ରାଖିପୂର୍ଣ୍ଣିମାରେ କାହାର ଫୋନ୍‌ କଲ୍‌କୁ ଅପେକ୍ଷା କରି ବସିଥାନ୍ତି ଶାହରୁଖ୍‌ ଖାନ୍‌?

ମୁମ୍ବାଇ: ଆଗକୁ ଆସୁଛି ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିବା ପାଇଁ ସବୁପ୍ରକାର ପ୍ରସ୍ତୁତି କରିସାରିଲେଣି। ବିଦେଶରେ ରହୁଥିବା ଭାଇମାନଙ୍କ ପାଇଁ ରାଖି ମଧ୍ୟ ପଠାଇ ସାରିବେଣି। ଆଉ କିଛି ଭଉଣୀ ଭାଇର ଫେରିବା ବାଟକୁ ଚାହିଁ ବସିଛନ୍ତି। ରାଖି ପୂର୍ଣ୍ଣିମା ପାଇଁ ଭଉଣୀମାନେ ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ବଲିଉଡ୍‌ର କିଂ ଖାନ୍‌ ଶାହାରୁଖ୍‌ ଖାନ୍‌ କିନ୍ତୁ କାହାର ଫୋନ୍‌ କଲ୍‌କୁ ବ୍ୟଗ୍ରତାର ସହ ଅପେକ୍ଷା କରି ବସିଛନ୍ତି। ଖାଲି ଏଥର ନୁହେଁ […]

612777d4851ce6fb34f7ded2957186f0--shahrukh-khan-gentleman

Ordigital Desk
  • Published: Saturday, 11 August 2018
  • Updated: 11 August 2018, 06:32 AM IST

Sports

Latest News

ମୁମ୍ବାଇ: ଆଗକୁ ଆସୁଛି ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିବା ପାଇଁ ସବୁପ୍ରକାର ପ୍ରସ୍ତୁତି କରିସାରିଲେଣି। ବିଦେଶରେ ରହୁଥିବା ଭାଇମାନଙ୍କ ପାଇଁ ରାଖି ମଧ୍ୟ ପଠାଇ ସାରିବେଣି। ଆଉ କିଛି ଭଉଣୀ ଭାଇର ଫେରିବା ବାଟକୁ ଚାହିଁ ବସିଛନ୍ତି।

ରାଖି ପୂର୍ଣ୍ଣିମା ପାଇଁ ଭଉଣୀମାନେ ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ବଲିଉଡ୍‌ର କିଂ ଖାନ୍‌ ଶାହାରୁଖ୍‌ ଖାନ୍‌ କିନ୍ତୁ କାହାର ଫୋନ୍‌ କଲ୍‌କୁ ବ୍ୟଗ୍ରତାର ସହ ଅପେକ୍ଷା କରି ବସିଛନ୍ତି। ଖାଲି ଏଥର ନୁହେଁ ସବୁଥର ରାଖି ପୂର୍ଣ୍ଣିମାରେ ଶାହାରୁଖ୍‌ ଜଣଙ୍କର ଫୋନ୍‌ କଲ୍‌କୁ ଅପେକ୍ଷା କରି ବସିଥାନ୍ତି।

ଆପଣ ଭାବୁଥିବେ, ଶାହରୁଖଙ୍କ ଭଉଣୀ ବୋଧହୁଏ ବିଦେଶରେ ରହୁଥିବେ, ଆଉ ଶାହରୁଖ୍‌ ତାଙ୍କରି ଫୋନ୍‌ କଲ୍‌କୁ ହିଁ ଅପେକ୍ଷା କରିଥିବେ। ତେବେ ଆପଣ ଭୁଲ୍‌ ଭାବୁଛନ୍ତି। କାରଣ ତାଙ୍କ ଭଉଣୀ ଶହନାଜ୍‌ ଲାଲାରୁଖ୍‌ ମୁମ୍ବାଇ ସ୍ଥିତ ଶାହରୁଖ୍‌ଙ୍କ ବାସଭବନ ମନ୍ନତରେ ରହୁଛନ୍ତି।

ତେବେ ବଲିଉଡ୍‌ର ଏତେବଡ଼ ଷ୍ଟାର୍‌ ରାଖିପୂର୍ଣ୍ଣିମାରେ କାହାର କଲ୍‌କୁ ଅପେକ୍ଷା କରି ବସନ୍ତି ? ଏକଥା ଭାବି ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେଣି। ଏବେ ନିଶ୍ଚିନ୍ତ ରୁହନ୍ତୁ। ଆମେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରୁଛୁ। ପ୍ରକୃତରେ ଶାହରୁଖ୍‌ ରାଖିପୂର୍ଣ୍ଣିମା ଦିନ ଦିଦିଙ୍କ ଫୋନ୍‌ କଲ୍‌କୁ ହିଁ ଅପେକ୍ଷା କରି ବସିଥାନ୍ତି। ମାନେ ତୃଣମୂଳ କଂଗ୍ରେସ୍‌ର ସୁପ୍ରିମୋ ତଥା ପଶ୍ଚିମବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଫୋନ୍ କଲ୍‌କୁ ଅପେକ୍ଷା କରି ବସିଥାନ୍ତି ଶାହରୁଖ୍।

[caption id="attachment_262465" align="aligncenter" width="738"] ଏ କଥା ଦିନେ ଶାହରୁଖ୍‌ ନିଜେ ହିଁ କହିଥିଲେ। କୋଲକାତାରେ ନିଜ ଫିଲ୍ମ ଜବ୍‌ ହ୍ୟାରି ମେଟ୍‌ ସେଜଲ୍‌ର ପ୍ରମୋସନ୍‌ ବେଳେ ଶାହରୁଖ୍‌ ଏକଥାର ଖୁଲାସା କରିଥିଲେ। ରାଖିପୂର୍ଣ୍ଣିମା ଦିନ ମମତା ଦିଦି ତାଙ୍କୁ ଫୋନ୍ କରି ବଧାଇ ଦିଅନ୍ତି। ବଦଳରେ ଶାହରୁଖ୍‌ ତାଙ୍କପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି। ଦୁଇଜଣଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ରହିଛି।[/caption]

ରାଖି ପୂର୍ଣ୍ଣିମା ଆସିଲେ ଶାହରୁଖ ମମତାଙ୍କ ଫୋନ୍‌ କଲ୍‌କୁ ବ୍ୟଗ୍ରତାର ସହ ଅପେକ୍ଷା କରି ବସିଥାନ୍ତି ବୋଲି ଫିଲ୍ମ ପ୍ରମୋସନ୍‌ ବେଳେ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story