ଏହି ଆଡ୍‌ରୁ କ୍ୟାରିୟର ଆରମ୍ଭ କରିଥିଲେ ଅନୁଷ୍କା: ଦେଖିଲେ ଚିହ୍ନି ପାରିବେନି!

<p>ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଓ ବିରାଟ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଦୁଇ ଜଣ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ବାହାଘରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଆଡ଼େ ଖାଲି ବିରୁଷ୍କାଙ୍କ ଚର୍ଚ୍ଚା। ଏ ଦୁଇ ଜଣ ସେମାନଙ୍କ ପ୍ରେମ ସମ୍ପର୍କ ଭଳି କ୍ୟାରିୟରରେ ମଧ୍ୟ ଭଲ ସଫଳତା ହାସଲ କରିଛନ୍ତି। ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଅନୁଷ୍କା ନିଜ କ୍ୟାରିୟର ଏକ ଛୋଟ ଆଡ୍&zwnj;ରୁ ଆରମ୍ଭ କରିଥିଲେ। ଆଉ ଏବେ ସେ ବଲିଉଡରେ ରାଜ୍ କରୁଛନ୍ତି। ବର୍ତ୍ତମାନ ସେ ବଲିଉଡ୍&zwnj;ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।</p> <p>ଯଦି ଆପଣ ଭାବୁଛନ୍ତି ଯେ ଅନୁଷ୍କା &lsquo;ରବ୍ ନେ ବନାଦି ଯୋଡ଼ି&rsquo;ରୁ କ୍ୟାରିୟର ଆରମ୍ଭ କରିଛନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି। କାରଣ ଅନୁଷ୍କା କୌଣସି ଫିଲ୍ମ ନୁହେଁ, ଏକ ଆଡ୍&zwnj;ରୁ ନିଜ କ୍ୟାରିୟର ଆରମ୍ଭ କରିଥଲେ। ସେ ୨୦୦୪ ମସିହାରେ ଏକ ଫେୟାରନେସ୍ କ୍ରିମର ଆଡ୍&zwnj;ରେ ନଜର ଆସିଥିଲେ। ଏହା ତାଙ୍କ କ୍ୟାରିୟର୍&zwnj;ର ପ୍ରଥମ ବ୍ରେକ୍ ଥିଲା। ଯଦି ବିଶ୍ୱାସ ହେଉନାହିଁ, ତା&rsquo;ହେଲେ ନିମ୍ନରେ ଥିବା ଭିଡିଓଟିକୁ ଥରେ ଦେଖିନିଅନ୍ତୁ।</p>

Ordigital Desk
  • Published: Friday, 22 December 2017
  • Updated: 22 December 2017, 01:03 PM IST

Sports

Latest News

<p>ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଓ ବିରାଟ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଦୁଇ ଜଣ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ବାହାଘରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସବୁଆଡ଼େ ଖାଲି ବିରୁଷ୍କାଙ୍କ ଚର୍ଚ୍ଚା। ଏ ଦୁଇ ଜଣ ସେମାନଙ୍କ ପ୍ରେମ ସମ୍ପର୍କ ଭଳି କ୍ୟାରିୟରରେ ମଧ୍ୟ ଭଲ ସଫଳତା ହାସଲ କରିଛନ୍ତି। ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଅନୁଷ୍କା ନିଜ କ୍ୟାରିୟର ଏକ ଛୋଟ ଆଡ୍&zwnj;ରୁ ଆରମ୍ଭ କରିଥିଲେ। ଆଉ ଏବେ ସେ ବଲିଉଡରେ ରାଜ୍ କରୁଛନ୍ତି। ବର୍ତ୍ତମାନ ସେ ବଲିଉଡ୍&zwnj;ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।</p><p>ଯଦି ଆପଣ ଭାବୁଛନ୍ତି ଯେ ଅନୁଷ୍କା &lsquo;ରବ୍ ନେ ବନାଦି ଯୋଡ଼ି&rsquo;ରୁ କ୍ୟାରିୟର ଆରମ୍ଭ କରିଛନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି। କାରଣ ଅନୁଷ୍କା କୌଣସି ଫିଲ୍ମ ନୁହେଁ, ଏକ ଆଡ୍&zwnj;ରୁ ନିଜ କ୍ୟାରିୟର ଆରମ୍ଭ କରିଥଲେ। ସେ ୨୦୦୪ ମସିହାରେ ଏକ ଫେୟାରନେସ୍ କ୍ରିମର ଆଡ୍&zwnj;ରେ ନଜର ଆସିଥିଲେ। ଏହା ତାଙ୍କ କ୍ୟାରିୟର୍&zwnj;ର ପ୍ରଥମ ବ୍ରେକ୍ ଥିଲା। ଯଦି ବିଶ୍ୱାସ ହେଉନାହିଁ, ତା&rsquo;ହେଲେ ନିମ୍ନରେ ଥିବା ଭିଡିଓଟିକୁ ଥରେ ଦେଖିନିଅନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos