‘ସୁଲତାନ’ ରେକର୍ଡ ଭାଙ୍ଗି ପାରିଲାନି ‘ଦଙ୍ଗଲ’

ମୁମ୍ବାଇ: ଏବେ ଦର୍ଶକଙ୍କ ମୁହଁରେ ‘ଦଙ୍ଗଲ’ର ପ୍ରଶଂସା। ପ୍ରଥମ ସପ୍ତାହରେ ଏହି ଫିଲ୍ମ ୧୯୭ କୋଟି ଟଙ୍କା ରୋଜଗାର କରିସାରିଛି। ଯାହା ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଭଳ ରୋଜଗାର ସତ୍ତ୍ୱେ ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ତାଲିକାରେ ଥିବା ସଲମାନ ଖାନଙ୍କ ‘ସୁଲତାନ’କୁ ଅମୀର ଖାନ ଷ୍ଟାରର ଏହି ଫିଲ୍ମ କାଟି ପାରିନାହିଁ। ନିଜ ଅଭିନିତ ‘ଧୂମ-୩’କୁ ପଛରେ ପକାଇ ‘ଦଙ୍ଗଲ’ ଦ୍ୱିତୀୟ ସ୍ଥାନକୁ ଯାଇଥିଲେ […]

amir-salman

amir-salman

Rakesh Mallick
  • Published: Friday, 30 December 2016
  • Updated: 30 December 2016, 03:47 PM IST

Sports

Latest News

ମୁମ୍ବାଇ: ଏବେ ଦର୍ଶକଙ୍କ ମୁହଁରେ ‘ଦଙ୍ଗଲ’ର ପ୍ରଶଂସା। ପ୍ରଥମ ସପ୍ତାହରେ ଏହି ଫିଲ୍ମ ୧୯୭ କୋଟି ଟଙ୍କା ରୋଜଗାର କରିସାରିଛି। ଯାହା ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଭଳ ରୋଜଗାର ସତ୍ତ୍ୱେ ପ୍ରଥମ ସପ୍ତାହରେ ଅଧିକ ରୋଜଗାର କରିଥିବା ତାଲିକାରେ ଥିବା ସଲମାନ ଖାନଙ୍କ ‘ସୁଲତାନ’କୁ ଅମୀର ଖାନ ଷ୍ଟାରର ଏହି ଫିଲ୍ମ କାଟି ପାରିନାହିଁ।

ନିଜ ଅଭିନିତ ‘ଧୂମ-୩’କୁ ପଛରେ ପକାଇ ‘ଦଙ୍ଗଲ’ ଦ୍ୱିତୀୟ ସ୍ଥାନକୁ ଯାଇଥିଲେ ମଧ୍ୟ ‘ସୁଲତାନ’କୁ ଟକ୍କର ଦେଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos