ଏହି ୧୦ଜଣ ଅଭିନେତ୍ରୀଙ୍କୁ ଇଣ୍ଟରନେଟ୍‌ରେ ସବୁଠୁ ଅଧିକା ସର୍ଚ୍ଚ କରିଛନ୍ତି ଫ୍ୟାନ୍‌

ବଲିଉଡ୍‌ରେ ହଟ୍‌ ଓ ସୁନ୍ଦରୀ ଅଭିନେତ୍ରୀଙ୍କ ଅଭାବ ନାହିଁ। ନିଜର ଜବରଦସ୍ତ ଅନ୍ଦାଜରେ ଏମାନେ ଫ୍ୟାନ୍‌ଙ୍କ ହୃଦୟରେ ରାଜ କରିଥାନ୍ତି। ଫିଲ୍ମ ବ୍ୟତୀତ ଇଣ୍ଟରନେଟ୍‌ରେ ପସନ୍ଦର ଅଭିନେତ୍ରୀଙ୍କୁ ସର୍ଚ୍ଚ କରିଥାନ୍ତି। ଆସନ୍ତୁ ଜାଣିବା ଇଣ୍ଟରନେଟ୍‌ରେ ୨୦୧୭ରେ କେଉଁ ଅଭିନେତ୍ରୀଙ୍କୁ ଅଧିକ ସର୍ଚ୍ଚ କରାଯାଇଛି। ସନ୍ନି ଲିଓନି: ବଲିଉଡରେ ବ୍ରେକ୍‌ ପାଇବା ପରେ ସନ୍ନି ଲିଓନି ରାତାରାତି ଷ୍ଟାର ବନି ଯାଇଛନ୍ତି। ୨୦୧୭ରେ ସନ୍ନିଙ୍କୁ ସବୁଠୁ ଅଧିକା ସର୍ଚ୍ଚ କରାଯାଇଛି। ସର୍ଚ୍ଚ ଇଞ୍ଜିନ୍‌ ‘ୟାହୁ’ରେ ଏହି ବର୍ଷ ସବୁଠୁ […]

actress

actress

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 01:37 PM IST

Sports

Latest News

ବଲିଉଡ୍‌ରେ ହଟ୍‌ ଓ ସୁନ୍ଦରୀ ଅଭିନେତ୍ରୀଙ୍କ ଅଭାବ ନାହିଁ। ନିଜର ଜବରଦସ୍ତ ଅନ୍ଦାଜରେ ଏମାନେ ଫ୍ୟାନ୍‌ଙ୍କ ହୃଦୟରେ ରାଜ କରିଥାନ୍ତି। ଫିଲ୍ମ ବ୍ୟତୀତ ଇଣ୍ଟରନେଟ୍‌ରେ ପସନ୍ଦର ଅଭିନେତ୍ରୀଙ୍କୁ ସର୍ଚ୍ଚ କରିଥାନ୍ତି। ଆସନ୍ତୁ ଜାଣିବା ଇଣ୍ଟରନେଟ୍‌ରେ ୨୦୧୭ରେ କେଉଁ ଅଭିନେତ୍ରୀଙ୍କୁ ଅଧିକ ସର୍ଚ୍ଚ କରାଯାଇଛି।

suuny

ସନ୍ନି ଲିଓନି: ବଲିଉଡରେ ବ୍ରେକ୍‌ ପାଇବା ପରେ ସନ୍ନି ଲିଓନି ରାତାରାତି ଷ୍ଟାର ବନି ଯାଇଛନ୍ତି। ୨୦୧୭ରେ ସନ୍ନିଙ୍କୁ ସବୁଠୁ ଅଧିକା ସର୍ଚ୍ଚ କରାଯାଇଛି। ସର୍ଚ୍ଚ ଇଞ୍ଜିନ୍‌ ‘ୟାହୁ’ରେ ଏହି ବର୍ଷ ସବୁଠୁ ଅଧିକ ସନ୍ନିଙ୍କ ଫଟୋ ସର୍ଚ୍ଚ କରାଯାଇଛି।

