣି ତ କେତେବେଳେ ଭଉଣୀ, ପୁଣି କେତେ ବେଳେ ପୁଅ କିମ୍ବା ଝିଅ। କେବଳ ଏତିକି ନୁହେଁ, ଷ୍ଟାରମାନେ ତାଙ୍କ ଝିଆରୀ, ପୁତୁରା ଓ ଅନ୍ୟ ସମ୍ପର୍କୀୟଙ୍କୁ ଏହି ଲାଇନକୁ ଆଣିଛନ୍ତି। ଏବେ ଆଉ ଏକ ନୂଆ ଚେହେରା ସାମ୍ନାକୁ ଆସିବାକୁ ଯାଉଛନ୍ତି।

ବଲିଉଡ ସୁନ୍ଦରୀ ୟାମୀ ଗୌତମ୍‌ଙ୍କ ସାନ ଭଉଣୀ ସୁରିଲି ଜସରାଜ ସିଂ ବହୁତ ଶୀଘ୍ର ବଲିଉଡ୍ ଦୁନିଆକୁ ଆସିବାକୁ ଯାଉଛନ୍ତି। ସେ ପୂର୍ବରୁ ପଞ୍ଜାବୀ ଫିଲ୍ମରେ ହିରୋଇନ୍ ଭାବେ କାମ କରିସାରିଛନ୍ତି। ସେ ଯଶପାଲ ଭଟ୍ଟିଙ୍କ ପଞ୍ଜାବୀ ଫିଲ୍ମ ‘ପାୱାର କଟ୍‌’ରେ ୨୦୧୨ରେ ଡେବ୍ୟୁ କରିଥିଲେ।

ସୁରିଲି ଏବେ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିବେ। ଏଥିରେ ରଣଦୀପ ହୁଡା ମଧ୍ୟ ନଜର ଆସିବେ। ଫିଲ୍ମଟି ଏକ ଯୁଦ୍ଧ କାହାଣୀ ଉପରେ ଆଧାରିତ। ଖବର ମିଳୁଛି ଯେ ସୁରିଲି ଆସନ୍ତା ମାସରୁ ଫିଲ୍ମର ସୁଟିଂ ଆରମ୍ଭ କରିବେ।

ଏହି ଫିଲ୍ମରେ ସୁରିଲି ରଣଦୀପ ହୁଡାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।

ସୁରିଲି ୬ ବର୍ଷ ପୂର୍ବରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ‘ପାୱାର କଟ୍‌’ ସମୟରେ ତାଙ୍କ ଶ୍ୱଶୁର ତଥା ଫିଲ୍ମର ନିର୍ଦ୍ଦେଶକ ଯଶପାଲ ଭଟ୍ଟିଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସୁରିଲି ହେଉଛନ୍ତି ଯଶପାଲ ଭଟ୍ଟିଙ୍କ ପୁଅ ଯଶରାଜ ସିଂହଙ୍କର ସ୍ତ୍ରୀ। ସେ ୨୦୦୮ ମସିହାରେ ‘ମିତ ମିଲାଦେ ରବା’ ନାମକ ସିରିୟଲରେ କାମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story