କାହାର ହେବେ 'ପ୍ରେମ୍‌': ଲାଗିଲା ଯୁଦ୍ଧ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ ‘ପ୍ରେମ୍‌ କୁମାର’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି  ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ଦୁଇଜଣ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ରହିଛନ୍ତି। ଫିଲ୍ମରେ ଦୁଇ ଅଭିନେତ୍ରୀଙ୍କୁ ଦେଖି ଆପଣ ଅନୁମାନ ଲଗାଉଥିବେ ଯେ ଫିଲ୍ମ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆଧାରିତ ହେଇଥିବ। ଠିକ୍‌ ସେମିତ କିଛି ହେବାକୁ ଯାଉଛି। ଫିଲ୍ମରେ ଦୁଇ ଅଭିନେତ୍ରୀ ଯଥାକ୍ରମେ ତମନ୍ନାଙ୍କ […]

aa

aa

Rakesh Mallick
  • Published: Friday, 20 July 2018
  • Updated: 20 July 2018, 03:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ 'ପ୍ରେମ୍‌ କୁମାର'। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି  ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ଦୁଇଜଣ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ରହିଛନ୍ତି। ଫିଲ୍ମରେ ଦୁଇ ଅଭିନେତ୍ରୀଙ୍କୁ ଦେଖି ଆପଣ ଅନୁମାନ ଲଗାଉଥିବେ ଯେ ଫିଲ୍ମ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଆଧାରିତ ହେଇଥିବ।

ଠିକ୍‌ ସେମିତ କିଛି ହେବାକୁ ଯାଉଛି। ଫିଲ୍ମରେ ଦୁଇ ଅଭିନେତ୍ରୀ ଯଥାକ୍ରମେ ତମନ୍ନାଙ୍କ ନାଁ ସରୋଜ ରହିଥିବା ବେଳେ ଶିବାନୀଙ୍କ ନାଁ ସିମ୍‌ରନ୍‌ ରହିଛି। ହେଲେ ଫିଲ୍ମରେ ଅନୁଭବ କାହାର ହେବେ, ସେନେଇ ଆରମ୍ଭ ହୋଇଯାଇଛି ଯୁଦ୍ଧ। ପ୍ରେମର ରଣନୀତିରେ ଦୁଇ ମହିଳା ଯୋଦ୍ଧା ସରୋଜ୍‌ ଏବଂ ସିମ୍‌ରନ୍‌। ହାସଲ କରିବେ ପ୍ରେମ୍‌ କୁମାରଙ୍କୁ। ହେଲେ କେମିତି? ସେଥିପାଇଁ ଆପଣଙ୍କୁ ପୂରା ଫିଲ୍ମଟି ଦେଖିବାକୁ ପଡ଼ିବ। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି। ପୂର୍ବରୁ 'ତୁ ମୋ ଲଭ୍‌ ଷ୍ଟୋରୀ', 'ହିରୋ ନଂ-୧' ପରି ହିଟ୍‌ ଫିଲ୍ମ ଦେଇଛନ୍ତି ତାପସ ସରଘରିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story