ସକାଳୁ ଉଠି ସର୍ବପ୍ରଥମେ ଏହି କାମ କରନ୍ତି ରଣବୀର

ମୁମ୍ବାଇ: ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ସଞ୍ଜୁ’ର ଟିଜର ମଙ୍ଗଳବାର ଦିନ ରିଲିଜ୍‌ ହୋଇଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟିଜରକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ତା’ଛଡ଼ା ରଣବୀର କପୁରଙ୍କ ଲୁକ୍‌ ଓ ଅଭିନୟକୁ ଯେତେ ପ୍ରଶଂସା କଲେ ବି କମ୍‌ ପଡ଼ିବ। ତେବେ ଏହି ଅବସରରେ ଚାଲନ୍ତୁ ଜାଣିବା ରଣବୀରଙ୍କ ଜୀବନର କିଛି କଥା। ରଣବୀରଙ୍କ […]

ranbir-kapoor

ranbir-kapoor

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 01:13 PM IST

Sports

Latest News

ମୁମ୍ବାଇ: ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ସଞ୍ଜୁ’ର ଟିଜର ମଙ୍ଗଳବାର ଦିନ ରିଲିଜ୍‌ ହୋଇଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟିଜରକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ତା’ଛଡ଼ା ରଣବୀର କପୁରଙ୍କ ଲୁକ୍‌ ଓ ଅଭିନୟକୁ ଯେତେ ପ୍ରଶଂସା କଲେ ବି କମ୍‌ ପଡ଼ିବ। ତେବେ ଏହି ଅବସରରେ ଚାଲନ୍ତୁ ଜାଣିବା ରଣବୀରଙ୍କ ଜୀବନର କିଛି କଥା।

ରଣବୀରଙ୍କ ଜୀବନଶୈଳୀ ଏକ ଖୋଲା ବହି ଭଳି। ସେ ତାଙ୍କ ଲାଇଫ୍‌ରେ କେତେବେଳେ କ’ଣ କରନ୍ତି, କ’ଣ ନାହିଁ ସେ ସବୁକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। କିନ୍ତୁ ତାଙ୍କ ଜୀବନରେ ଏମିତି ଆହୁରି ଅନେକ କଥା ଅଛି ଯାହାକୁ ହୁଏତ ଆପଣ ଜାଣିନଥିବେ। ବଡ଼ କଥା ହେଉଛି ସେ ସକାଳୁ ଉଠି ଏମିତି ଏକ କାମ କରନ୍ତି ଯାହା ହୁଏତ ତାଙ୍କ ବାପା ବି କରିନଥିବେ।

ପ୍ରତିଦିନ ସକାଳୁ ଉଠିବା ପରେ ରଣବୀର ପ୍ରଥମେ ନିଜ ଜେଜେ ରାଜ କପୁରଙ୍କ ଫଟୋ ଦେଖିବାକୁ ପସନ୍ଦ କରନ୍ତି। କାହିଁକିନା ରାଜ କପୁରଙ୍କ ସେହି ଫଟୋ ତାଙ୍କ ପାଇଁ ବହୁତ୍‌ ଖାସ୍‌। ସେହି ଫଟୋରେ ରାଜ କପୁରଙ୍କ ଅନେକ ଫିଲ୍ମ ମଧ୍ୟରୁ କିଛି ଗୁରୁତ୍ୱପ୍ୱର୍ଣ୍ଣ ଚରିତ୍ରର ଫଟୋ କୋଲାଜ କରାଯାଇଛି। ସେହି ଫଟୋକୁ ରଣବୀର ନିଜ କାନ୍ଥରେ ଲଗେଇଛନ୍ତି। ରଣବୀରଙ୍କ କୁହନ୍ତି ତାଙ୍କର ସବୁଠୁ ପ୍ରିୟ ତାଙ୍କ ଜେଜେ ରାଜ କପୁର। ସେ ତାଙ୍କୁ ବହୁତ ଭଲ ପାଆନ୍ତି। ସେ ତାଙ୍କ ସକାଳର ଆରମ୍ଭ ଜେଜେଙ୍କ ମୁହଁ ଚାହିଁ ଆରମ୍ଭ କରନ୍ତି।

ଏକ ସାକ୍ଷତକାରରରେ ରଣବୀର କହିଥିଲେ ଯେ, ସେ ଛୋଟବେଳେ ଏତେ ଭଲ ପଢୁନଥିଲେ। ତାଙ୍କ ମା ସବୁବେଳେ ତାଙ୍କୁ ଧମକାଉଥିଲେ ଯେ ଯଦି ସେ ଠିକ୍‌ରେ ପାଠ ନ ପଢ଼ନ୍ତି ତେବେ ବାପାଙ୍କୁ କହିଦେବେ। ତଥାପି ସେ ତାଙ୍କ ବଂଶର ସବୁଠୁ ଭଲ ପାଠ ପଢ଼ିଥିବା ସଦସ୍ୟ। କାହିଁକିନା ଦଶମରେ ସେ ୫୬ ପ୍ରତିଶତ ନମ୍ବର ରଖିଥିଲେ। ସୂଚନାଯୋଗ୍ୟ ତାଙ୍କ ବାପା ରିଷି କପୁର ଅଷ୍ଟମ ଫେଲ୍‌ ଓ ଜେଜେ ରାଜ୍‌ କପୁର ଷଷ୍ଠ ଫେଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story