ଲୁହ ଛଳ ଛଳ ଆଖିରେ କାହାକୁ ସଲାମ କଲେ ରୋହିତ ?

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ହେଲେ ଭାବୁକ। ଏସିଡ୍‌ ଆଟାକ୍‌ ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କର ପ୍ରଶଂସା କରି କରି ସେ କାନ୍ଦି ପକାଇଛନ୍ତି। ଘଟଣାଟି ଏମିତି। ଲକ୍ଷ୍ମୀଙ୍କ ସଂଘର୍ଷ କାହାଣୀକୁ ଟିଭି ଶୋ’ ‘ଇଣ୍ଡିଆସ୍‌ ନେକ୍ସଟ୍‌ ସୁପରଷ୍ଟାର୍ସ’ରେ ସେ ଦେଖିଥିଲେ। ଏହି ଶୋରେ ସେ ଜଣେ ଜଜ୍‌ ଭାବେ ସାମିଲ ହୋଇଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏସିଡି ଆଟାକ୍‌ର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ସେହି ଶୋ’ର ଜଣେ ପ୍ରତିଯୋଗୀ ନୈନା […]

rohitfinal

rohitfinal

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 07:28 PM IST

Sports

Latest News

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ହେଲେ ଭାବୁକ। ଏସିଡ୍‌ ଆଟାକ୍‌ ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କର ପ୍ରଶଂସା କରି କରି ସେ କାନ୍ଦି ପକାଇଛନ୍ତି।
ଘଟଣାଟି ଏମିତି। ଲକ୍ଷ୍ମୀଙ୍କ ସଂଘର୍ଷ କାହାଣୀକୁ ଟିଭି ଶୋ' 'ଇଣ୍ଡିଆସ୍‌ ନେକ୍ସଟ୍‌ ସୁପରଷ୍ଟାର୍ସ'ରେ ସେ ଦେଖିଥିଲେ। ଏହି ଶୋରେ ସେ ଜଣେ ଜଜ୍‌ ଭାବେ ସାମିଲ ହୋଇଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏସିଡି ଆଟାକ୍‌ର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ସେହି ଶୋ'ର ଜଣେ ପ୍ରତିଯୋଗୀ ନୈନା ଅଭିନୟ କରିଥିଲେ। ଏହି ଏସିଡ୍‌ ଆକ୍ରମଣ ତାଙ୍କ ଜୀବନ ନେଇ ନଥିଲା ସତ, କିନ୍ତୁ ବଞ୍ଚିବା କଷ୍ଟକର କରି ଦେଇଥିଲା। ଲକ୍ଷ୍ମୀଙ୍କର ସେହି ସଂଘର୍ଷ କାହାଣୀକୁ ନୈନାଙ୍କ ଅଭିନୟ ମାଧ୍ୟମରେ ଦେଖି ରୋହିତ ସେଟ୍ଟୀ ଭାବୁକ ହୋଇପଡିଥିଲେ।
ସେ ଶୋ’ରେ ଉପସ୍ଥିତ ଲକ୍ଷ୍ମୀଙ୍କୁ କହିଥିଲେ ''ଆପଣଙ୍କ ସାହାସିକତାକୁ ଇତିହାସରେ ଉଲ୍ଲେଖ କରିବା ଉଚିତ। ଆମ ଦେଶକୁ ଆପଣଙ୍କ ପରି ମହିଳାଙ୍କର ଆବଶ୍ୟକତା ରହିଛି। ଆପଣ ପୀଡିତା ନୁହଁନ୍ତି, ଆପଣ ଯୋଦ୍ଧା। ''
ଦିଲ୍ଲୀର ଲକ୍ଷ୍ମୀ ଅଗ୍ରୱାଲ ଏସିଡ୍ ଆଟାକର ଶିକାର ହୋଇଥିଲେ। ଏସିଡି ଆଟାକ୍ ହେବା ପରେ ମଧ୍ୟ ସେ ସାହସ ହାରି ନଥିଲେ। ଆଜିବି ସେ ନିଜକୁ କୌଣସି କ୍ଷେତ୍ରରେ କମ୍ ଭାବନ୍ତି ନାହିଁ। 'ଷ୍ଟପ ଏସିଡି ଆଟାକ୍‌' କ୍ୟାମ୍ପେନ ଚଲାଉଛନ୍ତି ଲକ୍ଷ୍ମୀ। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ 'ଇଣ୍ଡିଆସ୍‌ ନେକ୍ସଟ୍‌ ସୁପରଷ୍ଟାର୍ସ' ଶୋ'ରେ ସେ ଅତିଥି ଭାବେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story