ଠକିଦେଲା ଟ୍ୱିଟ୍‌ର: ଜବାବରେ ଅମିତାଭ କହିଲେ ବାଏ ବାଏ

ମୁମ୍ବାଇ: ଆଉ ଟ୍ୱିଟ୍‌ କରିବେନି ଅମିତାଭ। ସୋସିଆଲ ମିଡିଆରେ ସବୁଠୁ ଅଧିକ ସକ୍ରିୟ ରହୁଥିବା ଅମିତାଭ ବଚ୍ଚନ ଟ୍ୱିଟରସାଇଟରୁ ବିଦାୟ ନେଇଛନ୍ତି ।  ଗତକାଲି ରାତିରେ ସେ  ଟ୍ୱିଟ୍‌ କରି ସେ ଏହା ଜଣାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏମିତି କିଛି ଲେଖିଛନ୍ତି ଯେଉଁଥିରୁ  ସେ ଆଉ କେବେ ଟ୍ୱିଟର୍ ବ୍ୟବହାର କରିବେ ନାହିଁ ବୋଲି ଦର୍ଶାଉଛି। ଟ୍ୱିଟର୍‌ରେ ସର୍ବାଧିକ ଫଲୋୟର୍ସ ଥାଇ  ରେକର୍ଡ କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ।  ହେଲେ ଟ୍ୱିଟର ତାଙ୍କ […]

amitav

amitav

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 01:24 PM IST

Sports

Latest News

ମୁମ୍ବାଇ: ଆଉ ଟ୍ୱିଟ୍‌ କରିବେନି ଅମିତାଭ। ସୋସିଆଲ ମିଡିଆରେ ସବୁଠୁ ଅଧିକ ସକ୍ରିୟ ରହୁଥିବା ଅମିତାଭ ବଚ୍ଚନ ଟ୍ୱିଟରସାଇଟରୁ ବିଦାୟ ନେଇଛନ୍ତି ।  ଗତକାଲି ରାତିରେ ସେ  ଟ୍ୱିଟ୍‌ କରି ସେ ଏହା ଜଣାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏମିତି କିଛି ଲେଖିଛନ୍ତି ଯେଉଁଥିରୁ  ସେ ଆଉ କେବେ ଟ୍ୱିଟର୍ ବ୍ୟବହାର କରିବେ ନାହିଁ ବୋଲି ଦର୍ଶାଉଛି। ଟ୍ୱିଟର୍‌ରେ ସର୍ବାଧିକ ଫଲୋୟର୍ସ ଥାଇ  ରେକର୍ଡ କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ।  ହେଲେ ଟ୍ୱିଟର ତାଙ୍କ ଫଲୋୟରଙ୍କ ସଂଖ୍ୟା କମାଇ ଦେଇଥିବାର ଅଭିଯୋଗ କରିଛନ୍ତି ବିଗ୍ ବି। ଏଥିରେ  ସେ କ୍ଷୁବ୍ଧ ହୋଇ ଏହି ସୋସିଆଲ ମିଡିଆ ଆଉ ବ୍ୟବହାର କରିବେ ନାହିଁ ବୋଲି ଜଣାଇଛନ୍ତି।  ଅମିତାଭଙ୍କ ଏହି ନିଷ୍ପତ୍ତି  ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି।

ସେ ଲେଖିଛନ୍ତି, “ ଟ୍ୱିଟର” ଆପଣ ମୋ ଫଲୋୟର୍ସଙ୍କ ସଂଖ୍ୟା କମାଇଦେଲେ? ଏହା କ’ଣ  ମୋ ପ୍ରତି ପରିହାସ ? ହା ହା....! ଏବେ ସମୟ ଆସିଯାଇଛି ଆପଣଙ୍କଠୁ ମୁଁ ବିଦାୟ ନେବାର। ଧନ୍ୟବାଦ। ସମୁଦ୍ରରେ ଆହୁରି ଅନେକ ମାଛ ଅଛନ୍ତି ଯେଉଁମାନେ ଅଧିକ ରୋମାଞ୍ଚକର। ” ତେବେ ଏହି ଟ୍ୱିଟ୍‌ରୁ ସ୍ପଷ୍ଟ ହେଉଛି ଯେ ଅମିତାଭ ଟ୍ୱିଟର୍‌କୁ ଅଲବିଦା କହିଦେଇଛନ୍ତି। ଅମିତାଭ ବର୍ତ୍ତମାନ ଯାଏଁ ୨୫୯୯ଟି ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ପ୍ରତି ଟ୍ୱିଟ୍ କରିବା ବେଳେ ଟ୍ୱିଟ୍‌ର ନମ୍ବର ଲେଖନ୍ତି ଓ ନିଜର ଏକ ଫଟୋ ମଧ୍ୟ ସେୟାର କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story