କଦଳୀ ଭଣ୍ଡା ଚିଙ୍ଗୁଡ଼ି ମହୁର

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍‌ ତେଲ। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍‌ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି ମାଛ ପକାଇ  କିଛି ସମୟ ଭାଜନ୍ତୁ। ଚିଙ୍ଗୁଡି […]

prawn

prawn

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 02:00 PM IST

Sports

Latest News

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍‌ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି ମାଛ ପକାଇ  କିଛି ସମୟ ଭାଜନ୍ତୁ। ଚିଙ୍ଗୁଡି ଭାଜି ହୋଇଯିବା ପରେ କଦଳୀ ଭଣ୍ଡା କସିବା ପାଇଁ ପ୍ରଥମେ କଢ଼େଇରେ ତେଲ ପକାନ୍ତୁ।  ତେଲ ତାତିବା ପରେ ପିଆଜ ପକାନ୍ତୁ। ପିଆଜ ଟିକେ ଭାଜି ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ଲଙ୍କା ପେଷ୍ଟ ପକାନ୍ତୁ। କିଛି ସମୟ କସନ୍ତୁ।  ମସଲା ହେବା ପରେ ଲୁଣ ହଳଦୀ ପାଣିରୁ କଦଳୀ ଭଣ୍ଡାକୁ ଚିପୁଡି ପକାନ୍ତୁ। ତାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ସ୍ଵାଦ ଅନୁସାରେ ଲୁଣ ପକାଇ କସନ୍ତୁ। ଭଣ୍ଡା କସି ହୋଇଯିବା ପରେ ସେଥିରେ ପାଣି ଦିଅନ୍ତୁ। ତାପରେ ଚୁଙ୍ଗୁଡ଼ି ପକାନ୍ତୁ। ପ୍ରସ୍ତୁତ୍‌ ହୋଇଗଲା କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story