ସଲମାନଙ୍କ ସହ କାମ କରି ଗର୍ବ ଅନୁଭବ କରନ୍ତି ଏହି ଅଭିନେତ୍ରୀ

ମୁମ୍ୱାଇ: ଦବଙ୍ଗ ଷ୍ଟାର ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିରୋଇନ୍‌ଙ୍କୁ ଲଞ୍ଚ କରିଛନ୍ତି। ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ‘ବୀର’ରେ ଜରିନ୍‌ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ ସଲମାନ। ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଜରିନ୍‌ କହିଛନ୍ତି। ନିକଟରେ ଜରିନ୍‌ ଖାନ କହିଛନ୍ତି- ‘ଯଦି ମୋତେ ଲୋକମାନେ ଚିହ୍ନିଛନ୍ତି ତାହା କେବଳ ‘ବୀର’ ଫିଲ୍ମ କାରଣରୁ। ଫିଲ୍ମଟି ହିଟ୍‌ ହୋଇ ନଥିଲେ ମଧ୍ୟ ସଲମାନଙ୍କ ହିରୋଇନ୍‌ ଥିବାରୁ ମୋତେ ଲୋକେ ଚିହ୍ନିଛନ୍ତି। […]

zarin

zarin

Rakesh Mallick
  • Published: Monday, 12 February 2018
  • Updated: 12 February 2018, 09:05 AM IST

Sports

Latest News

ମୁମ୍ୱାଇ: ଦବଙ୍ଗ ଷ୍ଟାର ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିରୋଇନ୍‌ଙ୍କୁ ଲଞ୍ଚ କରିଛନ୍ତି। ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ‘ବୀର’ରେ ଜରିନ୍‌ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ ସଲମାନ। ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଜରିନ୍‌ କହିଛନ୍ତି।

ନିକଟରେ ଜରିନ୍‌ ଖାନ କହିଛନ୍ତି- ‘ଯଦି ମୋତେ ଲୋକମାନେ ଚିହ୍ନିଛନ୍ତି ତାହା କେବଳ ‘ବୀର’ ଫିଲ୍ମ କାରଣରୁ। ଫିଲ୍ମଟି ହିଟ୍‌ ହୋଇ ନଥିଲେ ମଧ୍ୟ ସଲମାନଙ୍କ ହିରୋଇନ୍‌ ଥିବାରୁ ମୋତେ ଲୋକେ ଚିହ୍ନିଛନ୍ତି। ବୀର ଛଡା ଜରୀନ୍‌ ‘ରେଡ୍ଡୀ’, ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ପରି ବଡ ବଜେଟ୍‌ ସିନେମାରେ ନଜରକୁ ଆସିଛନ୍ତି।

zarine-khanଜରିନ୍‌ଙ୍କ କହିବା ଅନୁସାରେ ଆଜିକା ତୁଳନାରେ ସେହି ସମୟର ଫିଲ୍ମରେ ମୋର ଭୂମିକା  ଗୁରୁତ୍ୱପୂର୍ଣ୍ଣ ନଥିଲା। ‘ରେଡ୍ଡୀ’ରେ ଏକ ଆଇଟମ୍ ଗୀତରେ ନଜର ଆସିଥିବା ବେଳେ ‘ହାଉସଫୁଲ-୨’ରେ ଏକ ଛୋଟ ଭୂମିକା କରିଥିଲି। ‘ହେଟ୍‌ ଷ୍ଟୋରୀ -୩’ ପରେ ମୋର ଅଲଗା ପରିଚୟ ସୃଷ୍ଟି ହୋଇଛି। ମୋ ପାଇଁ ବଡ ଫିଲ୍ମରେ କାମ କରିବା ଗୁରୁତ୍ୱପୂର୍ଣ୍ଣ ନୁହଁ, ଭଲ ଚରିତ୍ରରେ ଅଭିନୟ କରିବା ଗୁରୁତ୍ୱପୂର୍ଣ୍ଣ। ନିକଟରେ ଜରିନ୍‌ ‘୧୯୨୧’ରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story