‘ହାଫ୍‌ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ଶ୍ରଦ୍ଧା ଆହତ

ମୁମ୍ବାଇ: ‘ହାଫ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ‘ବାଗି’ ଷ୍ଟାର ଶ୍ରଦ୍ଧା କାପୁର ଆହତ ହୋଇଛନ୍ତି। ଜଣେ ବାସ୍କେଟ ବଲ୍‌ ଖେଳାଳୀ ଭୂମିକାରେ ନଜର ଆସିବାକୁଥିବା ଶ୍ରଦ୍ଧା ଅଭ୍ୟାସ କରୁଥିବା ବେଳେ ତାଙ୍କ ପାଦ ଗଣ୍ଠିରେ ଆହତ ଲାଗିଛି। ସେ ତୁରନ୍ତ ହସ୍ପିଟାଲରେ ଭତ୍ତି ହୋଇଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ସୂଚନା ଦେଇ କହିଛନ୍ତି,“ପାଦ ଗଣ୍ଠିରେ ଆହତ ଲାଗିଛି। ବାସ୍କେଟବଲ୍‌ କୋର୍ଟରେ ଦୌଡିବା ବଳେ ମୁଁ ବହୁତ କଷ୍ଟ ଅନୁଭୋଗ କରୁଥିଲି।” Stressed ligament 😐 […]

half-girlfriend

half-girlfriend

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 07:27 PM IST

Sports

Latest News

ମୁମ୍ବାଇ: ‘ହାଫ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ‘ବାଗି’ ଷ୍ଟାର ଶ୍ରଦ୍ଧା କାପୁର ଆହତ ହୋଇଛନ୍ତି। ଜଣେ ବାସ୍କେଟ ବଲ୍‌ ଖେଳାଳୀ ଭୂମିକାରେ ନଜର ଆସିବାକୁଥିବା ଶ୍ରଦ୍ଧା ଅଭ୍ୟାସ କରୁଥିବା ବେଳେ ତାଙ୍କ ପାଦ ଗଣ୍ଠିରେ ଆହତ ଲାଗିଛି। ସେ ତୁରନ୍ତ ହସ୍ପିଟାଲରେ ଭତ୍ତି ହୋଇଛନ୍ତି।

ଏନେଇ ସେ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ସୂଚନା ଦେଇ କହିଛନ୍ତି,“ପାଦ ଗଣ୍ଠିରେ ଆହତ ଲାଗିଛି। ବାସ୍କେଟବଲ୍‌ କୋର୍ଟରେ ଦୌଡିବା ବଳେ ମୁଁ ବହୁତ କଷ୍ଟ ଅନୁଭୋଗ କରୁଥିଲି।”

https://twitter.com/ShraddhaKapoor/status/746361740661653504

ଉପନ୍ୟାସିକ ଚେତନ୍‌ ଭଗତଙ୍କ ‘ହାଲ୍ଫ ଗାଲଫ୍ରେଣ୍ଡ’ ଉପନ୍ୟାସରୁ ଏହି ଫିଲ୍ମଟି ନିର୍ମାଣାଧୀନ ରହିଛି। ଏଥଇରେ ଶ୍ରଦ୍ଧାଙ୍କ ବିପକ୍ଷରେ ରହିଛନ୍ତି ୟାଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଅର୍ଜୁନ କପୁର। ଏହି ଫିଲ୍ମକୁ ଆଶିକ୍‌-୨ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ତତ୍ତ୍ୱବାଧାନରେ ସୁଟିଂ ଜାରି ରହିଛି।

ଏହା ଆସନ୍ତାବର୍ଷ ଏପ୍ରିଲ ୨୮ରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story