ଆଜି ସୋନମଙ୍କ ବାହାଘର, ଜାଣନ୍ତୁ ସାତଜନମର ସାଥୀ କିଏ

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ  ହେବେ ବଲିଉଡ ମସକଲି ଗର୍ଲ ସୋନମ୍ କପୁର।  ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୂରା କପୁର୍ ଫ୍ୟାମିଲି ଚଳଚଞ୍ଚଳ ହୋଇ ଉଠିଛି।  ସୋନମଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି । ସୋନମଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି । […]

sonam-anand-759

sonam-anand-759

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 03:05 PM IST

Sports

Latest News

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ  ହେବେ ବଲିଉଡ ମସକଲି ଗର୍ଲ ସୋନମ୍ କପୁର।  ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୂରା କପୁର୍ ଫ୍ୟାମିଲି ଚଳଚଞ୍ଚଳ ହୋଇ ଉଠିଛି।  ସୋନମଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି । ସୋନମଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି ।

ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ ରୀତି ନୀତିରେ ଉଭୟ ବିବାହ କରିବେ ଉଭୟେ। କପୁରଙ୍କ ବାଦ୍ରା ସ୍ଥିତ ରକ୍ଡାଲେ ଆପାଟମେଣ୍ଟରେ ଏହି ବିବାହ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ସମ୍ପର୍ଣ୍ଣ ହେବ।  ସଂଧ୍ୟାରେ ଏକ ପଞ୍ଚ ତାରକା ହୋଟେଲରେ  ଗ୍ରାଣ୍ଟ ପାର୍ଟିର ଆୟୋଜନ ହୋଇଛି।  ଯେଉଁଠି ବଲିଉଡ୍ ସମେତ ରାଜନୈତିକ ଜଗତର ବହୁ ନାମି ଦାମି ଚେହେରା ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos