ସ୍ୱାମୀଙ୍କ ସହ ତିନି ମାସ କଥା ହୋଇ ନଥିଲେ ଶ୍ରୀଦେବୀ

ମୁମ୍ବାଇ: ବଲିଉଡ ସୁନ୍ଦରୀ ଶ୍ରୀଦେବୀଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୫୪ ବର୍ଷ ବୟସରେ ଦୁବାଇରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ସେ ସ୍ୱାମୀ ବୋନି କପୁର ଓ ସାନ ଝିଅ ଖୁସୀଙ୍କ ସହ ଦୁବାଇ ଯାଇଥିଲେ। ଶ୍ରୀଦେବୀଙ୍କ ଅକାଳ ବିୟୋଗ ଖବର ସାରା ବଲିଉଡ୍‌କୁ ସ୍ତବ୍ଧ କରି ଦେଇଛି। ଗତବର୍ଷ ତାଙ୍କର ଫିଲ୍ମ ‘ମମ୍’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସେ ‘ମାଆ’ ଭୂମିକାରେ ଅଭିନୟ କରିଥିଲେ। ଏହି […]

sridevi

sridevi

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 10:00 AM IST

Sports

Latest News

ମୁମ୍ବାଇ: ବଲିଉଡ ସୁନ୍ଦରୀ ଶ୍ରୀଦେବୀଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୫୪ ବର୍ଷ ବୟସରେ ଦୁବାଇରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ସେ ସ୍ୱାମୀ ବୋନି କପୁର ଓ ସାନ ଝିଅ ଖୁସୀଙ୍କ ସହ ଦୁବାଇ ଯାଇଥିଲେ। ଶ୍ରୀଦେବୀଙ୍କ ଅକାଳ ବିୟୋଗ ଖବର ସାରା ବଲିଉଡ୍‌କୁ ସ୍ତବ୍ଧ କରି ଦେଇଛି।

ଗତବର୍ଷ ତାଙ୍କର ଫିଲ୍ମ ‘ମମ୍’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସେ ‘ମାଆ’ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ନେଇ ଶ୍ରୀଦେବୀ ଅନେକ ପରିଶ୍ରମ କରିଥିଲେ। ଏପରିକି ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଭୁଲି ଯାଇଥିଲେ। ‘ମମ୍’ର ଟ୍ରେଲର ଲଞ୍ଚ ହେବା ସମୟରେ ଶ୍ରୀଦେବୀ ଗଣମାଧ୍ୟମକୁ ଏ ବିଷୟରେ କହିଥିଲେ। ସେ କହିଥିଲେ ଯେ ଫିଲ୍ମର ସୁଟିଂରେ ସେ ଏତେ ହଜିଯାଇଥିଲେ ସ୍ୱାମୀଙ୍କ ସହ ୩ ମାସ ଯାଏଁ କଥା ହୋଇ ନଥିଲେ। “ସକାଳେ ଗୁଡ୍ ମର୍ନିଂ ବସ୍ ଓ ରାତିରେ ଗୁଡନାଇଟ୍”- ବାସ୍ ଏତିକି କଥା ହେଉଥିଲେ ସେ ବୋନିଙ୍କ ସହ।

‘ମମ୍’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରବି ଉଦୟାବର। ଶ୍ରୀଦେବୀ ଫିଲ୍ମ ସୁଟିଂ ବେଳେ ସମ୍ପୂର୍ଣ୍ଣ ଭାବେ ତାଙ୍କ ନିର୍ଦ୍ଦେଶକ ଅନୁସାରେ ଅଭିନୟ କରୁଥିଲେ। ବୋନି କପୁର ଫିଲ୍ମର ପ୍ରଡ୍ୟୁସର ଥିଲେ, କିନ୍ତୁ ସେ କୌଣସି ପ୍ରକାରର ହସ୍ତକ୍ଷେପ କରୁ ନ ଥିଲେ।

ନିଜର ପରିଶ୍ରମ, ନିଷ୍ଠା ଓ ସୁନ୍ଦର ଅଭିନୟ ବଳରେ ସେ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story