ସନ୍ଧ୍ୟାକୁ ଆହୁରି ମଜାଦାର କରିବାକୁ ଘରେ ପ୍ରସ୍ତୁତ କରନ୍ତୁ ସୋନପୁର ପ୍ରସିଦ୍ଧ ଚାଉଳ ବରା

ଆବଶ୍ୟକ ସାମଗ୍ରୀ: ଉଷୁନା ଚାଉଳ, ବିରି, କଞ୍ଚାଲଙ୍କା, ରସୁଣ, ଅଦା, ତେଲ, ଖାଇବା ସୋଡ଼ା ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ଉଷୁନା ଚାଉଳ ଓ ବିରିକୁ ୫-୬ ଘଣ୍ଟା ବତୁରାଇ ଦିଅନ୍ତୁ। ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା ଦେଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ଧନିଆପତ୍ର ଏବଂ ଅଳ୍ପ ଖାଇବାସୋଡ଼ା ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ […]

hhhhhhhhhhhhhhh

hhhhhhhhhhhhhhh

Ordigital Desk
  • Published: Monday, 09 July 2018
  • Updated: 09 July 2018, 06:37 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଉଷୁନା ଚାଉଳ, ବିରି, କଞ୍ଚାଲଙ୍କା, ରସୁଣ, ଅଦା, ତେଲ, ଖାଇବା ସୋଡ଼ା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଉଷୁନା ଚାଉଳ ଓ ବିରିକୁ ୫-୬ ଘଣ୍ଟା ବତୁରାଇ ଦିଅନ୍ତୁ। ସେଥିରେ
ଅଦା, ରସୁଣ, କଞ୍ଚାଲଙ୍କା ଦେଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ଧନିଆପତ୍ର ଏବଂ ଅଳ୍ପ ଖାଇବାସୋଡ଼ା ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଳା ହୋଇଥିବା ଆଣରେ ଗୋଲଗୋଲ ଛୋଟ ବରା ଛାଣନ୍ତୁ। କମ୍‍ ଆଞ୍ଚରେ ବରାଗୁଡ଼ିକୁ ଛାଣନ୍ତୁ। ବରା ଟିକିଏ ବାଦାମୀ ରଙ୍ଗ ହୋଇଗଲେ କଡ଼େଇରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ବରା। ଏହାକୁ ସସ୍‌ କିମ୍ବା ଚଟଣି ସହ ଗରମଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story