କମେଡି ଜଗତେ ଦୁହେଁ କିଙ୍ଗ୍: କିନ୍ତୁ କପିଲଙ୍କ ଠାରୁ ଦୁଇଗୁଣା ସଂପତ୍ତିର ମାଲିକ ସୁନୀଲ

ଭାରତୀୟ ଟିଭି ଓ ସିନେମାର ଦୁଇ ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଓ ସୁନୀଲ ଗ୍ରୋଭର  ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଉଭୟ ଟିଭିରେ ଭଲ ନାଁ କରିଛନ୍ତି। ଉଭୟଙ୍କ ଭିତରେ ଥିବା ବନ୍ଧୁତା ଓ ଶତ୍ରୁତାକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ଲୋକପ୍ରିୟତାରେ କପିଲ ଶର୍ମା ଟିକେ ଆଗରେ ଥିଲେ ବି ସୁନୀଲ ଗ୍ରୋଭର ଅଧିକ ସଂପତ୍ତିର ମାଲିକ। ଏହାର ଅର୍ଥ ଇଣ୍ଡଷ୍ଟ୍ରିରେ ସୁନୀଲଙ୍କ ଖାତିର ଅଧିକା। ଥରେ ନଜର ପକାନ୍ତୁ ସୁନୀଲ ଗ୍ରୋଭରଙ୍କ ସଂପତ୍ତିର […]

Kapil-Sharma-sends-urgent-reconciliatory-

Rakesh Mallick
  • Published: Friday, 04 August 2017
  • Updated: 04 August 2017, 03:21 PM IST

ଭାରତୀୟ ଟିଭି ଓ ସିନେମାର ଦୁଇ ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଓ ସୁନୀଲ ଗ୍ରୋଭର  ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଉଭୟ ଟିଭିରେ ଭଲ ନାଁ କରିଛନ୍ତି। ଉଭୟଙ୍କ ଭିତରେ ଥିବା ବନ୍ଧୁତା ଓ ଶତ୍ରୁତାକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ଲୋକପ୍ରିୟତାରେ କପିଲ ଶର୍ମା ଟିକେ ଆଗରେ ଥିଲେ ବି ସୁନୀଲ ଗ୍ରୋଭର ଅଧିକ ସଂପତ୍ତିର ମାଲିକ। ଏହାର ଅର୍ଥ ଇଣ୍ଡଷ୍ଟ୍ରିରେ ସୁନୀଲଙ୍କ ଖାତିର ଅଧିକା। ଥରେ ନଜର ପକାନ୍ତୁ ସୁନୀଲ ଗ୍ରୋଭରଙ୍କ ସଂପତ୍ତିର ତାଲିକା ଉପରେ, ଯାହା କପିଲଙ୍କ ସଂପତ୍ତିର ୨ ଗୁଣା ବୋଲି କୁହାଯାଉଛି।

ଏକ ୱେବସାଇଟ ରିପୋର୍ଟ ଅନୁସାରେ ସୁନୀଲ ଗ୍ରୋଭରଙ୍କ ସମ୍ପତ୍ତିର ମୂଲ୍ୟ୨.୩ ମିଲିୟନ ଅର୍ଥାତ ପାଖାପାଖି ୧୫ କୋଟି ଟଙ୍କା। ସୁନୀଲ ଗେ।ଟିଏ ଫିଲ୍ମରୁ ପ୍ରତିବର୍ଷ ୨୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ସେହିପରି ଟିଭିରୁ ଗେ।ଟିଏ ଏପିସୋଡ ସିରିଅଲ କରିବା ପାଇଁ ସେ ୧୦ ଲକ୍ଷ ଟଙ୍କା ନେଇଥାନ୍ତି। ତା’ଛଡା ସେ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ଏଥିରୁ ସେ ଅନେକ ଟଙ୍କା ରେ।ଜଗାର କରିଥାନ୍ତି। ବିଜ୍ଞାପନରୁ ସେ ୨୫ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ସେହିପରି ସୁନୀଲ ଗ୍ରୋଭରଙ୍କ ବ୍ୟକ୍ତିଗତ ନିବେଶ ୯.୬ କୋଟି ଟଙ୍କା ତାଙ୍କ ପାଖରେ ଥିବା   କାରର ମୂଲ୍ୟ ୧.୫ କୋଟି ଟଙ୍କା । ମୁମ୍ବାଇରେ ସେ ଯେଉଁ ଘରେ ରହୁଛନ୍ତି ସେ ଘରର ମୂଲ୍ୟ ୨.୫ କୋଟି ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story