ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ମହେଶ ବାବୁ

ଚେନ୍ନାଇ:  ନିକଟରେ ରିଲିଜ୍‌ ହୋଇଥିବା ସାଉଥ୍‌ ଫିଲ୍ମ ‘ଭାରତ ଅନେ ନେନୁ’ର ଅପାର ସଫଳତା ପରେ ଏବେ ପୁଣିଥରେ ସୁପରଷ୍ଟାର ମହେଶ୍‌ ବାବୁଙ୍କ ପାଇଁ ଖୁସି ଖବର ଆସିଛି। କାରଣ ମହେଶ୍‌ ବାବୁ ଏବେ ଅନ୍ୟ ସୁପରଷ୍ଟାରଙ୍କ ଭଳି ମେଡେମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇବାକୁ ଯାଉଛନ୍ତି। ମହେଶ୍‌ ନିଜେ ଏକଥା ଏକ ଫଟୋ ସହ ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଆଉ  କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ପ୍ରତିଷ୍ଠିତ ମେଡମ୍‌ ତୁସାଦ୍‌ର ଅଂଶ ହୋଇ ମୁଁ ବହୁତ୍‌ […]

mahesh babu

mahesh babu

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 12:59 PM IST

Sports

Latest News

ଚେନ୍ନାଇ:  ନିକଟରେ ରିଲିଜ୍‌ ହୋଇଥିବା ସାଉଥ୍‌ ଫିଲ୍ମ ‘ଭାରତ ଅନେ ନେନୁ’ର ଅପାର ସଫଳତା ପରେ ଏବେ ପୁଣିଥରେ ସୁପରଷ୍ଟାର ମହେଶ୍‌ ବାବୁଙ୍କ ପାଇଁ ଖୁସି ଖବର ଆସିଛି। କାରଣ ମହେଶ୍‌ ବାବୁ ଏବେ ଅନ୍ୟ ସୁପରଷ୍ଟାରଙ୍କ ଭଳି ମେଡେମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇବାକୁ ଯାଉଛନ୍ତି। ମହେଶ୍‌ ନିଜେ ଏକଥା ଏକ ଫଟୋ ସହ ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଆଉ  କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ପ୍ରତିଷ୍ଠିତ ମେଡମ୍‌ ତୁସାଦ୍‌ର ଅଂଶ ହୋଇ ମୁଁ ବହୁତ୍‌ ଖୁସି। ତାଙ୍କର ପୂରା ଡିଟେଲ୍‌ ଉପରେ ଧ୍ୟାନ ଦେଉଥିବାରୁ ସେ ମେଡମ୍‌ ତୁଷାଦର ପୂରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

କୁହାଯାଉଛି ଯେ, ଏହି ମ୍ୟୁଜିୟମ୍‌ରେ ନିଜ କ୍ଷେତ୍ରରେ ସଫଳ ରହୁଥିବା ଲୋକଙ୍କ ସହ ହଲିଉଡ୍‌ ଏବଂ ବଲିଉଡ୍‌ ଷ୍ଟାର୍‌ଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ସ୍ଥାନ ପାଇଛି। ସେଠାରେ ଏବେ ମହେଶଙ୍କ ପ୍ରତିମୂର୍ତ୍ତି ସାମିଲ କରାଯିବ। ମିଡିଆ ରିପୋର୍ଟ ମୁତାବକ ଅନ୍ୟ ଷ୍ଟାରଙ୍କ ପରି ମହେଶଙ୍କ ଷ୍ଟାଚ୍ୟୁ ମଧ୍ୟ କେଉଁ ଫିଲ୍ମ ଚରିତ୍ର ଉପରେ ତିଆରି ହେବ ନାହିଁ। ସେଥିରେ ତାଙ୍କ ବସ୍ତବ ପ୍ରତିମୂର୍ତ୍ତୀ ରହିବ।

ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ୮ ଦିନ ମଧ୍ୟରେ ୧୨୫ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମର କାହାଣୀ ରାଜନିତୀରୁ ପ୍ରେରିତ। ଏଥିରେ ମହେଶ ବାବୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ନଜର ଆସୁଛନ୍ତି। ଏହା ଛଡ଼ା ଏହି ଫିଲ୍ମ ଆମେରିକାରେ ବି ‘ବାହୁବଲୀ’ ଫ୍ରେଞ୍ଚାଇଜ୍‌କୁ ପଛରେ ପକାଇ ସବୁଠୁ କମ୍‌ ସମୟ ମଧ୍ୟରେ ୨୫ ଲକ୍ଷ ଟଙ୍କା ରେକର୍ଡ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story