ସୋନମଙ୍କୁ ଜ୍ୟାକେଟ୍‌ ଗିଫ୍ଟ କଲେ ଆନନ୍ଦ

sonam

ମୁମ୍ବାଇ: ଅନୀଲ କପୁରଙ୍କ ନୟନା ସୋନମ ଏବେ ପ୍ରେମ ରାଇଜରେ ବୁଲୁଛନ୍ତି। ଆଉ ତାଙ୍କ ସାଥୀ ସାଜିଛନ୍ତି ଶିଳ୍ପପତି ଆନନ୍ଦ ଆହୁଜା। ଏହାକୁ ସୋନମ କେବେ ସ୍ୱୀକାର କରି ନ ଥିଲେ ମଧ୍ୟ ଏହା ଯେ କିଛି ମାତ୍ରାରେ ସତ ତାହା ତାଙ୍କ କଥାରୁ ଜଣାପଡୁଛି। ନିକଟ ଅତୀତରେ ଆନନ୍ଦ ସୋନମ୍‌ଙ୍କୁ ଏକ ଜ୍ୟାକେଟ୍‌ ଉପହାରରେ ଦେଇଛନ୍ତି। ଏ କଥା ନିଜେ ସୋନମ୍‌ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି କହିଛନ୍ତି।

Previous ArticleNext Article

Send this to a friend