ଅସନ୍ତୁଳିତ ଯୋଗ ଶରୀର ପ୍ରତି ହାନିକାରକ

ଦିଲ୍ଲୀ:ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ସନ୍ତୁଳିତ ଯୋଗ ବହୁ ଦୂରାରୋଗ୍ୟ ରୋଗ୍ୟରୁ ଦୂର କରିଥାଏ । କିନ୍ତୁ ଏହା ଯଦି ଅସନ୍ତୁଳିତ ହୁଏ ତେବେ ଏହାର କୁପ୍ରଭାବ ମଣିଷ ଉପରେ ଅତ୍ୟଧିକ ଭାବେ ପଡିଥାଏ। ଏହାର ପ୍ରଭାବ ସିଧାସଳକ ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପଡିଥାଏ । ମଣିଷକୁ ପଙ୍ଗୁମଧ୍ୟ କରିଦେବାର ଆଶଙ୍କ ମଧ୍ୟ ରହିଛି । ତେଣୁ ଏହାକୁ ନିୟମାନୁସାରେ କରାଯିବା ଦରକାର। ଯୋଗ କରିବାର ଉଚିତ ସମୟ,ଖାଦ୍ୟଗ୍ରହଣ,ଦିନଚର୍ଯ୍ୟା ଓ ଉଚିତ ପରିବେଶ ଉପରେ ବିଶେଷ […]

yoga

yoga

Rakesh Mallick
  • Published: Wednesday, 15 April 2015
  • Updated: 27 April 2017, 05:28 PM IST

Sports

Latest News

ଦିଲ୍ଲୀ:ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ସନ୍ତୁଳିତ ଯୋଗ ବହୁ ଦୂରାରୋଗ୍ୟ ରୋଗ୍ୟରୁ ଦୂର କରିଥାଏ । କିନ୍ତୁ ଏହା ଯଦି ଅସନ୍ତୁଳିତ ହୁଏ ତେବେ ଏହାର କୁପ୍ରଭାବ ମଣିଷ ଉପରେ ଅତ୍ୟଧିକ ଭାବେ ପଡିଥାଏ। ଏହାର ପ୍ରଭାବ ସିଧାସଳକ ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ପଡିଥାଏ । ମଣିଷକୁ ପଙ୍ଗୁମଧ୍ୟ କରିଦେବାର ଆଶଙ୍କ ମଧ୍ୟ ରହିଛି । ତେଣୁ ଏହାକୁ ନିୟମାନୁସାରେ କରାଯିବା ଦରକାର।

ଯୋଗ କରିବାର ଉଚିତ ସମୟ,ଖାଦ୍ୟଗ୍ରହଣ,ଦିନଚର୍ଯ୍ୟା ଓ ଉଚିତ ପରିବେଶ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ସକାଳେ ଯେଉଁ ପରିମାଣରେ ଯୋଗାଭ୍ୟାସ କରାଯାଇଛି ସମାଅନୁପାତରେ ମଧ୍ୟ ସନ୍ଧ୍ୟାରେ କରିବା ଦରକାର। ଏହାଦ୍ୱାରା ଆମ ଶରୀର ଉପରେ ପ୍ରଭାପ ପଡିବ ନାହିଁ। ବିଶେଷ ଭାବେ ଗର୍ଭାବସ୍ଥା,ହୃଦ ସମ୍ବନ୍ଧୀୟ ରୋଗ, ରକ୍ତହୀନତା ପରି ରୋଗ ହୋଇଥିଲେ ଯୋଗ କରିବା ଅନୁଚିତ। ଯୋଗକୁ ଧୀରେଧୀରେ ଅଭ୍ୟାସ କରିବା ଉଚିତ। ହଠାତ୍ ବଡ ବଡ ଆସନ କରିବା ଅନୁଚିତ। ଯୋଗାଚ୍ଚାର୍ଯ୍ୟଙ୍କ ଉପସ୍ଥିତି ହିଁ ଯୋଗାଭ୍ୟାସ ପାଇଁ ଅତ୍ୟନ୍ତ ଦରକାରୀ ବୋଲି ଏକ ଗବେଷଣାରୁ ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story