ଫିଲ୍ମ ପାଇଁ ଓଜନ ବଢ଼େଇଥିଲେ ଏହି ଅଭିନେତା ଅଭିନେତ୍ରୀ

ସାଧାରଣତ ଫିଲ୍ମର ସ୍କ୍ରିପ୍ଟକୁ ଆଖି ଆଗରେ ରଖି ସବୁ କିଛି ରେଡ୍ଡି ହୋଇଥାଏ। ଫିଲ୍ମ ସୁଟିଂ ପୂର୍ବରୁ କଳାକାରମାନେ ମଧ୍ୟ ଚରିତ୍ର ଅନୁସାରେ ନିଜକୁ ଢଳିବାକୁ ଚେଷ୍ଟା କରିଥାନ୍ତି। ଚରିତ୍ର ଅନୁସାରେ କେଉଁ କଳାକାର ନିଜର ଓଜନ ବଢାଇଥାନ୍ତି ତ ଆଉ କିଏ ନିଜର ଓଜନ କମାଇଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି କଳାକାର ସମ୍ପର୍କରେ। ଅନୁଷ୍କା ସେଟ୍ଟୀ: ସାଉଥ୍‌ ଫିଲ୍ମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଫିଲ୍ମ ‘ସାଇଜ୍‌ ଜିରୋ’ ୨୦୧୫ ନଭେମ୍ବର ୨୭ରେ ରିଲିଜ ହୋଇଥିଲା। […]

anu

anu

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 02:51 PM IST

Sports

Latest News

ସାଧାରଣତ ଫିଲ୍ମର ସ୍କ୍ରିପ୍ଟକୁ ଆଖି ଆଗରେ ରଖି ସବୁ କିଛି ରେଡ୍ଡି ହୋଇଥାଏ। ଫିଲ୍ମ ସୁଟିଂ ପୂର୍ବରୁ କଳାକାରମାନେ ମଧ୍ୟ ଚରିତ୍ର ଅନୁସାରେ ନିଜକୁ ଢଳିବାକୁ ଚେଷ୍ଟା କରିଥାନ୍ତି। ଚରିତ୍ର ଅନୁସାରେ କେଉଁ କଳାକାର ନିଜର ଓଜନ ବଢାଇଥାନ୍ତି ତ ଆଉ କିଏ ନିଜର ଓଜନ କମାଇଥାନ୍ତି। ଆସନ୍ତୁ ଜାଣିବା ଏପରି କିଛି କଳାକାର ସମ୍ପର୍କରେ।

ଅନୁଷ୍କା ସେଟ୍ଟୀ: ସାଉଥ୍‌ ଫିଲ୍ମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଫିଲ୍ମ ‘ସାଇଜ୍‌ ଜିରୋ’ ୨୦୧୫ ନଭେମ୍ବର ୨୭ରେ ରିଲିଜ ହୋଇଥିଲା। ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ପ୍ରକାଶ କୋବେଲ ମୁଦୀ ଅନୁଷ୍କାଙ୍କୁ ନିଜ ଓଜନକୁ ୨୦ କେଜି ବଢେଇବାକୁ କହିଥିଲେ। ଅନୁଷ୍କା ଫିଲ୍ମ ‘ସୁପର’ରୁ ଡେବ୍ୟୁ କରିଥିଲେ। ଏହା ଛଡା ସେ ‘ସିଙ୍ଘମ’, ‘ବାହୁବଲୀ’ ଭଳି ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରଛନ୍ତି।

vidyaବିଦ୍ୟା ବାଲନ: ବିଦ୍ୟା ବାଲନଙ୍କ ‘ଦ ଡର୍ଟି ପିକ୍‌ଚର’ ୨୦୧୧ରେ ରିଲିଜ୍‌ ହୋଇଥିଲା। ସେହି ଫିଲ୍ମ ପାଇଁ ସେ ୧୨ କେଜି ଓଜନ ବଢେଇ ଥିଲେ। ୨୦୦୫ରେ ଆସିଥିବା ‘ପରିଣିତା’ରୁ ବିଦ୍ୟା ଡେବ୍ୟୁ କରିଥିଲେ। ‘ଲଗେ ରହୋ ମୁନ୍ନା ଭାଇ’, ‘ହମାରି ଅଧୁରୀ କାହାଣୀ’ ଭଳି ଅନେକ ହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି।

