ଶ୍ରୀଦେବୀଙ୍କ ନାଁ ଶୁଣିଲେ ଏଠି ଆତଙ୍କବାଦୀ ବନ୍ଧୁକ ଉଠାଇବା ବନ୍ଦ କରିଦେଉଥିଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ୍‌ କେବଳ ଯେ ଭାରତରେ ଅଛନ୍ତି ତାହା ନୁହେଁ, ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଆଫଗାନିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠି ଲୋକେ ଶ୍ରୀଦେବୀଙ୍କୁ ଶାନ୍ତିର ପ୍ରତୀକ ବୋଲି ମାନୁଥିଲେ। ତାଙ୍କ ନାଁ ଶୁଣିଲେ ଆତଙ୍କବାଦୀମାନେ ମଧ୍ୟ ଗୁଳିଗୁଳା ବନ୍ଦ କରିଦେଉଥିଲେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଠାରେ ଶ୍ରଦେବୀଙ୍କ ଫିଲ୍ମ ‘ଖୁଦା ଗୱାହ’ର ସୁଟିଂ ହୋଇଥିଲା। ସୁଟିଂ ସମୟରେ ଶ୍ରୀଦେବୀଙ୍କୁ ତାଙ୍କ […]

shridevi-khuda-gawah_1519

shridevi-khuda-gawah_1519

Rakesh Mallick
  • Published: Monday, 12 March 2018
  • Updated: 12 March 2018, 08:43 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫ୍ୟାନ୍‌ କେବଳ ଯେ ଭାରତରେ ଅଛନ୍ତି ତାହା ନୁହେଁ, ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଆଫଗାନିସ୍ତାନ ହେଉଛି ଏମିତି ଏକ ଦେଶ ଯେଉଁଠି ଲୋକେ ଶ୍ରୀଦେବୀଙ୍କୁ ଶାନ୍ତିର ପ୍ରତୀକ ବୋଲି ମାନୁଥିଲେ। ତାଙ୍କ ନାଁ ଶୁଣିଲେ ଆତଙ୍କବାଦୀମାନେ ମଧ୍ୟ ଗୁଳିଗୁଳା ବନ୍ଦ କରିଦେଉଥିଲେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଏଠାରେ ଶ୍ରଦେବୀଙ୍କ ଫିଲ୍ମ 'ଖୁଦା ଗୱାହ'ର ସୁଟିଂ ହୋଇଥିଲା। ସୁଟିଂ ସମୟରେ ଶ୍ରୀଦେବୀଙ୍କୁ ତାଙ୍କ ଆଫ୍‌ଗାନୀ ଫ୍ୟାନ୍‌ମାନେ ଏତେ ଭଲ ପାଉଥିଲେ ଯେ, ସେମାନେ ଶ୍ରୀଦେବୀଙ୍କୁ ଶାନ୍ତିର ପ୍ରତୀକ ବୋଲି ମାନୁଥିଲେ। ଏଠାକାର ଆତଙ୍କବାଦୀମାନେ ମଧ୍ୟ ଶ୍ରୀଦେବୀଙ୍କ ନାଁ ଶୁଣିଲେ ଗୁଳିଗୁଳା ବନ୍ଦ କରିଦେଉଥିଲେ। ନିକଟରେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଅନେକ ଆଫଗାନୀ ଫ୍ୟାନ୍‌ ଦୁଖଃ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story