ଏକାଠି ଷ୍ଟେଜ୍‌ ସେୟାର କଲେ ଅନୁଭବ ଓ ବାବୁସାନ୍‌ , ଜାଣନ୍ତୁ ସମ୍ଭବ ହେଲା କେମିତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ୍‌ର ଦୁଇ ସପୁରଷ୍ଟାର। ଜଣେ ହେଲେ ଅନୁଭବ ମହାନ୍ତି ଆଉ ଜଣେ ବାବୁସାନ୍ ମହାନ୍ତି। ଓଡ଼ିଆ ସିନେ ଜଗତକୁ ଅନେକ୍‌ ହିଟ ଫିଲ୍ମ ଦେଇଛନ୍ତି ଉଭୟେ। ହେଲେ କେଉଁ ଫିଲ୍ମରେ ଏକାଠି କାମ କରିବା ନଜରକୁ ଆସିନାହାନ୍ତି। କିନ୍ତୁ ପ୍ରଥମଥର ପାଇଁ ଏହି ଦୁଇଜଣ ଷ୍ଟାର ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ଅବସର ଥିଲା ତରଙ୍ଗ ସିନେ ଆୱାର୍ଡ଼ ଫଙ୍କସନ। ଆଉ ଏଥିରେ ଅନୁଭବ ଏବଂ ବାବୁସାନ୍ ଏକାଠି ଷ୍ଟେଜ୍‌ ସେୟାର କରିଥିଲେ। […]

Babusan image

Babusan image

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 05:12 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ୍‌ର ଦୁଇ ସପୁରଷ୍ଟାର। ଜଣେ ହେଲେ ଅନୁଭବ ମହାନ୍ତି ଆଉ ଜଣେ ବାବୁସାନ୍ ମହାନ୍ତି। ଓଡ଼ିଆ ସିନେ ଜଗତକୁ ଅନେକ୍‌ ହିଟ ଫିଲ୍ମ ଦେଇଛନ୍ତି ଉଭୟେ। ହେଲେ କେଉଁ ଫିଲ୍ମରେ ଏକାଠି କାମ କରିବା ନଜରକୁ ଆସିନାହାନ୍ତି। କିନ୍ତୁ ପ୍ରଥମଥର ପାଇଁ ଏହି ଦୁଇଜଣ ଷ୍ଟାର ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ଅବସର ଥିଲା ତରଙ୍ଗ ସିନେ ଆୱାର୍ଡ଼ ଫଙ୍କସନ। ଆଉ ଏଥିରେ ଅନୁଭବ ଏବଂ ବାବୁସାନ୍ ଏକାଠି ଷ୍ଟେଜ୍‌ ସେୟାର କରିଥିଲେ। ଭୁବନେଶ୍ୱରରେ ନିକଟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଷ୍ଟାରଙ୍କୁ ଗୋଟିଏ ମଞ୍ଚରେ ଦେଖି ଦର୍ଶକେ ଖୁବ୍‌ ଉତ୍ସାହିତ ହୋଇପଡ଼ିଥିଲେ। ଏହି ଅବସରରେ ବାବୁସାନ୍‌ଙ୍କୁ ଅନୁଭବ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ ବାବୁସାନ୍‌ ମୋର ଜଣେ ସାନଭାଇ ଭଳି।

ଦୁଇ ସୁପରଷ୍ଟାରଙ୍କୁ ଏକାଠି ଷ୍ଟେଜ୍‌ ଉପରେ ପାଇ ଉପସ୍ଥିତ ଥିବା ଦର୍ଶକେ ମଧ୍ୟ ବେଶ୍ ଉତ୍ସାହିତ ହୋଇଯାଇଥିଲେ। ହୁଇସିଲ୍‌ ଏବଂ କରତାଳିଦେଇ ଦୁଇ ଷ୍ଟାରଙ୍କୁ ସମସ୍ତେ ସ୍ୱାଗତ କରିଥିଲେ। ଏବଂ ଷ୍ଟେଜ୍‌ ଉପରେ ଦୁଇ ଷ୍ଟାର ମଧ୍ୟ ପରସ୍ପରକୁ ପ୍ରଶଂସା କରିବାର ଦେଖିବାକୁ ମିଳିଥିଲା।  ଏଠି ଆମେ ଆଉ ଗୋଟେ କଥା କହିଦେଉଛୁ।   ରଜ ପାଇଁ  ତରଙ୍ଗ ସିନେ ପ୍ରଡକ୍‌ସନ୍ସ ତାର ଆଉ ଦୁଇଟି ଓଡ଼ିଆ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ବାବୁସାନ୍ ଅଭିନୟ କରୁଥିବା  ଫିଲ୍ମର ନାଁ ରହିଛି 'ସୁନ୍ଦରଗଡର ସଲମନ୍‌ ଖାନ୍'। ଏଥିରେ ନବାଗତ ଅଭିନେତ୍ରୀ ଦିବ୍ୟା ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି ଓ ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ। ଅଭିଜିତ୍‌ ମଜୁମଦାର ଏହି ଫିଲ୍ମର ସ୍ୱର ସଂଯୋଜନା କରୁଛନ୍ତି। ସେହିପିର ଅନୁଭବ ଅଭିନୟ କରୁଥିବା ଚଳଚ୍ଚିତ୍ରର ନାଁ ରହିଛି 'ପ୍ରେମ୍‌ କୁମାର'। ଏଥିରେ ନାୟିକା ଶିବାନୀ ଅଛନ୍ତି । ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଡ଼ ଓ ଶକ୍ତି ବରାଳ। ଏଥିରେ ସ୍ୱର ସଂଯୋଜନା କରିବେ ପ୍ରେମ ଆନନ୍ଦ।  ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ଦ୍ୱାରା ନିର୍ମିତ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ ଓ ‘ଅଭୟ’ରେ ବାବୁସାନ୍‌ ଓ ଅନୁଭବଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story