ସୁଯୋଗ ମିଳିଲେ ଅନୁଭବ ମହାନ୍ତି ଓ ଅମିର ଖାଁଙ୍କ ସହ ଅଭିନୟ କରିବି

<p>ଭୁବନେଶ୍ୱର: ବିଶ୍ୱ ଫ୍ୟାସନ୍ ଦୁନିଆରେ ପ୍ରବେଶ କରିଛନ୍ତି ଆଉଜଣେ ଓଡ଼ିଆ ଝିଅ । ସେ ହେଲେ ସୋନିକା ରୟ । ଏହି ସୁନ୍ଦରୀ ପ୍ରତିଭା ଏବେ ଚର୍ଚ୍ଚାରେ । କାରଣ &lsquo;ମିସ୍ ଏସିଆ ପେସିଫିକ୍&zwnj;&rsquo; ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି । କେଉଁ କେଉଁ କ୍ଷେତ୍ରକୁ ସେ ଗୁରୁତ୍ୱ ଦେଉଛନ୍ତି। ପ୍ରତିଯୋଗିତାରେ ସଫଳତା ପାଇଲେ ସେ କାହାକୁ ଏହା ଶ୍ରେୟ ଦେବେ। ସେଠୁ ଫେରିବା ପରେ ସେ ଅଭିନୟ ଦୁନିଆକୁ ଆସିବେ କି? ଓଡ଼ିଆ ଫିଲ୍ମରେ ତାଙ୍କର ଆଗ୍ରହ ଅଛି କି? ଏମିତି ଅନେକ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି ଓଡ଼ିଶା ରିପୋର୍ଟରକୁ , ତାଙ୍କ ସହ ଏକ୍ସକ୍ଲୁସିଭ୍ ସାକ୍ଷାତକାର କରିଛନ୍ତି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା ସ୍ୱାଇଁ ।</p> <p>&amp;nbsp;</p>

Ordigital Desk
  • Published: Thursday, 20 July 2017
  • Updated: 20 July 2017, 05:12 PM IST

Sports

Latest News

<p>ଭୁବନେଶ୍ୱର: ବିଶ୍ୱ ଫ୍ୟାସନ୍ ଦୁନିଆରେ ପ୍ରବେଶ କରିଛନ୍ତି ଆଉଜଣେ ଓଡ଼ିଆ ଝିଅ । ସେ ହେଲେ ସୋନିକା ରୟ । ଏହି ସୁନ୍ଦରୀ ପ୍ରତିଭା ଏବେ ଚର୍ଚ୍ଚାରେ । କାରଣ &lsquo;ମିସ୍ ଏସିଆ ପେସିଫିକ୍&zwnj;&rsquo; ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ପାଇଁ ସେ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି । କେଉଁ କେଉଁ କ୍ଷେତ୍ରକୁ ସେ ଗୁରୁତ୍ୱ ଦେଉଛନ୍ତି। ପ୍ରତିଯୋଗିତାରେ ସଫଳତା ପାଇଲେ ସେ କାହାକୁ ଏହା ଶ୍ରେୟ ଦେବେ। ସେଠୁ ଫେରିବା ପରେ ସେ ଅଭିନୟ ଦୁନିଆକୁ ଆସିବେ କି? ଓଡ଼ିଆ ଫିଲ୍ମରେ ତାଙ୍କର ଆଗ୍ରହ ଅଛି କି? ଏମିତି ଅନେକ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି ଓଡ଼ିଶା ରିପୋର୍ଟରକୁ , ତାଙ୍କ ସହ ଏକ୍ସକ୍ଲୁସିଭ୍ ସାକ୍ଷାତକାର କରିଛନ୍ତି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱବନ୍ଦିତା ସ୍ୱାଇଁ ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos