କଷ୍ଟ୍ୟୁମ୍‌ ଛାଡ଼, ଚରିତ୍ରରେ ଧ୍ୟାନ ଦିଅ: କାହାକୁ ଓ କାହିଁକି କହିଲେ ସାହିଦ୍‌

ମୁମ୍ବାଇ: ବୁଲେଇ ବଙ୍କେଇ କହିବାରେ ସବୁଠୁ ଆଗରେ ବଲିଉଡ୍‌ କଳାକାରମାନେ। ନିଜକୁ  କଣ୍ଟ୍ରୋଭର୍ସିରୁ ରକ୍ଷା କରିବା ପାଇଁ ସେମାନେ ଚତୁରତାର ସହ  ଉତ୍ତର ଦିଅନ୍ତି। ନିକଟରେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଇସାରା ଇସାରାରେ ସାହିଦ୍‌ କପୁର ଏମିତି କିଛି କହିଛନ୍ତି। ସାହିଦ୍‌  ନେହା ଧୁପିଆଙ୍କ ଚାଟ୍‌ ଶୋ’  BFFs with Vogue ଆସିଥିଲେ। ତାଙ୍କ ସହ ପତ୍ନୀ ମୀରା ରାଜପୁତ୍‌ ମଧ୍ୟ ଆସିଥିଲେ। ଶୋ’ରେ ଏକ ପ୍ରଶ୍ନର ଜବାବ ଦେବା ସମୟରେ ସାହିଦ୍‌ ‘ମୌସମ୍‌’ ଫିଲ୍ମରେ ଅଭିନୟ […]

sahid copy

sahid copy

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 09:46 AM IST

Sports

Latest News

ମୁମ୍ବାଇ: ବୁଲେଇ ବଙ୍କେଇ କହିବାରେ ସବୁଠୁ ଆଗରେ ବଲିଉଡ୍‌ କଳାକାରମାନେ। ନିଜକୁ  କଣ୍ଟ୍ରୋଭର୍ସିରୁ ରକ୍ଷା କରିବା ପାଇଁ ସେମାନେ ଚତୁରତାର ସହ  ଉତ୍ତର ଦିଅନ୍ତି। ନିକଟରେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ଇସାରା ଇସାରାରେ ସାହିଦ୍‌ କପୁର ଏମିତି କିଛି କହିଛନ୍ତି। ସାହିଦ୍‌  ନେହା ଧୁପିଆଙ୍କ ଚାଟ୍‌ ଶୋ’  BFFs with Vogue ଆସିଥିଲେ। ତାଙ୍କ ସହ ପତ୍ନୀ ମୀରା ରାଜପୁତ୍‌ ମଧ୍ୟ ଆସିଥିଲେ। ଶୋ’ରେ ଏକ ପ୍ରଶ୍ନର ଜବାବ ଦେବା ସମୟରେ ସାହିଦ୍‌ ‘ମୌସମ୍‌’ ଫିଲ୍ମରେ ଅଭିନୟ କରିଥିବା ତାଙ୍କ କୋଷ୍ଟାର ସୋନମ୍ କପୁରଙ୍କୁ ଇଙ୍ଗିତ କରିଥିଲେ।

କଥା ହେଉଛି ଶୋ’ରେ ‘From it or strip it’ ଖେଳ ଚାଲିଥିଲା। ଖେଳର ନିୟମ ମୁତାବକ୍‌ ସାହିଦ୍‌ ଓ ମୀରାଙ୍କୁ ନେହା ପଚାରିଥିବା ପ୍ରଶ୍ନର ଉତ୍ତର ଦେବାର ଥିଲା। ଜବାବ ନଦେଇ ପାରିଲେ  ସେମାନଙ୍କୁ ନିଜ ଡ୍ରେସ୍‌ ଖୋଲିବାକୁ ପଡ଼ିଥାଆନ୍ତା।

sahid-sonamନେହା ସାହିଦ୍‌ଙ୍କୁ ପଚାରିଥିଲେ। ଇଣ୍ଡଷ୍ଟ୍ରିରେ ଏମିତି କେଉଁ ଅଭିନେତ୍ରୀ ଅଛନ୍ତି ଯାହାକୁ ଫ୍ୟାସନ ଓ ଷ୍ଟାଇଲ ଅପେକ୍ଷା ବହି ପଢ଼ିବାରେ ସମୟ ଦେବା କଥା।

ଏଥିରେ ସାହିଦ୍‌ କହିଥିଲେ ଯେ, ‘‘ମୁଁ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ହିରୋଇନ୍‌ଙ୍କ ସହ କାମ କରିଛି, ଯେଉଁମାନେ କି ଫିଲ୍ମର କ୍ୟାରେକ୍ଟର ଅପେକ୍ଷା ନିଜ କଷ୍ଟ୍ୟୁମ୍‌କୁ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଖୁସିର କଥା ହେଉଛି ଧିରେ ଧିରେ ଏହି ସ୍ଥିତିରେ ପରିବର୍ତ୍ତନ ଆସିଛି।’’Sonam-Kapoor-acquires-the-rightsସାହିଦ୍‌ଙ୍କ ଜବାବ ପରେ ନେହା କହିଥିଲେ - ‘ୟେ ମୌସମ୍‌ ହେ ଜୁତେ ଉତାରନେକା’ ଏହି କଥା ଶୁଣିଲା ପରେ ଜଣାପଡ଼ୁଛି ଯେ ଏହି କଥା ସୋନମ କପୁରଙ୍କୁ ହିଁ ଇସାରା କରି କୁହାଯାଉଛି। କାରଣ ମୌସମରେ ସୋନମ ହିଁ ଅଭିନୟ କରିଥିଲେ।

ଫିଲ୍ମଟିକୁ ସାହିଦ୍‌ଙ୍କ ବାପା ପଙ୍କଜ କପୁର ନିର୍ଦ୍ଦେଶନା ଦେଇଥିଲେ। ସେ ସମୟରେ ଏମିତି ବି ଖବର ଆସିଥିଲା ଯେ, ସେଟ୍‌ରେ ସୋନମ ଓ ସାହିଦ୍‌ଙ୍କ ଭିତରେ ଶିତଳ ଯୁଦ୍ଧ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story