କରିନାଙ୍କ ଉପରେ କାହିଁକି ଚିଡ଼ି ଯାଉଥିଲେ ରଣବୀର? ଖୋଲି ଯାଇଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ଯେତିକି ବୋଲ୍ଡ ଓ ନଟଖଟ, ଛୋଟ ବେଳେ ମଧ୍ୟ ସେତିକି ନଟଖଟ ଥିଲେ । ରଣବୀର ହେଉଛନ୍ତି ତାଙ୍କ ଦାଦା ରିଷି କପୁରଙ୍କ ପୁଅ। କରିନା ତାଙ୍କ ଠାରୁ ବୟସରେ ବଡ଼। ଛୁଆ ଦିନେ ରଣବୀର ତାଙ୍କ ଉପରେ ଚିଡ଼ି ଯାଉଥିଲେ। ତାଙ୍କୁ ଦେଖିଲେ ଚିହିଁକି ଉଠୁ ଥିଲେ। ତେବେ ରଣବୀର କାହିଁକି ଚିଡ଼ି ଯାଉଥିଲେ ଜାଣନ୍ତି କି? ଏବେ ଖୋଲି ଯାଇଛି ଏହା ପଛର ରହସ୍ୟ। ନିଜେ […]

karina

karina

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 01:23 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ଯେତିକି ବୋଲ୍ଡ ଓ ନଟଖଟ, ଛୋଟ ବେଳେ ମଧ୍ୟ ସେତିକି ନଟଖଟ ଥିଲେ । ରଣବୀର ହେଉଛନ୍ତି ତାଙ୍କ ଦାଦା ରିଷି କପୁରଙ୍କ ପୁଅ। କରିନା ତାଙ୍କ ଠାରୁ ବୟସରେ ବଡ଼। ଛୁଆ ଦିନେ ରଣବୀର ତାଙ୍କ ଉପରେ ଚିଡ଼ି ଯାଉଥିଲେ। ତାଙ୍କୁ ଦେଖିଲେ ଚିହିଁକି ଉଠୁ ଥିଲେ। ତେବେ ରଣବୀର କାହିଁକି ଚିଡ଼ି ଯାଉଥିଲେ ଜାଣନ୍ତି କି? ଏବେ ଖୋଲି ଯାଇଛି ଏହା ପଛର ରହସ୍ୟ। ନିଜେ କରିନା ଖୋଲିଛନ୍ତି ଏହାର ରହସ୍ୟ।

ସେ କହିଛନ୍ତି,‘ଜେଜେ ରାଜ କପୁରଙ୍କ ପରି ମୁଁ ଗୋରା। ସେଥିପାଇଁ ଆମ ଘରେ ସମସ୍ତ ପିଲାଙ୍କ ଅପେକ୍ଷା ମୋତେ ବଡ଼ମାନେ ଅଧିକ ଭଲ ପାଉଥିଲେ। ଏହା ରଣବୀର ସହି ପାରୁ ନ ଥିଲେ। ସେଥିପାଇଁ ସେ ଚିଡ଼ି ଯାଉଥିଲେ। ଏହି କଥାକୁ ନେଇ ସେ ଅନେକ ଥର କାନ୍ଦି ମଧ୍ୟ ପକାଇଛନ୍ତି।’

କରିନା ଆହୁରି କହିଛନ୍ତି,‘ଥରେ ଜେଜେଙ୍କ ଜନ୍ମଦିନରେ ମୁଁ ସକାଳୁ ସକାଳୁ ତାଙ୍କ କୋଳରେ ବସି ପଡ଼ିଥିଲି। ସେତେବେଳକୁ ରଣବୀର ଜେଜେଙ୍କ ପାଖରେ ନ ଥିଲେ। ତେବେ ମୁଁ ଜେଜେଙ୍କ କୋଳରେ ବସିଥିବା ବେଳେ ସେ ତାଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ। ମୁଁ ଜେଜେଙ୍କ କୋଳରେ ବସିଥିବା ଦେଖି ସେ ଦୁଃଖୀ ହୋଇଯାଇଥିଲେ ଓ ଦିଦି କରିସ୍ମାଙ୍କ ନିକଟକୁ ଚାଲି ଯାଇଥିଲେ। ଦିଦି ତାଙ୍କୁ ବୁଝାଇଥିଲେ ଯେ ଜେଜେ ସମସ୍ତ ନାତିନାତୁଣୀଙ୍କୁ ସମାନ ଭାବେ ଭଲ ପାଆନ୍ତି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story