ଆଇପିଏଲ ଉପନିଙ୍ଗ୍ ସେରିମନିରେ ରଣବୀରଙ୍କ ଅପେକ୍ଷା ଏହି ଅଭିନେତାଙ୍କୁ ମିଳିଛି ଅଧିକ ଟଙ୍କାର ଅଫର

ମୁମ୍ବାଇ: ଆଇପିଏଲ୍‌ର ୧୧ତମ ଆରମ୍ଭ ହେବାକୁ ଯାଉଛି। ଏହି ଉପନିଙ୍ଗ୍ ସେରିମନିରେ୧୫ ମିନିଟ୍‌ ପରଫର୍ମ କରିବା ପାଇଁ ରଣବୀର ସିଂହଙ୍କୁ ୫କୋଟି ଟଙ୍କା ଦିଆଯାଇଛି ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଡିଏନ ରିପୋର୍ଟ ଅନୁଯାୟୀ ରଣବୀରଙ୍କ ଅପେକ୍ଷା ବରୁଣ ଧୱନଙ୍କୁ ଅଧିକ ଟଙ୍କାର ଅଫର ଦିଆଯାଉଛି ବୋଲି ଏବେ ଚର୍ଚ୍ଚା ଜୋର ରହିଛି । ଆଇପିଏଲ ଉପନିଙ୍ଗ୍ ସେରିମନିରେ ପରଫର୍ମ କରିବା ପାଇଁ ଆୟୋଜକ ବରୁଣଙ୍କୁ ୬ କୋଟି ଟଙ୍କା ଦେଉଛନ୍ତି। ରଣବୀରଙ୍କ ଅପେକ୍ଷା […]

ipl

ipl

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 04:34 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ର ୧୧ତମ ଆରମ୍ଭ ହେବାକୁ ଯାଉଛି। ଏହି ଉପନିଙ୍ଗ୍ ସେରିମନିରେ୧୫ ମିନିଟ୍‌ ପରଫର୍ମ କରିବା ପାଇଁ ରଣବୀର ସିଂହଙ୍କୁ ୫କୋଟି ଟଙ୍କା ଦିଆଯାଇଛି ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା।

ଡିଏନ ରିପୋର୍ଟ ଅନୁଯାୟୀ ରଣବୀରଙ୍କ ଅପେକ୍ଷା ବରୁଣ ଧୱନଙ୍କୁ ଅଧିକ ଟଙ୍କାର ଅଫର ଦିଆଯାଉଛି ବୋଲି ଏବେ ଚର୍ଚ୍ଚା ଜୋର ରହିଛି । ଆଇପିଏଲ ଉପନିଙ୍ଗ୍ ସେରିମନିରେ ପରଫର୍ମ କରିବା ପାଇଁ ଆୟୋଜକ ବରୁଣଙ୍କୁ ୬ କୋଟି ଟଙ୍କା ଦେଉଛନ୍ତି।

ରଣବୀରଙ୍କ ଅପେକ୍ଷା ବରୁଣଙ୍କ ଅଧିକ ଟଙ୍କା ଦେବା ପଛର ରାଜ୍‌ କ’ଣ: ଆୟୋଜକ  ବରୁଣଙ୍କୁ ଅଧିକ ଟଙ୍କା ଅଫର କରିବା ପଛରେ ଏକ ଗୁମର ଛପି ରହିଛି। ବରୁଣଙ୍କ  ଅଧିକ ଲୋକପ୍ରିୟତା ପାଇଁ ତାଙ୍କୁ ଅଧିକ ଟଙ୍କାର ଅଫର ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏହାସହ ବରୁଣଙ୍କୁ ଅଧିକ ଯୁବ ଫ୍ୟାନ ଫଲୋ କରୁଛନ୍ତି।  ଆଇପିଏଲ ଉପନିଙ୍ଗ ସେରିମନିରେ  ବରୁଣଙ୍କ ସହ ଜାକଲିନ ପରଫର୍ମ କରିବେ।

ଉପନିଙ୍ଗ ସେରିମନି ଆରମ୍ଭରେ  ରଣବୀର ସିଂହ, ପରିଣୀତି ଚ୍ରୋପା, ବରୁଣ ଧୱନ ଓ  ଜାକଲିନ ଫରଫର୍ମ କରିବେ ବୋଲି ଚର୍ଚ୍ଚା ହେଉଛି। ଷ୍ଟାରଙ୍କ ଦମଦାର ପରଫର୍ମରେ ଆଇପିଏଲ ସିଜନ-୧୧ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story