‘ସିଷ୍ଟର ଶ୍ରୀଦେବୀ’ ଓ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ

comp-004ଭୁବନେଶ୍ୱର: ଆସନ୍ତା ରଜରେ ଧମାଲ କରିବ ତରଙ୍ଗ ସିନେ ପ୍ରଡକସନ୍ସ। ଦୁଇ ଦୁଇଟି ଫିଲ୍ମକୁ ନେଇ ଆସୁଛି ତରଙ୍ଗ। ବାବୁସାନ୍‌ ଓ ଅନୁଭବ ମହାନ୍ତିଙ୍କ ଅଭିନୀତ ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି।

ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି। ଦର୍ଶକଙ୍କୁ ଅପେକ୍ଷା କରିବାକୁ ହେବ ଏଥର ରଜକୁ।

Previous ArticleNext Article

Send this to a friend