‘ଦବଙ୍ଗ-୩’ରେ ଏଣ୍ଟ୍ରି କରିବେ ଏହି ଷ୍ଟାର କିଡ୍

ମୁମ୍ବାଇ: ଯେବେଠୁ ‘ଦବଙ୍ଗ ୩’ ଆସିବା କଥା ଘୋଷଣା ହେଲାଣି, ସେବେଠୁ ଫିଲ୍ମର ଷ୍ଟାର କାଷ୍ଟ ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ସଲମାନ୍ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କ ନାଁ ତ ପୂର୍ବରୁ ଫାଇନାଲ୍‌ ହୋଇସାରିଛି। ହେଲେ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ଜରିଆରେ ଆଉ ଜଣେ ଷ୍ଟାର କିଡ୍‌ ବଲିଉଡରେ ଏଣ୍ଟ୍ରି କରୁଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମ ମାଧ୍ୟମରେ ମହେଶ ମାଞ୍ଜରେକରଙ୍କ ଝିଅ ଅଶ୍ୱାମୀ ମାଞ୍ଜରେକର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ମହେଶ […]

dabang3copy

dabang3copy

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 10:46 AM IST

ମୁମ୍ବାଇ: ଯେବେଠୁ ‘ଦବଙ୍ଗ ୩’ ଆସିବା କଥା ଘୋଷଣା ହେଲାଣି, ସେବେଠୁ ଫିଲ୍ମର ଷ୍ଟାର କାଷ୍ଟ ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ସଲମାନ୍ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କ ନାଁ ତ ପୂର୍ବରୁ ଫାଇନାଲ୍‌ ହୋଇସାରିଛି। ହେଲେ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ଜରିଆରେ ଆଉ ଜଣେ ଷ୍ଟାର କିଡ୍‌ ବଲିଉଡରେ ଏଣ୍ଟ୍ରି କରୁଛନ୍ତି।

ସୂଚନା ଅନୁଯାୟୀ, ଏହି ଫିଲ୍ମ ମାଧ୍ୟମରେ ମହେଶ ମାଞ୍ଜରେକରଙ୍କ ଝିଅ ଅଶ୍ୱାମୀ ମାଞ୍ଜରେକର ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ମହେଶ ଓ ସଲମାନ୍‌ଙ୍କ ବନ୍ଧୁତା ବେଶ୍ ଭଲ ଓ ସଲମାନ୍ ନିଜ ଫିଲ୍ମରେ ସବୁବେଳେ ନୂଆ ଟ୍ୟାଲେଣ୍ଟକୁ ମଉକା ଦିଅନ୍ତି।

ପୂର୍ବରୁ ଖବର ମିଳିଥିଲେ ଯେ ଟେଲିଭିଜନ ଅଭିନେତ୍ରୀ ମୌନି ରାୟ ଏହି ଫିଲ୍ମରେ ଅତିଥି କଳାକାର ଭାବେ ନଜର ଆସିବେ। ହେଲେ ମୌନି ଏକ ଫ୍ୟାସନ୍‌ ଶୋ’ ରେ ଏହାକୁ ଖଣ୍ଡନ କରିଛନ୍ତି।

ଫିଲ୍ମର ସୁଟିଂ ଆସନ୍ତା ମେ’ ମାସରୁ ଆରମ୍ଭ ହେବାର ଯୋଜନା ରହିଛି। ଏହାର ନିର୍ଦ୍ଦେଶନା ପ୍ରଭୁଦେବା ଦେବେ। ଫିଲ୍ମଟିର କାହାଣୀ ଚୁଲ୍‌ବୁଲ୍‌ ପାଣ୍ଡେର ଟିନ୍‌ଏଜ୍ ରୋମାନ୍ସ ଉପରେ ଆଧାରିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story