ସବୁଠୁ ବଡ଼ ଫଟୋ ବୁକ୍‌ ତିଆରି କରି ଗିନିଜ ୱାଲର୍ଡ ରେକର୍ଡ କଲେ ଟେରେନ୍ସ

terence

ମୁମ୍ବାଇ: କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ ‘ୱାଲର୍ଡ ଲାରଜେଷ୍ଟ ଫଟୋବୁକ୍‌’ ପାଇଁ ଗିନିଜ ୱାଲର୍ଡ ରେକର୍ଡ କରିଛନ୍ତି। ବିଗ୍‌ ବଜାର ଏନ୍ଥମ ‘ଦ ଡେନିମ ଡ୍ୟାନ୍ସ’ରେ କାମ କରିବା ପରେ ଟେରେନ୍ସ ଦେଶ ସାରା ଲୋକଙ୍କୁ ସୋସିଆଲ ମିଡିଆରେ #fbb DenimDance ଟ୍ୟାଗ୍‌ରେ ନିଜର ଡେନିମ ଡ୍ୟାନ୍ସ ଫଟୋ ସେୟାର କରିବା ପାଇଁ କହିଥିଲେ। ଏହି ଟିମ୍‌ ୪୮୬ ସ୍କୋୟାର ଫିଟ୍‌ର ସବୁଠୁ ବଡ଼ ଫଟୋ ବୁକ୍‌ ତିଆରି କରିବାରେ ସଫଳ ହୋଇଛି। ୧୮ ଫୁଟ୍‌ ଲମ୍ବା ଓ ୨୭ ଫିଟ୍ ଚଉଡ଼ା ଏହି ଫଟୋ ବୁକ୍‌ରେ ୮୦୦୦ରୁ ଅଧିକ ଲୋକଙ୍କ ଡେନିମ୍‌ ଡ୍ୟାନ୍ସର ସିଗନେଚର ପୋଜରେ ଫଟୋ ରହିଛି।

Previous ArticleNext Article

Send this to a friend