ପ୍ରିୟଙ୍କା ଚୋପ୍ରା: ୨୦୧୭ରେ ସବୁଠୁ ସର୍ଚ୍ଚ ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରିୟଙ୍କା। ହଲିଉଡ୍‌ ଡେବ୍ୟୁ ପରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଫ୍ୟାନ୍‌ ବହୁତ ବଢ଼ି ଯାଇଛନ୍ତି।

aishଐଶ୍ଵର୍ଯ୍ୟା ରାୟ ବଚ୍ଚନ: ଐଶ୍ୱର୍ଯ୍ୟା ସର୍ଚ୍ଚ ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି। ନିଜ ଝିଅ ଆରଧ୍ୟାଙ୍କ ସହ କାଂସ ଫିଲ୍ମ ଫେଷ୍ଟିଭାଲରୁ ନେଇ ଅନେକ ସ୍ଥାନରେ ସେମାନଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥି ପାଇଁ ତାଙ୍କ ଫ୍ୟାନ୍‌ ତାଙ୍କୁ ଇଣ୍ଟରନେଟ୍‌ରେ ବହୁତ ସର୍ଚ୍ଚ କରିଛନ୍ତି।

katrina-kaifକ୍ୟାଟ୍ରିନା କୈଫ୍‌: ବଲିଉଡ୍‌ ବାର୍ବିଡଲ କାଟ୍ରିନା ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି। କ୍ୟାଟ୍‌ଙ୍କର ରିଲେସନ୍‌ସିପ୍‌ର ଷ୍ଟାଟସ ବିଷୟରେ ଜାଣିବା ପାଇଁ ତାଙ୍କୁ ସର୍ଚ୍ଚ କରାଯାଉଛି।

ଦୀପିକା ପାଦୁକୋନ୍‌: ଦୀପିକା ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ‘ପଦ୍ମାବତୀ’ ପାଇଁ ଦୀପିକା ଚଳିତବର୍ଷ ଇଣ୍ଟରନେଟ୍‌ରେ ଛାଇ ହୋଇ ରହିଛନ୍ତି। ଏହା ଛଡା ହଲିଉଡ୍‌ ଏଣ୍ଟ୍ରିକୁ ନେଇ ମଧ୍ୟ ତାଙ୍କୁ ସର୍ଚ୍ଚ କରାଯାଉଛି।

କରିନା କପୁର: ଷଷ୍ଠ ସ୍ଥାନରେ ରହିଛନ୍ତି କରିନା। ଗର୍ଭବତୀ ହେବା ଠାରୁ ତୈମୁର ଜନ୍ମ ପରେ ପ୍ରତିଟି ମୁହୂର୍ତ୍ତରେ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ରହି ଆସିଛନ୍ତି।

ମମତା କୁଲକର୍ଣ୍ଣି: ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ ହେଲେ ମମତା କୁଲକର୍ଣ୍ଣିଙ୍କ କ୍ରେଜ୍‌ କିଛି କମ୍‌ ହୋଇନାହିଁ। ଆଗ ଧାଡିର ଅଭିନେତ୍ରୀଙ୍କୁ ପଛରେ ପକାଇ ଏହି ସୁନ୍ଦରୀ ସର୍ଚ୍ଚ ତାଲିକାର ସପ୍ତମରେ ରହିଛନ୍ତି। ଡ୍ରଗ୍ସ କାରବାରରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ସେ ଇଣ୍ଟରନେଟ୍‌ ଦୁନିଆରେ ଅଧିକ ସର୍ଚ୍ଚେବୁଲ ମହିଳା ବନିଯାଇଛନ୍ତି।

ଦିସା ପଟାନୀ: ଦିସା ସର୍ଚ୍ଚ ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି। ସେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିଥିବାରୁ ତାଙ୍କୁ ବହୁ ମାତ୍ରାରେ ଚର୍ଚ୍ଚ କରାଯାଇଥିଲା।

କାବ୍ୟା ମାଧବନ୍‌: କାବ୍ୟା ମାଲାୟାଲମ ଇଣ୍ଟଷ୍ଟ୍ରିର ଷ୍ଟାର ଅଭିନେତ୍ରୀ। ଦକ୍ଷିଣ ଭାରତରେ ତାଙ୍କର ବହୁତ ଫ୍ୟାନ୍‌ ଅଛନ୍ତି। ‘ୟାହୁ’ ସର୍ଚ୍ଚରେ କାବ୍ୟା ନବମ ସ୍ଥାନରେ ରହିଛନ୍ତି।

ଇଶା ଗୁପ୍ତା: ଏହି ଲିଷ୍ଟରେ ଇଶାଙ୍କୁ ଦଶମ ସ୍ଥାନ ମିଳିଛି। ନିଜର ବୋଲ୍ଡ ଫଟୋ ସୁଟ୍‌ ପାଇଁ ଇଣ୍ଟରନେଟ୍‌ରେ ଅଧିକ ମାତ୍ରାରେ ସର୍ଚ୍ଚ କରାଯାଇଛି ଏହି ଅଭିନେତ୍ରୀଙ୍କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story