ଡବଲ୍ ନାୟିକାଙ୍କ ସହ ରୋମାନ୍ସ କରିବେ ଅନୁଭବ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ନୁହେଁ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଆଗାମୀ ଫିଲ୍ମ ‘ପ୍ରେମ୍‌ କୁମାର’। ଫିଲ୍ମରେ ଲିଡ ରୋଲ୍‌ରେ ନଜର ଆସିବେ ଅନୁଭବ ମହାନ୍ତି। ଏଥିରେ ଅନୁଭବଙ୍କ ବିପକ୍ଷରେ ଦୁଇ ସୁନ୍ଦରୀ ଶିବାନୀ ଓ ତମନ୍ନାଙ୍କୁ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବେ ଅନୁଭବ। ଶିବାନୀ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଇଥିବା […]

pic

pic

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 05:50 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ନୁହେଁ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଆଗାମୀ ଫିଲ୍ମ 'ପ୍ରେମ୍‌ କୁମାର'। ଫିଲ୍ମରେ ଲିଡ ରୋଲ୍‌ରେ ନଜର ଆସିବେ ଅନୁଭବ ମହାନ୍ତି। ଏଥିରେ ଅନୁଭବଙ୍କ ବିପକ୍ଷରେ ଦୁଇ ସୁନ୍ଦରୀ ଶିବାନୀ ଓ ତମନ୍ନାଙ୍କୁ ଦେଖିବାକୁ ମିଳିବ।

ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବେ ଅନୁଭବ। ଶିବାନୀ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ କରାଯାଇଥିବା ଫିଲ୍ମ ସିଷ୍ଟର ଶ୍ରୀଦେବିରେ ଲିଡ୍‌ ରୋଲରେ ନଜର ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ବାବୁସାନ୍‌। ଶିବାନୀଙ୍କର ଏହା ଦ୍ୱିତୀୟ ଭେନ୍‌ଚର। ସେ ପୁଣି ତରଙ୍ଗ ସିନେ ପ୍ରଡକ୍ସନ୍ସ ସହ। ଏଥିପାଇଁ ବେସ୍‌ ଖୁସି ଅଛନ୍ତି ଶିବାନୀ।

ସେପଟେ ତମନ୍ନା ମଧ୍ୟ ବ୍ଲାକ ମେଲ୍‌, ନିଝୁମ୍‌ ରାତିର ସାଥୀ ଫିଲ୍ମରେ କାମ କରିସାରିଛନ୍ତି। ଅନୁଭବଙ୍କ ସହ କାମ କରିବାର ସୁଯୋଗ ମିଳିଥଇବାରୁ ସେ ମଧ୍ୟ ଶୁବ୍ ଖୁସି ଅଛନ୍ତି।
ଫିଲ୍ମ 'ପ୍ରେମ୍‌ କୁମାର'ରେ ଅନୁଭବଙ୍କ ଚରିତ୍ର ଏକଦମ୍ ଚ୍ୟାଲେଜିଂ ରହିଛି। ବ୍ୟାନର ଦେଖି ଯାହା ଅନୁମାନ ଲଗାଯାଉଛି ଏଥିରେ ଅନୁଭବଙ୍କର ଡବଲ୍‌ ରୋଲ୍‌ ରହିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story