ଏହି ୫ ଝିଅ ପାଲଟିଯାଇଥିଲେ ରାତାରାତି ଷ୍ଟାର

ନୂଆଦିଲ୍ଲୀ: ସଫଳତା ପାଇବାକୁ  କଠିନ ପରିଶ୍ରମ ଲୋଡ଼ା । ସେ ସିନେମା ହେଉକି ସାହିତ୍ୟ, ବିଜ୍ଞାନ ହେଉ ଅବା ଗଣିତ ପରିଶ୍ରମର କିଛି ବିକଳ୍ପ ନାହିଁ। ହେଲେ ଯୁଗ ବଦଳିଛି। ଚର୍ଚ୍ଚାର ରହିବାକୁ ହେଲେ ଆଜିକାଲି ଲୋକଙ୍କୁ ବେଶୀ ପରିଶ୍ରମ କରିବାକୁ ପଡ଼ୁ ନାହିଁ। ଡିଜିଟାଲ ଯୁଗରେ କିଛି ଗୋଟେ କରିଦେଖାଇଦେଲେ ସେ ରାତାରାତି ଷ୍ଟାର ପାଲଟି ଯାଉଛି । ପ୍ରତିଭା କମ୍‌ ଥାଉ କି ବେଶୀ ସ୍ୱିକୃତୀ ମିଳୁ  କି ନମିଳୁ ଜଣକୁ ଲୋକଲୋଚନକୁ ଆଣିବାରେ […]

new image

new image

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 05:31 PM IST

Sports

Latest News

ନୂଆଦିଲ୍ଲୀ: ସଫଳତା ପାଇବାକୁ  କଠିନ ପରିଶ୍ରମ ଲୋଡ଼ା । ସେ ସିନେମା ହେଉକି ସାହିତ୍ୟ, ବିଜ୍ଞାନ ହେଉ ଅବା ଗଣିତ ପରିଶ୍ରମର କିଛି ବିକଳ୍ପ ନାହିଁ। ହେଲେ ଯୁଗ ବଦଳିଛି। ଚର୍ଚ୍ଚାର ରହିବାକୁ ହେଲେ ଆଜିକାଲି ଲୋକଙ୍କୁ ବେଶୀ ପରିଶ୍ରମ କରିବାକୁ ପଡ଼ୁ ନାହିଁ। ଡିଜିଟାଲ ଯୁଗରେ କିଛି ଗୋଟେ କରିଦେଖାଇଦେଲେ ସେ ରାତାରାତି ଷ୍ଟାର ପାଲଟି ଯାଉଛି । ପ୍ରତିଭା କମ୍‌ ଥାଉ କି ବେଶୀ ସ୍ୱିକୃତୀ ମିଳୁ  କି ନମିଳୁ ଜଣକୁ ଲୋକଲୋଚନକୁ ଆଣିବାରେ ସୋସିଆଲ ମିଡିଆ ହିଁ ମୁଖ୍ୟ ମାଧ୍ୟମ ପାଲଟିଛି। ଏହି ଯେମିତି ପ୍ରିୟା ପ୍ରକାଶଠୁ ଆରମ୍ଭ କରି ଢିଞ୍ଚାକ୍‌ ପୂଜା ପର୍ଯ୍ୟନ୍ତ ମାତ୍ର କେଇଟା ଦିନ ଭିତରେ କେମିତି ଇଣ୍ଟରନେଟରେ ଛାଇ ହୋଇଗଲେ। ମାତ୍ର ବର୍ଷେ କି ୨ ବର୍ଷ ହେବ ଏହି ଝିଅମାନେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛନ୍ତି। ଏବେ ସେମାନଙ୍କର ଲକ୍ଷ ଲକ୍ଷ ଫ୍ୟାନ।  ଏମାନଙ୍କର ଗୋଟିଏ ଗୋଟିଏ ଫଟୋ ଓ ଭିଡିଓ ଏମାନଙ୍କୁ ରାତାରାତି  ଇଣ୍ଟରନେଟ୍ ସେନ୍ସେସନ୍‌ ବନାଇଦେଇଛି।  ଏହି ଯୁବତୀମାନଙ୍କର ଏବେ ନାହିଁ ନଥିବା କ୍ରେଜ୍‌।  ତେବେ କ୍ଷଣକେରେ ଷ୍ଟାର ପାଲଯିଯାଇଥିବା ଏହି ଯୁବତୀମାମନଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ତଥ୍ୟ।

୧. ପ୍ରିୟା ପ୍ରକାଶ ୱାରିୟର- ୨୦୧୮ ମସିହାର ସବୁଠୁ ବଡ଼ ଟ୍ରେଣ୍ଡ ପାଲଟିଛନ୍ତି ପ୍ରିୟା ପ୍ରକାଶ। ଆଖି ମାରି ଓ ଆଙ୍ଗୁଳିରେ ବନ୍ଧୁକ ଚଲାଇ ସେ ଯୁବପିଢ଼ୀଙ୍କ ହୃଦୟ ଜିତିନେଇଛନ୍ତି। ତାଙ୍କର ଭିଡିଓ ରାତାରାତି ଭାଇରାଲ ହୋଇଯାଇଥିଲା। ଆଉ ଆଜି ପର୍ଯ୍ୟନ୍ତ ତାଙ୍କର ଏହି ଭିଡିଓଟି ବେଶ୍ ଭାଇରାଲ ହେଉଛି ମଧ୍ୟ।  ତାଙ୍କର ପ୍ରତ୍ୟେକ ପୋଷ୍ଟକୁ ଅନେକ ଲାଇକ ଓ କମେଣ୍ଟ କରୁଛନ୍ତି

୨. ଢିଞ୍ଚାକ୍ ପୂଜା- ସୋସିଆଲ ମିଡିଆରେ ଆଉ ଜଣେ ଚର୍ଚ୍ଚିତ ଯୁବତୀ ହେଉଛନ୍ତି ଢ଼ିଞ୍ଚାକ୍‌ ପୂଜା। ପୂଜାଙ୍କ ଗୀତ ଶୁଣି ଏମିତି କେହି ନଥିବେ ଯାହାଙ୍କ ମୁହଁରେ ହସ ଫୁଟି ନ ଥିବସେ ତାଙ୍କର ବେସୁରା କଣ୍ଠ ପାଇଁ ଇଣ୍ଟରନେଟ୍‌ ଷ୍ଟାର ପାଲଟିଥିଲେ। କେବଳ ଏତିକି ନୁହେଁ ତାଙ୍କର ଲୋକପ୍ରିୟତାକୁ ଦେଖି ତାଙ୍କୁ ବିଗ୍‌ବସ୍‌ରୁ  ଅଫର  ମଧ୍ୟ ମିଳିଥିଲା। ସେଠାରେ ତାଙ୍କୁ ସଲମାନ ଖାନ୍ ଅକ୍ଷୟ କୁମାରଙ୍କ ସମେତ ଅନେକ ନାମିଦାବି କଳାକାରଙ୍କ ସହ ଭେଟି ମଉକା ମିଳିଥିଲା।

୩. ମାନୁଷି ଚିଲ୍ଲର- ପ୍ରଥମେ ମିସ୍‌ ଇଣ୍ଡିଆ ପରେ ମିସ୍ ୱାର୍ଲଡ୍ ହେବା ପରେ ମାନୁଷି ସୋସିଆଲ ମିଡିଆରେ ଭାଇରାଲ ହୋଇଗଲେ। ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍‌ ୱାର୍ଲଡ ହେବାର ୧୭ ବର୍ଶ ପରେ ମାନୁଷୀ ଏହି ମୁକୁଟକୁ ଭାରତକୁ ପୁଣି ଫେରାଇଆଣିଥିଲେ। ଏହା ପରେ ତାଙ୍କ ବିଷୟରେ ସମସ୍ତେ ଅଧିକରୁ ଅଧିକ ଜାଣିବା ପାଇଁ ସୋସିଆଲ ମିଡିଆରେ ଫଲୋ କରିବାକୁ ଲାଗିଲେ।

୪. ସାକ୍ଷୀ ମଲ୍ଲିକ- ରେସଲର ସାକ୍ଷୀ ମଲ୍ଲିକ ନୁହେଁ। ଇଏ ହେଉଛନ୍ତି ଫିଲ୍ମ ସୋନୁ କି ଟିଟୁ କି ସ୍ୱିଟିର ଗୀତ ବମ୍ ଡିଗି ଡିଗି ବମ୍ ବମ୍ ଗାର୍ଲ ସାକ୍ଷି ମଲ୍ଲିକ୍। ଏହି ଗୀତରେ ଅତିଥି କଳାକାର ଭାବେ ଯୋଗ ଦେଲାପରେ, ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଲାମାତ୍ର କିଛି ଦିନ ଭିତରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ୧ ନିୟୁତରୁ ଅଧିକ ହୋଇଗଲା।

୫. ସ୍ମୃତି ମନ୍ଧାନା- ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଖେଳାଳି ସ୍ମୃତି ସମନ୍ଧା ରେକର୍ଡ ସୃଷ୍ଟି କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲେ। ୨୦୧୮ ମସିହା ମାର୍ଚ୍ଚର ମହିଳା ୨୦-୨୦ ଇଣ୍ଟରନ୍ୟାସନଲ(WT20I)ରେ ସବୁଠୁ ଦ୍ରୁତତମ ହାଫ୍-ସେଞ୍ଚୁରି ମାରିଥିବା ପ୍ରଥମ ମହିଳା ଭାବେ ରେକର୍ଡ କରିଥିଲେ। ସେ ୩୦ଟି ବଲ୍‌ରେ ଅଷ୍ଟ୍ରେଲିଆ ବିରୋଧରେ ୫୦ ରନ୍‌ କରିଥିଲେ। ଏଥିପାଇଁ ସେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯାଇଥିଲେ ଓ ଲୋକମାନଙ୍କ ମଧ୍ୟରେ ମହିଳା କ୍ରିକେଟ୍‌ ପ୍ରତି ଉତ୍ସୁକତା ବଢ଼ିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story