ranbirରଣବୀର କପୁର: ସଞ୍ଜୟ ଦତ୍ତ ବାୟୋପିକ୍‌କୁ ନେଇ ନିର୍ଦ୍ଦେଶକ ରାଜ କୁମାର ହିରାଣୀ ଫିଲ୍ମ କରୁଛନ୍ତି। ଏଥିରେ ରଣବୀର କପୁର ଲିଡ୍‌ ରୋଲରେ ଅଛନ୍ତି। ସେଥିପାଇଁ ସେ ୧୩ କେଜି ଓଜନ ବଢେଇ ଦେଇଛନ୍ତି। ରଣବୀରଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ସାୱରିଆଁ’। ସେ ‘ଏ ଜୱାନୀ ହୈ ଦିୱାନୀ’ ଓ ‘ବର୍ଫି’ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

salmanସଲମାନ ଖାନ୍‌: ୨୦୧୬ ରେ ରିଲିଜ ହୋଇଥିଲା ସଲମାନ୍‌ଙ୍କ ଫିଲ୍ମ ‘ସୁଲତାନ’। ଏଥିରେ କୁସ୍ତି ଯୋଦ୍ଧା ହେବା ପାଇଁ ଭାଇଜାନ୍‌ ୯୬ କେଜି ଓଜନ ବଢେଇ ଦେଇଥିଲେ। ସଲମାନ୍‌ ୧୯୮୮ରେ ‘ବିବି ହୋ ତୋ ଏସି’ରେ ଡେବ୍ୟୁ କରିଥିଲେ। ଏହା ଛଡା ଅନେକ ସୁପର ଡୁପରହିଟ୍‌ ଫିଲ୍ମ ଅଭିନୟ କରିଛନ୍ତି।

ଅମୀର ଖାନ୍‌: ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦଙ୍ଗଲ’ରେ ଆମୀର ନିଜ ଓଜନକୁ ୨୨ରୁ ୨୫ କେଜି ବଢେଇ ଦେଇଥିଲେ। ସେ ୧୯୮୪ରେ ଫିଚର ଫିଲ୍ମ ‘ହୋଲି’ରେ ନଜରକୁ ଆସିଥିବା ମିଷ୍ଟର ପରଫେକ୍ଟଙ୍କୁ ‘କୟାମତ ସେ କୟାମତ ତକ’ରେ ଲିଡ ରୋଲରେ ଦେଖିବାକୁ ମିଳିଥିଲା। ଏହାସହ ‘ଲଗାନ୍‌’, ‘ଗଜନୀ’, ‘ତାରେ ଜମିନ ପର’ ଭଳି ଲମ୍ବା ଲିଷ୍ଟର ସୁପରହିଟ୍‌ ଫିଲ୍ମ ତାଲିକା ତାଙ୍କ ନାଁରେ ରହିଛି।

ପ୍ରଭାସ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓରଫ ବାହୁବଲୀ ୨୦୧୭ରେ ରିଲିଜ ହୋଇଥିବା ‘ବାହୁବଲୀ-୨’ ପାଇଁ ନିଜ ଓଜନ ୧୩୦ କେଜି ବଢେଇ ଥିଲେ। ୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଈଶ୍ଵର’ରୁ ସେ ଡେବ୍ୟୁ କରିଥିଲେ। ସେ ‘ଛତ୍ରପତି’ ଓ ‘ଚକ୍ରମ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

ranaରାଣା ଦଗୁବତୀ: ୨୦୧୭ରେ ପରଦାକୁ ଆସିଥିବା ‘ବାହୁବଲୀ-୨’ ପାଇଁ ରାଣା ୧୦୮ ରୁ ୧୧୦ କେଜି ଓଜନ ବଢେଇ ଥିଲେ। ସେ ୨୦୧୦ରେ ‘ଲିଡର’ ଜରିଆରେ ରୂପେଲି ପରଦାରେ ପାଦ ଥାପିଥିଲେ। ବଲିଉଡରେ ‘ଦମ୍‌ ମାରୋ ଦମ’ ଓ ‘ବେବୀ’ରେ ମଧ୍ୟ ସେ କାମ କରିଛନ୍ତି।

ରାଣୀ ମୁଖାର୍ଜୀ: ରାଣୀ ୨୦୧୪ରେ ଆସିଥିବା ‘ମର୍ଦାନୀ’ ପାଇଁ ୧୨ କେଜି ଓଜନ ବଢେଇ ଥିଲେ। ୧୯୯୭ରେ ‘ରାଜା କି ଆଏଗୀ ବାରାତ’ରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ‘କୁଛ୍ କୁଛ୍ ହୋତା ହୈ’, ‘ବିର ଜରା’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story